ଜୀବନଶୈଳୀ

ଗର୍ଭାବସ୍ଥାରେ କରନ୍ତୁ ନାହିଁ ଏହି ୧୦ଟି କାମ

ଗର୍ଭାବସ୍ଥା ଏକ ସୁନ୍ଦର ଅନୁଭବ, ଯାହା ମହିଳାମାନଙ୍କୁ ଆନନ୍ଦ ଏବଂ ତୃପ୍ତି ଦେଇଥାଏ। ଆପଣ ଏକ ନୂଆ ଜୀବନକୁ ଦୁନିଆକୁ ଆଣିଥାଆନ୍ତି। ତେବେ ଜଣେ ଗର୍ଭବତୀଙ୍କୁ ଏହି ସମୟରେ କେତେକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏଠାରେ ଆଜି ଆମେ ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ, ଯାହାକୁ ଗର୍ଭବତୀମାନେ ନିହାତି କରିବା ଉଚିତ।

p2

୧. ଜଙ୍କ୍‌ ଫୁଡ୍‌ ଖାଆନ୍ତୁ ନାହିଁ।

୨. ନର୍ସରୀ ପେଣ୍ଟ୍‌ କରନ୍ତୁ ନାହିଁ।

୩. ଚା’ କିମ୍ବା କଫି ସେବନ କରନ୍ତୁ ନାହିଁ।

p111

୪. ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ସେବନ କରନ୍ତୁ ନାହିଁ।

୫. ଶରୀର ଫୋଡ଼ିହେବା ଭଳି ପୋଷାକ ପିନ୍ଧନ୍ତୁ ନାହିଁ ଅର୍ଥାତ୍‌ ଢିଲା ପୋଷାକ ପିନ୍ଧନ୍ତୁ।

୬. ହଟ୍‌ ଟବ୍‌ରେ ଗାଧାନ୍ତୁ ନାହିଁ।

p44

୭. ଅଳିଆ ଆବର୍ଜନା ସଂସ୍ପର୍ଶରେ ଆସନ୍ତୁ ନାହିଁ।

୮. ନିଶା ସେବନ କରନ୍ତୁ ନାହିଁ।

୯. ଅଧିକ ସମୟ ଯାଏ ଗୋଟିଏ ଜାଗାରେ ବସନ୍ତୁନି କିମ୍ବା ଛିଡ଼ା ହୁଅନ୍ତୁ ନାହିଁ।

୧୦. ଅଯଥା ଚିନ୍ତା କରନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button