ଦେଶ ବିଦେଶ

ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଏହି ସବୁ ଫଟୋ, ଗୋଟେ ଥରରେ ବୁଝିପାରିବେନି ଦୁଇ ଥର ଦେଖିବାକୁ ପଡିବ

ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଫଟୋ ନେଇ ଆସିଛୁ ଯାହାକୁ ଦେଖିବା ପରେ ଆପଣ ବି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଏହି ଫଟୋ ଗୁଡିକୁ ପ୍ରଥମ ନଜରରେ ବୁଝିବା ବହୁତ କଷ୍ଟକର କାମ ଅଟେ । କିନ୍ତୁ ଆପଣ ଯେତେବେଳେ ଏହାକୁ ଭଲ ଭାବରେ ଦେଖିବେ ତେବେ ଏହା ପ୍ରଥମ ନଜରରେ ଯେମିତି ଦେଖା ଯାଉଥିଲା ତାହା ବିଲକୁଲ ସେମିତି ନୁହେଁ । କହିବାକୁ ଗଲେ ଏହି ସବୁ ଫଟୋରେ କ୍ୟାମେରାର କିଛି ଖେଳ ନଜର ଆସୁଛି । ତେବେ ଆସନ୍ତୁ ଦେଖିବା କିଛି ଏହିଭଳି ଫଟୋ ।

ଧ୍ୟାନର ସହ ଦେଖିଲା ପରେ ଆପଣ ବୁଝି ପାରିବେ କି ଯେଉଁ ମହିଳାର ମୁହଁ କ୍ୟାମେରାରେ ଦେଖା ଯାଉଛି ସେ କିଏ ?

ସାପ ଏତେ ଲଚୀଲା ଏଥିପାଇଁ ହୋଇଥାଏ ଦେଖି ନିଅନ୍ତୁ ।

ଏହି ଫଟୋକୁ ଦେଖି ବୁଝିବା ବହୁତ କଷ୍ଟ ଅଟେ । କ୍ୟାମେରା ଆଡକୁ ଯୁବତୀ ବସିଛି ନା ଯୁବକ । କାରଣ ଉପରୁ ଦେଖିଲେ ଯୁବକ ଆଗେ ଦେଖା ଯାଉଛି କିନ୍ତୁ ତଳକୁ ଦେଖିଲେ ଯୁବତୀ କ୍ୟାମେରା ଆଡକୁ ବସିଥିବାର ନଜର ଆସୁଛି ।

ଆପଣ କେବେ ନାଲି ରଙ୍ଗର କଦଳୀ ଦେଖିଛନ୍ତି ।

ଆପଣମାନେ ବି ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କି ବେଞ୍ଚ ଉପରେ ବସିଥିବା ବ୍ୟକ୍ତିର ମୁହଁ ଏହିଭଳି କେମିତି ହୋଇଛି । କିନ୍ତୁ ଧ୍ୟାନ ପୂର୍ବକ ଦେଖିବେ ତ ପୁରା ମାମଲା ବୁଝି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button