ବିଚାର

କେଉଁ ଗଛ ସାପ ବିଷକୁ କାଢି ନେଇଥାଏ ? ଏହା ସହ ଆହୁରି କିଛି GK Quiz

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଗୁଡିଏ ଜଣା ଓ ଅଜଣା କଥାର ସମାହାରକୁ ନେଇ ସାଧାରଣ ଜ୍ଞାନ ପ୍ରସ୍ତୁତ କରାଯାଇଥାଏ । ତେବେ ଏହି ସାଧାରଣ ଜ୍ଞାନ ଜାଣିବା ପ୍ରତ୍ଯେକଙ୍କ ପାଇଁ ଅତି ଜରୁରୀ ଅଟେ । କାରଣ ସାଧାରଣ ଜ୍ଞାନ ପଢିବା ଓ ଜାଣିବା ଦ୍ଵାରା ବ୍ୟକ୍ତିର ବୁଦ୍ଧି ପ୍ରଖର ହୋଇଥାଏ । ତେବେ ଚାଲନ୍ତୁ କିଛି ନୂଆ ନୂଆ ଜ୍ଞାନପୂର୍ଣ୍ଣ ତଥ୍ୟ ଆଲୋଚନା କରି ଜାଣିନେବା ।

୧;- ସାପର ସମୁଦାୟ କେତୋଟି ଦାନ୍ତ ଥାଏ ?

ଉତ୍ତର;- ସାପର ସବୁଦାୟ ୨୦୦ଟି ଦାନ୍ତ ରହିଛି ।

୨;- ମଶା କେଉଁ ବ୍ଲଡ୍ ଗୃପର ବ୍ୟକ୍ତିଙ୍କୁ ଅଧିକ କାମୁଡନ୍ତି ?

ଉତ୍ତର;- ମଶା O ବ୍ଲଡ୍ସ ଗ୍ରୁପର ବ୍ୟକ୍ତିଙ୍କୁ ଅଧିକ କାମୁଡିଥାନ୍ତି ।

୩ ;- କେଉଁ ଦେଶରେ ସୂର୍ଯ୍ୟ ମଧ୍ୟରାତ୍ରିରେ ଉଦୟ ହୋଇଥାନ୍ତି ?

ଉତ୍ତର;- ନରୱେ ଦେଶରେ ସୂର୍ଯ୍ୟ ମଧ୍ୟ ରାତ୍ରୀରେ ଉଦୟ ହୋଇଥାନ୍ତି ।

୪;- କଳାମାଟିରେ କେଉଁ ଚାଷ କରାଯାଏ ?

ଉତ୍ତର;- କଳାମାଟିରେ କପା ଫସଲ ଭଲ ହୋଇଥାଏ ।

୫;- କେଉଁ ଦେଶରେ ଗୋଟିଏ ବି ଜେଲ୍ ନାହିଁ ?

ଉତ୍ତର;- ନେଦରଲାଣ୍ଡ ଦେଶରେ ଗୋଟିଏ ମଧ୍ୟ ଜେଲ୍ ନାହିଁ ?

୬;- କେଉଁ ଗଛର କାଠ ସୁନା ଠାରୁ ବି ଅଧିକ ଦାମ ହୋଇଥାଏ ?

ଉତ୍ତର;- ଲାଲ ଚନ୍ଦନ ଗଛର କାଠର ଦାମ ସୁନା ଠାରୁ ମଧ୍ୟ ଅଧିକ ହୋଇଥାଏ ।

୭;- ଏମିତି କେଉଁ ଜୀବ ଅଛି, ଯାହାର ରକ୍ତ ମାଂସ ଉଭୟ କଳା ?

ଉତ୍ତର;- କଡକନାଥ କୁକୁଡା ଯାହାର ରକ୍ତ, ମାଂସ ଉଭୟ କଳା ହୋଇଥାଏ ।

୮;- ଗାଁ ରୁ ସହର ବୁଲୁଥାଏ, ମନ୍ଦିର ଯିବାକୁ ଡରୁଥାଏ ସେ କିଏ ?

ଉତ୍ତର;- ଗାଁ ରୁ ସହର ବୁଲୁଥାଏ ମନ୍ଦିର ଯିବାକୁ ଡରୁଥାଏ ସେ ହେଉଛି ଚପଲ ।

୯;- ମନ୍ଦିରକୁ ଯାଏ ହଳଦୀୟା ଶାଢୀ ପିନ୍ଧି ବାହାରକୁ ଆସେ ଧଳା ଶାଢୀ ପିନ୍ଧି ସେ କିଏ ?

ଉତ୍ତର;- ମନ୍ଦିରକୁ ଯାଏ ହଳଦିଆ ଶାଢୀ ପିନ୍ଧି ବାହାରକୁ ଆସେ ଧଳା ଶାଢୀ ପିନ୍ଧି ସେ ହେଉଛି କଦଳୀ ।

୧୦;- କେଉଁ ଜୀବ ଆକାଶକୁ ଦେଖି ପାରେ ନାହିଁ ?

ଉତ୍ତର;- ଘୁଷୁରୀ ଆକାଶକୁ ଦେଖି ପାରିନଥାଏ ।

୧୧;- କୁକୁଡା ଅଣ୍ଡା ଦିଏ, ଗାଈ କ୍ଷୀର ଦିଏ, ସେ କିଏ ଯିଏ ଉଭୟ ଅଣ୍ଡା ଓ କ୍ଷୀର ଦିଏ ?

ଉତ୍ତର;- ଉଭୟ କ୍ଷୀର ଓ ଅଣ୍ଡା ଦୋକାନୀ ଦେଇଥାଏ ।

୧୨;- ମିଛ କହିବା ସମୟରେ ମଣିଷର କେଁ ଅଙ୍ଗ ଗରମ ହୋଇଯାଏ ?

ଉତ୍ତର;- ମିଛ କହିବା ସମୟରେ ମଣିଷର ନାକଟି ଗରମ ହୋଇଯାଇଥାଏ ।

୧୩;- ଖଜୁରୀ ଖାଇଲେ କଣ ଶୀଘ୍ର ବଢିଥାଏ ?

ଉତ୍ତର;- ଖଜୁରୀ ଖାଇଲେ ରକ୍ତ ଶୀଘ୍ର ବଢିଥାଏ ।

୧୪;- କେଉଁ ଶାଗ ଖାଇଲେ ମଣିଷର ଦ୍ରୁଷ୍ଟି ଶକ୍ତି ବଢିଥାଏ ?

ଉତ୍ତର;- ପାଳଙ୍ଗ ଶାଗ ଖାଇଲେ ମଣିଷର ଦ୍ରୁଷ୍ଟି ଶକ୍ତି ବଢିଥାଏ ।

୧୫;- କେଉଁ ଗଛ ସାପ ବିଶକୁ କାଢି ନେଇଥାଏ ?

ଉତ୍ତର;- କାଙ୍କଡ ଗଛ ସାପ ବିଶକୁ କାଢି ନେଇଥାଏ ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବାକୁ ଚାହୁଁଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button