ଜୀବନଶୈଳୀ

ପ୍ରତି ଛୋଟ ଛୋଟ କଥାରେ ଆପଣଙ୍କୁ ରାଗ ଆସୁଛି କି? ଘରର ପୂର୍ବ ଦିଗରେ ପ୍ରତିଦିନ ଜଳାନ୍ତୁ ଗୋଟିଏ ଦୀପ, ଧୀରେ ଧୀରେ ସ୍ୱଭାବ ବଦଳିଯିବ

ସାଧାରଣତଃ ଦେଖାଯାଏ, ଅନେକ ଛୋଟ ଛୋଟ କଥାରେ କିଛି ଲୋକ ବହୁତ ରାଗିଯାଆନ୍ତି, ଯାହାକି ଘରର ପରିବେଶ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ୍‌ ନୁହେଁ। ଶାସ୍ତ୍ର ଅନୁସାରେ, ରାଗିବା ବା କ୍ରୋଧ୍ୱାନିତ ହେବା ବ୍ୟକ୍ତିର ବିନାଶର କାରଣ ହୋଇଥାଏ। ତେଣୁ ଏହା ବହୁତ ଜରୁରୀ ଯେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା। ଆଜି ଆମେ ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ବିଷୟରେ କହିବୁ, ଯଦ୍ଦ୍ଵାରା ରାଗକୁ ଶାନ୍ତ କରିହେବ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

a3

୧. ଯଦି ପରିବାରର କୌଣସି ସଦସ୍ୟଙ୍କୁ ଅଧିକ ରାଗ ଆସୁଥାଏ, ତା’ହେଲେ ଘରର ପୂର୍ବ ଦିଗରେ ପ୍ରତିଦିନ ଏକ ଦୀପ ଜଳାନ୍ତୁ।

୨. ପ୍ରତିଦିନ ସୂଯ୍ୟର୍ଦେବଙ୍କୁ ଜଳଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ରାଗ ଶାନ୍ତ ହେବା ସହ ସମସ୍ତ ସମସ୍ୟା ବି ଦୂର ହୋଇଯିବ।

a2

୩. ଯଦି ଅଧିକ ରାଗ ଆସୁଛି, ତା’ହେଲେ ନିଜ ଘରେ ଲାଲ୍‌ ରଙ୍ଗର ବ୍ୟବହାର କମ୍‌ କରନ୍ତୁ। କାରଣ, ଏହା ଆପଣଙ୍କ ରାଗକୁ ବଢ଼ାଇଥାଏ। ଘରର ବେଡ୍‌ସିଟ, କୁଶନ କଭର ଏବଂ ପରଦାରେ ଲାଲ୍‌ ରଙ୍ଗ ବ୍ୟବହାର କରନ୍ତୁ ନାହିଁ।

୪. ବାସ୍ତୁ କୁହେ, ଅଳିଆ ଆବର୍ଜନାରୁ ଅଧିକ ରାଗ ଆସିଥାଏ। ତେଣୁ ଘରର ସବୁ କୋଣକୁ ସଫା ସୁତରା ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button