ରାବଣ ନାରୀଙ୍କ ବିଷୟରେ କହିଥିଲେ ଏହି 4 ଟି କଥା : କଟୁ ଅଟେ କିନ୍ତୁ ସତ୍ୟ

ବନ୍ଧୁଗଣ ରାବଣ ରାମାୟଣର ଏକ ପ୍ରମୁଖ ଚରିତ୍ର ଅଟେ । ଲଙ୍କାର ରାଜା ରାବଣ ଥିଲେ । ରାବଣ ଜଣେ ମହାପଣ୍ଡିତ ଥିଲେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ରାବଣ ଜଣେ ମହାଜ୍ଞାନୀ ଥିବାରୁ ତାଙ୍କର ପ୍ରତ୍ଯେକ କଥା ବିଷୟରେ ବହୁତ ଜ୍ଞାନ ରହିଥିଲା । ତେବେ ରାବଣ ନାରୀ ମାନଙ୍କ ବିଷୟରେ ଏପରି 4 ଗୋଟି କଥା କହିଛନ୍ତି । ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ରାବଣ ନାରୀଙ୍କ ଉପରେ କହିଥିବା ସେହି କଥା ବିଷୟରେ ଚାଲନ୍ତୁ ଜାଣିବା ।
1- ନାରୀ ମାନେ ବହୁତ ସ୍ଵାର୍ଥପର ହୋଇଥାନ୍ତି । ଅନେକ ନାରୀ ନିଜର ସ୍ଵାର୍ଥ ପୂରଣ କରିବା ପାଇଁ କିଛି ବି କରିବାକୁ ରାଜି ହୋଇଯାଇଥାନ୍ତି । କାହାକୁ ଧୋକା ଦେବା ହେଉ ବା ଆଉ କିଛି ମଧ୍ୟ ନିଜର ସ୍ଵାର୍ଥ ପାଇଁ କରିବାକୁ ଆଗେଇ ଯାଇଥାନ୍ତି ।
2- ନାରୀ ମାନେ ନିଜ କଥାରେ ବହୁତ ଶୀଘ୍ର ଓଲଟି ମଧ୍ୟ ଯାଇଥାନ୍ତି । ଯେପରି ନାରୀ ମାନେ ବହୁତ କଥାବାର୍ତ୍ତା କରିବାରେ ମାହୀର ହୋଇଥାନ୍ତି । ଯେପରି ଏ କଥାକୁ ନେଇ ତାଙ୍କ ଆଗରେ ତାଙ୍କ କଥାକୁ ନେଇ ଆଉ କାହା ଆଗରେ ଗପିବାରେ ତାଙ୍କୁ ବହୁତ ଆନନ୍ଦ ମିଳିଥାଏ । ତେଣୁ ସେ କହିଥିବା କଥା କେତେବେଳେ ଯେ ବଦଳିଯାଇଥାଏ । ତାକୁ ଜାଣିବା ବହୁତ କଷ୍ଟ ହୋଇଥାଏ ।
3- ନାରୀ ମାନଙ୍କ ପାଖରେ କୌଣସି କଥା ଲୁଚିକି ରହିନଥାଏ । କାରଣ ସେମାନେ ଯେଉଁ କଥା ବିଷୟରେ ଜାଣି ଦେଇଥାନ୍ତି । ସେହି କଥାକୁ ନେଇ ଅନ୍ୟ ଆଗକୁ କହିବାରେ ମାହୀର ହୋଇଥାନ୍ତି । ତାଙ୍କର ଯିଏ ବି ଯେତେ ନିଜର ଲୋକ ହୋଇଥିଲେ ବି ସେ ଅନ୍ୟର ସିକ୍ରେଟକୁ ବହୁତ ଶୀଘ୍ର ବାହାରେ ଖୁଲାସା କରିଦେଇଥାନ୍ତି । ତେଣୁ ନାରୀ ମାନଙ୍କୁ କୌଣସି କଥା କହିବା ପୂର୍ବରୁ ଅନେକ ଥର ଭାବି ଚିନ୍ତି କହିବାକୁ ପଡିଥାଏ ।
4- ଅନେକ ନାରୀ ଏପରି ମଧ୍ୟ ହୋଇଥାନ୍ତି । ଯେଉଁ ମାନେ କି ବହୁତ ଶୀଘ୍ର ଅନ୍ୟର କଥାରେ ଆସିଯାଇଥାନ୍ତି । ବାହାରେ କିଏ କଣ କହିଲା ତାହାକୁ ଶୁଣି ନିଜ ଘରେ ହଙ୍ଗାମା କରିଦେଇଥାନ୍ତି । ଅନେକ ନାରୀ ତ ଅନ୍ୟର ଛୋଟ ଛୋଟ କଥାରେ କାନ୍ଦିବାକୁ ବସିଯାଇଥାନ୍ତି । ତେଣୁ ଏହି ନାରୀ ମାନଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ ।
ତେବେ ରାମାୟଣର ରାବଣ ନାରୀ ମାନଙ୍କ ବିଷୟରେ ଏପରି କିଛି କଥା କହିଯାଇଛନ୍ତି । ଯଦିଓ ସମସ୍ତ ନାରୀ ଏପରି ସ୍ଵଭାବର ହୋଇନଥାନ୍ତି । ହେଲେ ଅନେକ ନାରୀ ମାନଙ୍କ ଠାରେ ଏହି ସବୁ ଗୁଣ ରହିଥାଏ । ତେବେ ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।