ସ୍ୱାସ୍ଥ୍ୟ

ଶାରୀରିକ ଦୁର୍ବଳତା କମ କରି ଏହିସବୁ ଖତରନାକ ରୋଗକୁ ଦୂର କରେ ଚଣା, ଏମିତି କରନ୍ତୁ ଏହାର ସେବନ

ସ୍ୱାସ୍ଥ୍ୟର ଧ୍ୟାନ ରଖିବା ପାଇଁ ଏହି ଦିନରେ ଅଧିକ ରୁ ଅଧିକ କୁହା ଯାଉଛି କି କାହିଁକି ନା ଟିକେବି ଭୁଲରେ ଆମେ କରୋନା ଭାଇରସ ଭଳି ରୋଗର ଶିକାର ହେଇପାରନ୍ତି । ଏମିତିରେ ଆଜି ଆମେ ଆପଣକୁ ସ୍ୱାସ୍ଥ୍ୟଭଲ ରଖିବା ପାଇଁ କହିବାକୁ ଯାଉଛୁ ଚଣା ଖାଇବାର ଲାଭ ବିଷୟରେ । ଚଣାକୁ ବତୁରାଇ ଭାଜିଲା ପରେ ବଳ ଦେଲାଭଳି ତଥା ରୋଚକ ଲାଗେ କିନ୍ତୁ ଶୁଖିଲା ଭାଜିଲେ ଏହା ବେଶୀ ଟାଣ ହୋଇ ଯାଇଥାଏ । ଏହା ସହିତ ଓଦା ଚଣା ପିତ ତଥା କଫକୁ ଶେଷ କରିବା ବାଲା ହୋଇଥାନ୍ତି କିନ୍ତୁ ଓଦା ଆକୃତିର ଚଣା କୋମଳ, ଭୋକ ବଢ଼ାଇ ଥାଏ , ବିର୍ଜବର୍ଦ୍ଧକ, ଶକ୍ତିବର୍ଦ୍ଧକ, ରକ୍ତ ସଫା କରିବା ବାଲା , ପ୍ରୋଟିନ ରେ ଭରପୁର ତଥା ଥଣ୍ଡା ମଧ୍ୟ ହୋଇଥାଇ । ଏହା ସହିତ ଚଣାର ଡାଲି ପିତ ତଥା କଫ ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ଚଣା ଖାଇବାର ଲାଭ ବିଷୟରେ ।

ଶାରୀରିକ କମଯୋରି ଦୁର କରିଥାଏ , ଶରୀରକୁ ମଜବୁତ ବାନାଇବା ତଥା ଓଜନ ବଢେଇବା ପାଇଁଁ ସନ୍ଧ୍ୟାରେ ଦି ମୁଠା କଳା ଚଣା ସଫା ପାଣିରେ ଭିଜେଇ ଦେଇ ଏହାପରେ ସେହି ଭିଜା ଚଣାକୁ ଚୋବେଇ ଚୋବେଇ ଖାଇଲେ ଭଲ । ଏହା ଶାରୀରିକ ତାକତ ବଢାଇବା ପାଇଁ ହେଉଛି ସବୁଠୁ ଭଲ ଉପାୟ ।

କମଜୋର ହୃଦୟ ବାଲା ଲୋକ ଭିଜା ଚଣା ସବୁଦିନ ଖାଇବା ଦରକାର ଓ ବିଶେଷକରି ଭିଜା ଚଣା ଖାଇଲେ ହାର୍ଟ ଅଟାକରୁ ବଞ୍ଚିପାରିବେ । କୁହାଯାଏ କି ଚଣାରେ ମ୍ୟାଗ୍ନେଶିଅମ ତଥା ଫୋଲେଟ ବହୁ ମାତ୍ରାରେ ରହିଥାଏ ଯାହା କୋଲେଶଷ୍ଟ୍ରଲ କୁ କମ୍ କରିବାରେ ସହାୟତା କରିଥାଏ ।

ମହିଳାଙ୍କ ଭିତରେ ଅନିମିୟା ରୋଗ ଅଧିକ ଦେଖା ଯାଇଥାଏ । ତାଙ୍କୁ ଭିଜା ଚଣା, ଗହମ ରେ ବେଶନ ମିଶେଇ ରୋଟି ମାନେ କେଉଁବି ରୂପରେ ଚଣାର ସେବନ ଅବଶ୍ୟ କରିବା କଥା । ଆପଣକୁ କହି ଦେବାକୁ ଚାହୁଁଛୁ କି ଚଣାରେ ଆଇରନ ଏତେ ଅଧିକ ମାତ୍ରାରେ ରହିଥାଏ କି ଏହା ଶରୀରର ଲୌହ ଆବଶ୍ୟକ କୁ ସହଜରେ ପୁରା କରିଥାଏ । ଏହା ସହିତ ଗର୍ଭବତୀ ମା ମାନଙ୍କ ପାଇଁ ଭିଜା ଚଣା ର ସେବନ ନିହାତି କରିବା ଦରକାର ହୋଇଥାଏ ।

ବ୍ଲଡ଼ ପ୍ରେସର ଅଛି ଯଦି ତେବେ ଭିଜା ଚଣା ଖାଇବା ଦରକାର କାହିଁକି ନା ଏହା ରକ୍ତ ବାହିକାକୁ ସାମାନ୍ୟ କରିଥାଏ । ଯାହାଦ୍ଵାରା ରକ୍ତଚାପ ର ଅସୁବିଧା ହୋଇନଥାଏ । ଭିଜାର ଚଣା ଷ୍ଟୋନ ପାଇଁ ବହୁତ୍ ଭଲ ହୋଇଥାଏ । ଯଦି ଆପଣଙ୍କୁ ଷ୍ଟୋନ ହୋଉଛି ତେବେ ଚଣାକୁ ରାତିସାରା ଭିଜେଇ ରଖନ୍ତୁ ଏବଂ ସକାଳେ ଏହାକୁ ଗୋଟେ ଚାମଚ ମହୁ ସହିତ ଖାଇ ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button