ଓଡିଶା

ସରକାରଙ୍କ ବଡ଼ ଘୋଷଣା ଏହି ଯୋଜନାରେ ଆପଣଙ୍କୁ ମିଳିପାରିବ ଟଙ୍କା ,ସବୁ ହିତାଧିକାରୀ ମାନେ ଶୀଘ୍ର ଦେଖନ୍ତୁ କେମିତି କରିବେ ଆବେଦନ

ନମସ୍କାର ଦର୍ଶକବନ୍ଧୁ କିଛି ଦିନ ସ୍ୱୟମ ଯୋଜନା ବିଷୟରେ ଗୋଟିଏ ଡିଟେଲ ଖବର ଆମେ ଆପଣଙ୍କୁ ଜଣେଇ ଥିଲୁ ନବୀନ ସରକାରଙ୍କ ଏକ ନୂଆ ଯୋଜନା ସ୍ଵୟମ ଯୋଜନା ଯେଉଁଥିରେ ଆପଣଙ୍କୁ ଏକ ଲକ୍ଷ ଟଙ୍କାର ଲୋନ ମିଳିପାରିବ ବିନା ସୁଧରେ ଆପଣଙ୍କ ପାଖରେ ସମୟ ସୀମା ରହିବ ଚାରି ବର୍ଷ ଏହି 4 ବର୍ଷ ଭିତରେ ଆପଣ ଚାହିଁଲେ ସୁଜି ପାରିବେ ତେବେ ଆସନ୍ତୁ ଜାଣିବା ସ୍ୱୟମ ଯୋଜନା କିପରି ଆବେଦନ କରିବେ ଏବଂ କେଉଁ ଜିନିଷଟି ଆପଣଙ୍କୁ ନଜରରେ ରଖିବାର ଅଛି |

ବର୍ତ୍ତମାନ ସ୍ୱୟମ ଯୋଜନାକୁ ନେଇ ଏକ ନୂଆ ବ୍ୟାନର ଜାରି ହୋଇଛି ଯେଉଁଥିରେ ଲେଖାଯାଇଛି ସ୍ୱତନ୍ତ୍ର ଯୁବ ଉଦ୍ୟମି ସ୍ୱୟମ ଯୋଜନା ଶୁଭାରମ୍ଭ |ରାଜ୍ୟର ଯୁବ ଶକ୍ତିକୁ ଆତ୍ମ ନିର୍ଭର ଶୀଳ କରି ସ୍ୱତନ୍ତ୍ର ଯୁବ ଉଦ୍ୟଗ ରୂପେ ଗଢ଼ିବା ଯୋଜନାର ମୂଳ ଲକ୍ଷ |18 ରୁ 35 ବର୍ଷର ବୟସ ବର୍ଗର ଗ୍ରାମୀଣ ବେରୋଜଗାର ଯୁବକ ଏବଂ ଯୁବତୀ ସାମିଲ ଏଥିରେ ସାମିଲ ହେବେ |

ସ୍ୱତନ୍ତ୍ର ବର୍ଗ ଯେମିତି ଅନୁସୂଚିତ ଜାତି ବା ଅନୁସୂଚିତ ଜନ ଜାତି ଏବଂ ଦିବ୍ୟାଙ୍ଗ ଏମାନଙ୍କ ପାଇଁ ବୟସ ସୀମା ରହିଛି 18 ରୁ 40 ବର୍ଷ |ଏଥିରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ସୁଧ ମୁକ୍ତ ଲୋନ ମିଳିପାରିବ |ଏହି ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାର ରାଜ୍ୟ ସରକାର ନିଜ ବଜେଟରୁ 448 କୋଟି ଟଙ୍କା ବ୍ୟୟ କରିବେ |

ନେମ ପଏଣ୍ଟ ଜାଣିରଖନ୍ତୁ କେଉଁ ମାନେ ଏଥିରେ ଆବେଦନ କରିପାରିବେ ପୁରା ସମ୍ପୂର୍ଣ୍ଣ ଅପଡେଟ ଆସିଛି ଆଉ କେଉଁ କେଉଁ ମାନଙ୍କୁ ଟଙ୍କା ମିଳିବ ତାହା ମଧ୍ୟ ଆମେ ଆପଣଙ୍କୁ ଜଣାଉଛୁ ଆବେଦନ କାରୀଙ୍କ ପରିବାର କାଳିଆ କିମ୍ବା BSKY ଯୋଜନାରେ ସାମିଲ ହୋଇଥିବେ କିମ୍ବା ସେମାନଙ୍କ ବାର୍ଷିକ ପାରିବାରିକ ରୋଜଗାର ଦୁଇ ଲକ୍ଷରୁ କମ ହେବା ଆବଶ୍ୟକ |

ଏସବୁ ଜିନିଷ ହେଲା ଆପଣ ଯାଇ ଆବେଦନ କରିପାରିବେ |ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଏକ ଲକ୍ଷ ଯୁବକ ଯୁବତୀଙ୍କୁ ସାମିଲ କରିବା ପାଇଁ ଲକ୍ଷ ରଖିଛନ୍ତି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button