ଜୀବନଶୈଳୀ

ଏବେ ଅସଲି ଠାରୁ ଅଧିକ ବିକ୍ରି ହେଉଛି ନକଲି ଅଣ୍ଡା.. ଏମିତି ଚିହ୍ନନ୍ତୁ ପ୍ଲାଷ୍ଟିକ ଅଣ୍ଡାକୁ, ଶେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ

ବଜାରରେ ଖାଦ୍ୟ ପଦାର୍ଥ ରେ ମିଶ୍ରଣ କିଛି ନୂଆ କଥା ନୁହେଁ ପରନ୍ତୁ ଯେମିତି ଜମାନା ଆଗକୁ ବଢୁଛି ସେମିତି ଖାଦ୍ୟ ପଦାର୍ଥ ରେ ନୂଆ ମିଶ୍ରଣ ର ନୂଆ ତରିକା ମଧ୍ୟ ବାହାରୁଛି । ବଜାରରେ ଏବେ ନକଲି ଅଣ୍ଡା ବେଶି ବିକ୍ରି ହେଉଛି ଯାହାକୁ ଖାଇ ଲୋକମାନେ ରୋଗରେ ପଡୁଛନ୍ତି । ନକଲି ଅଣ୍ଡାର ଚିହ୍ନଟ ସମସ୍ତ ଲୋକମାନେ କରିପାରନ୍ତି ନାହିଁ ଏବଂ ଯାହାର ଫଳସ୍ଵରୂପ ଲୋକମାନେ ନକଲି ଅଣ୍ଡାର ସେବନ କରି ରୋଗରେ ପଡନ୍ତି । ଆଜି ର ପୋଷ୍ଟ ରେ ଆମେ କିଛି ଏମିତି ସହଜ ତରିକା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ନକଲି ଅଣ୍ଡା ର ଚିହ୍ନଟ କରି ପାରିବେ ।

ନକଲି ଅଣ୍ଡା ସାମାନ୍ୟ ଅଣ୍ଡା ତୁଳନା ରୁ ବେଶି ଚମକ୍ଦାର ଅଟେ । କେତେଥର ପ୍ଲାଷ୍ଟିକ ଅଣ୍ଡାକୁ ଅସଲି ଅଣ୍ଡା ଭଳି ଦେଖେଇବା ପାଇଁ ତାକୁ ଜାଣିଶୁଣି ଅପରିଷ୍କାର କରିଦିଅନ୍ତି । କିନ୍ତୁ ଧୋଇବା ପରେ ଏହା ପୁରା ଚମକ୍ଦାର ହୋଇଯାଏ । ନକଲି ଅଣ୍ଡା ର ଚୋପା ସାମାନ୍ୟ ଅଣ୍ଡାର ଚୋପା ର ତୁଳନାରେ ଜଲ୍ଦି ନିଆ ଧରି ପକାଏ । ନିଆଁ ର ସମ୍ପର୍କ ରେ ଆସିବା ଦ୍ଵାରା ଏଥିରେ ନିଆଁ ଲାଗି ଯାଏ । ସେପଟେ ଅସଲି ଅଣ୍ଡାର ଚୋପା ନିଆଁ ଧରିବାରେ ଟିକେ ସମୟ ଲାଗେ ।

ପ୍ଲାଷ୍ଟିକ ର ଅଣ୍ଡା ର ହଳଦୀ ରଙ୍ଗ ଭାଗଟି ଅସଲି ଅଣ୍ଡା ଭଳି ପଡେ ନାହିଁ, ଏହା ଗୋଟେ ବଲ ଭଳି ଗୋଟିଏ ଜାଗା ରେ ରହିଥାଏ । ଏହାକୁ ଗିନା ରେ ଭାଙ୍ଗିବା ଦ୍ଵାରା ଆପଣ ଏହାକୁ ଏମିତି ହେଉଥିବାର ଭଲ ଭାବରେ ଦେଖି ପାରିବେ ।

ନକଲି ଅଣ୍ଡା ଭିତରେ ଥିବା ହଳଦିଆ ଅଂଶ ଟି ବହୁତ ଆରାମରେ ଭାଙ୍ଗିଯାଏ । ଏବଂ ଏହା ତରଳ ଭଳି ଲାଗେ । ଏହା ଯେମିତି ବେଲୁନ ଫୁଟିବା ଭଳି ହୋଇଥାଏ । ଅସଲି ଅଣ୍ଡା ର ହଳଦିଆ ଭାଗ ଆରାମରେ ଫୁଟେ ନାହିଁ । ନକଲି ଅଣ୍ଡା ସାମାନ୍ୟ ଅଣ୍ଡା ତୁଳନାରେ ସବୁଠୁ ବେଶି ଧଳା ହୋଇଥାଏ । ଏହା ସବୁ ଅଣ୍ଡାରୁ ବେଶି ଧଳା ଦେଖା ଯାଏ ।

ଏହି ସୂଚନାକୁ ବେଶି ରୁ ବେଶି ଲୋକମାନଙ୍କୁ ଶେୟାର କରନ୍ତୁ ଯାହାଦ୍ୱାରା ଲୋକମାନେ ନକଲି ଅଣ୍ଡା ବିଷୟରେ ଜାଗ୍ରତ ହୋଇ ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button