ବିଚାର

ଏହି ଛୋଟ ଝିଅଟିକୁ ଏକ ଛୋଟିଆ ଭୁଲ ପାଇଁ ମିଳିଲା ଏମିତି ଦଣ୍ଡ, ସବୁଦିନ ପାଇଁ ମୋଡିହୋଇ ରହିଗଲା ବେକ- ପଢନ୍ତୁ ସମ୍ପୂର୍ଣ ଘଟଣା

ପାକିସ୍ତାନ ର ସିନ୍ଧ ରେ ରହୁଥିବା ୧୧ବର୍ଷ ଝିଅ ବେକ ରହସ୍ୟମୟ ଭାବ ରେ ୯୦ଡିଗ୍ରୀ ମୋଡି ହୋଇ ଯାଇଛି । କୁହାଯାଉଅଛି କି ଅଫସିନ କୁମ୍ଭାର କୁ ହାଡ ଜନିତ ସମସ୍ୟା ଅଛି, ଯାହା କାରଣ ରୁ ତାଙ୍କ ବେକ ଏମିତି ଭୟଙ୍କର ଭାବରେ ମୋଡି ହୋଇଯାଇଛି, ଏହାକୁ ଚିକିତ୍ସିକ ଭାଷା ରେ ଟାତ୍ରିକୋଲିସ କୁହା ଯାଏ । ଅଫସିନ କୁମ୍ଭାର ନିଜ ଜୀବନ ସାମାନ୍ୟ ପିଲାଙ୍କ ପରି ଚାହୁଁଞ୍ଚନ୍ତି କିନ୍ତୁ ଏହା ପାଇଁ ତାଙ୍କର ଏକ ଅସ୍ତ୍ରୋପଚାର ହବା ଆବଶ୍ୟକ ।

ତାଙ୍କ ଘର ଲୋକ ଅନୁଯାଇ ଅଫସିନ କୁମ୍ଭାର ପୁରା ସ୍ଵସ୍ଥ ଜନ୍ମ ହୋଇଥିଲେ, କିନ୍ତୁ ଏହି ସମସ୍ୟା ତାଙ୍କୁ ସେତେବେଳେ ହେଲା ଯେତେବେଳେ ସେ ମାତ୍ର ଆଠ ମାସ ର ହୋଇଥିଲେ ।

ଖେଳୁଥିଲା ବେଳେ ତାଙ୍କ ବେକ ରେ ଆଘାତ ହେଲା ଏବଂ ବେକ ମୋଡି ହୋଇଗଲା, ଏହା ପରଠୁ ଆଜି ଯାଏ ଅଫସିନ କଷ୍ଟରେ ବଞ୍ଚି ଆସୁ ଅଛନ୍ତି ।

 

ଅଫସିନ କୁମ୍ଭାରଙ୍କୁ ସବୁ କାମ ପାଇଁ କଷ୍ଟ ଭୋଗିବାକୁ ପଡୁଛି ଖାଇବା, ଶୌଚାଳୟ ଉପଯୋଗ, ଚାଲିବା ଏବଂ ଶୋଇବା ସବୁ ସାମାନ୍ୟ କାମ ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡୁଛି । ନିଜ ଏହି ଅବସ୍ଥା ପାଇଁ ସେ ସ୍କୁଲ ଯିବାରେ ବି ଅସମର୍ଥ ଅଛନ୍ତି ।

 

ଅଫସିନ କୁମ୍ଭାରଙ୍କ ମା ଅଲଗା ଲୋକଙ୍କ ଘରେ କାମ କରି ମାସକୁ ୫୦୦ଟଙ୍କା ରେ ଘର ଚଳାଉଛନ୍ତି, ଗତ ବର୍ଷ କ୍ୟାନ୍ସର କାରଣ ରୁ ଅଫସିନ କୁମ୍ଭାରଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଛି ଯାହା ପରେ ଘର ପରିସ୍ଥିତି ଖରାପ ଅଛି ଏବଂ ଅଫସିନ ର ସର୍ଜରୀ ଘରଲୋକେ କରେଇପାରୁ ନାହାଁନ୍ତି ।

 

ଗତ ବର୍ଷ ଫେବ୍ରୁଆରି ରେ ପ୍ରମୁଖ ମହିଳା ବେଶ୍ରୀକ ନେତା ଅଫସିନ କୁମ୍ଭାର ସର୍ଜରୀ ପାଇଁ ଖର୍ଚ୍ଚ କରିବେ ବୋଲି କହିଥିଲା ଯାହା ପରେ ଅଫସିନ କୁମ୍ଭାର ମେଡିକଲ ଟେଷ୍ଟ ହେଲା ଏବଂ ଡକ୍ଟରମାନଙ୍କ ଅନୁଯାଇ ୫୦% ଆସା ଥିଲା କି ଅଫସିନ କୁମ୍ଭାରଙ୍କର ବେକ ଭଲ ହୋଇ ପାରିବ ।

 

ଅଫସିନ କୁମ୍ଭାରଙ୍କ ଭାଇ ଅନୁଯାଇ ଯେଉଁ ଲୋକ ଏହି ଅପ୍ରେସନ ପାଇଁ ଖର୍ଚ କରିବେ ବୋଲି କହିଥିଲେ ସେ ଫୋନ ଉଠାଉ ନାହାଁନ୍ତି ଏବଂ କିଛି ଉତ୍ତର ବି ଦେଉ ନାହାନ୍ତି । ଅଫସିନ କୁମ୍ଭାରଙ୍କ ପୁରା ପରିବାର ସରକାର ଏବଂ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗୁଛନ୍ତି ଯାହା ଦ୍ଵାରା ସର୍ଜରୀ ହେଇ ଯାଉ ଏବଂ ଅଫସିନ ଗୋଟେ ସାମାନ୍ୟ ଜୀବନ ବିତେଇ ପାରୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button