Ajira Anuchinta : କାହାର ଗାଧୁଆ ପାଣି ଘରେ ପଡିଲେ ଦରିଦ୍ରତା ଦୂର ହୁଏ ? ଏହା ସହ ଆହୁରି କିଛି
ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟ ସୁଖଶାନ୍ତିରେ ଜୀବନଜାପନ କରିବାକୁ ଚାହୁଁଥିଲେ । ତା’ ପାଖରେ ପ୍ରତ୍ଯେକଟି ଜ୍ଞାନର ଜାଣିବାର ମଧ୍ୟ ଆବଶ୍ୟକତା ରହିଥାଏ । ଯେପରି ବହୁତ ଗୁଡିଏ ଆଧ୍ୟାତ୍ମିକ ତଥା ବାସ୍ତୁବିଦ ଜ୍ଞାନ ରହିଛି । ଯାହାକୁ ପ୍ରତ୍ଯେକଟି ବ୍ୟକ୍ତି ଜାଣିବାର ଆବଶ୍ୟକତା ରହିଛି । ଯାହା ଦ୍ଵାରା ସେ ସେହି ଜ୍ଞାନ ଅନୁସାରେ ନିଜର ଜୀବନଯାପନକୁ ସରସ ଓ ସୁନ୍ଦର କରିପାରିବ । ଘରେ ସାମ୍ନାରେ କେବେବି ବିଜୁଳୀ ଖୁଣ୍ଟ, ବଡ ବଡ ଗଛ ଓ ବଡ ପଥର ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

ଯଦି ସ୍ଵପ୍ନରେ ଆପଣ ଗଛ ଚଢୁଥିବାର ଦେଖନ୍ତି । ତେବେ ଅଚାନକ ଧନପ୍ରାପ୍ତିର ସୂଚନା ମିଳିଥାଏ । ସ୍ଵପ୍ନରେ ଯଦି ଗାଈ କ୍ଷୀର ଦେଉଥିବାର ଦେଖନ୍ତି । ତେବେ ଆଗାମୀ ଦିନରେ ସୁଖ ସମୃଦ୍ଧି ପ୍ରାପ୍ତିର ସୂଚନା ମିଳିଥାଏ । ପିଲାଙ୍କ ପଢିବା ଘରେ ମୟୂର ପଙ୍ଖ, ଗଣେଶ ଓ ସରସ୍ଵତୀ ଫୋଟୋ ଲଗାଇଲେ । ପାଠ ପଢାରେ ପିଲାଙ୍କ ଆଗ୍ରହ ବଢିଥାଏ ।


ଶୁକ୍ରବାର ଦିନ ଗାଈକୁ ଗାଧେଇ ଦିଅନ୍ତୁ । ଏହା ସହିତ ଗାଈ ଗାଧୁଆ ପାଣି ଯେଉଁ ଯେଉଁ ଜାଗାରେ ପଡିଥାଏ । ଘରୁ ଦରିଦ୍ରତା ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ ।



