ଶ୍ରାବଣ ମାସ ଶେଷ ହେବା ପୂର୍ବରୁ 10 ଟଙ୍କିଆ ମୁଦ୍ରା ଏହିଠାରେ ରଖିଦିଅନ୍ତୁ,24 ଘଣ୍ଟା ଭିତରେ ଘରକୁ ଆସିବ ଟଙ୍କା……

ବନ୍ଧୁଗଣ ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ପ୍ରିୟ ମାସ | ଏହି ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପୂଜା ପାଠ ଏବଂ ଉପାୟ ପ୍ରୟୋଗ କରାଯାଇଥାଏ | ଯେଉଁ ବ୍ୟକ୍ତିର ଜୀବନ ଉପରେ ଯଦି ଗ୍ରହ ମାନଙ୍କର ଚଳଣି ଠିକ ହୋଇଥାଏ ସେ ସଦା ସର୍ବଦା ସୁଖ ରେ ରହିଥାଏ | ତେବେ ଏହି ଗ୍ରହ ମାନଙ୍କୁ ଠିକ କରିବାକୁ ଭଗବାନ ଶିବ ଙ୍କୁ ଉପାସନ କରାଯାଏ | କାରଣ ସୃଷ୍ଟି ରେ ଯେତେ ବି ସକାରାତ୍ମକ କିମ୍ବା ନକାରାତ୍ମକ ଉର୍ଜା ଅଛନ୍ତି, ସେମାନେ ସମସ୍ତେ ମହାକାଳ ଙ୍କ ଭକ୍ତ ଅଟନ୍ତି | ତେବେ ଏହି ଭଳି ପରିସ୍ଥିତିରେ ଯେଉଁ ବ୍ୟକ୍ତି ଭଗବାନ ଶିବ ଙ୍କୁ ପ୍ରସନ୍ନ କରିଦିଏ ସେ ସବୁଠାରୁ ଭାଗ୍ୟବାନ ହୋଇଥାଏ
ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ଏହିପରି ଉପାୟ ନେଇକି ଆସିଚୁ | ଯାହାକୁ ପ୍ରୟୋଗ କରିବା ଦ୍ୱାରା ଦେବ ଙ୍କର ଦେବ ମହାଦେବ ପ୍ରସନ୍ନ ହୋଇଯିବେ ଏବଂ ସମସ୍ତ ନବ ଗ୍ରହ ମଧ୍ୟ ଆପଣଙ୍କର ଫେବର ରେ ହୋଇଯିବେ | ତେବେ ବନ୍ଧୁଗଣ ପୁରାଣ ଶାସ୍ତ୍ର ରେ ବର୍ଣନା କରାଯାଇଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ଭଗବାନ ଶିବ ଙ୍କ କୃପା ରହିଥାଏ ସେହି ବ୍ୟକ୍ତି ଜୀବନ ରେ ବହୁତ ଅଗ୍ରଗତି କରିଥାଏ | ତେବେ ଚାଲନ୍ତୁ ଜାଣିବା ଆଜିର କିଛି ଉପାୟ ବିଷୟରେ..
ବନ୍ଧୁଗଣ ମହାଦେବ ଙ୍କ କୃପା ପାଇବାକୁ ହେଲେ ଆପଣଙ୍କୁ ବିଶେଷ କରି ଶ୍ରାବଣ ମାସର ପ୍ରତି ସୋମବାର କୁ ବ୍ରତ କରିବା ଆବଶ୍ୟକ ହୋଇଥାଏ | ଏହି ଦିନ ଆପଣ ଶିବାଳୟ କୁ ଯାଇ ଭଗବାନ ଙ୍କୁ ଅଭିଷେକ କରିବା ସହିତ ଭଗବାନଙ୍କୁ ବେଲ ପତ୍ର ମଧ୍ୟ ଅର୍ପଣ କରିବେ | ଏହି ପରି କରିବା ଦ୍ୱାରା ଭଗବାନ ଶିବ ସନ୍ତୁଷ୍ଟ ହୋଇଥାନ୍ତି |

ତେବେ ବନ୍ଧୁଗଣ ଆପଣ ବରଗଛ କୁ ପୂଜା କରିବା ବିଷୟରେ ତ ନିଶ୍ଚିନ୍ତ ଜାଣିଥିବେ, ଯେଉଁ ବ୍ୟକ୍ତି ଏହି ପରି ସର୍ବଦା ବରଗଛ କୁ ପୂଜା କରେ | କଞ୍ଚା କ୍ଷୀର ରେ ଅଭିଷେକ୍ କରନ୍ତି ଏବଂ ଭଗବାନ ଶିବଙ୍କୁ ସ୍ମରଣ କରନ୍ତି ତାଙ୍କ ଉପରେ ସମସ୍ତ ନବ ଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି | ଏବଂ ଏହିପରି ବ୍ୟକ୍ତି ଙ୍କୁ ଜୀବନରେ ଅନେକ ଖୁସି ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ |
ବନ୍ଧୁଗଣ ଆଉ ଏକ ପ୍ରୟୋଗ ହେଉଛି ଆପଣ ସଞ୍ଜବନି ମନ୍ତ୍ର ସାଧନା କରିବା ଦ୍ୱାରା ସିଦ୍ଧି ପ୍ରାପ୍ତି ହୋଇଥାଏ | ତେବେ ବନ୍ଧୁଗଣ ଏହି ସଂଜୀବନୀ ମନ୍ତ୍ର କୁ କିପରି ପ୍ରୟୋଗ କରିବେ ଚାଲନ୍ତୁ ଜାଣିବା | ତେବେ ବନ୍ଧୁଗଣ ଶ୍ରାବଣ ମାସରେ ଏହି ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ସମସ୍ତ ଦୁଃଖ ଦୂର ହୋଇଥାଏ

ତେବେ ଆପଣ ଗୋଟିଏ 10ଟଙ୍କିଆ ମୁଦ୍ରା ନିଅନ୍ତୁ ଏହାକୁ ପ୍ରତି ଦିନ ଶୋଇଲା ସମୟରେ ଆପଣଙ୍କ ତକିଆ ତଳେ ରଖନ୍ତୁ ଏବଂ ପରଦିନ ସକାଳୁ ଗାଧେଇ ସାରି ପାଖରେ ଥିବା ଶିବାଳୟ କୁ ଯାନ୍ତୁ ଏବଂ ଏହି ମୁଦ୍ରାକୁ ଶିବ ଲିଙ୍ଗ ରେ ଛୁଇଁ ଦେଇ ନେଇ ଆସନ୍ତୁ | ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ଏହିପରି କରନ୍ତୁ ଜୀବନରୁ ଦୁର୍ଭାଗ୍ୟ ଦୂର ହୋଇଯିବ | ଯେଉଁ ବ୍ୟକ୍ତି ବହୁତ ଚିନ୍ତିତ ରହୁଛନ୍ତି, ଚାକିରୀ ହେଉନାହିଁ କିମ୍ବା ପାରିବାରିକ ଆସନ୍ତି ରହୁଛି ସବୁ ଏହି ଉପାୟ ଦ୍ୱାରା ଠିକ ହୋଇଯିବ |



