ସ୍ୱାସ୍ଥ୍ୟ

FSSAI ଭାରତରେ ବ୍ୟାନ୍ କଲା ଏହି ୧୦ଟି ଖାଦ୍ୟ ପଦାର୍ଥ, ରିସର୍ଚ୍ଚ ଏହି ଖାଦ୍ୟରୁ ମିଳୁଛି କ୍ଷତିକାରକ କ୍ୟାନସର ବ୍ୟାକ୍ଟେରିଆ

ଭାରତରେ ପାଖାପାଖି ୧୦ଟି ଖାଦ୍ୟ ପଦାର୍ଥ ଉପରେ ଲାଗିଛି ରୋକ୍ ! ରିସର୍ଚ୍ଚ ଦ୍ଵାରା ଏହି ଖାଦ୍ୟ ପଦାର୍ଥ ଗୁଡିକରୁ ମିଳିଛି ଶରୀରରେ ରୋଗ ସୃଷ୍ଟି କରୁଥିବା ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ।

ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ ଇଣ୍ଡିଆ ପକ୍ଷରୁ ଭାରତରେ ଅନେକ ଗୁଡ଼ିଏ ଖାଦ୍ୟ ପଦାର୍ଥକୁ ବ୍ୟାନ କରା ଯାଇଛି । FSSAIର କାର୍ଯ୍ୟ ହେଉଛି ଏହା ବଜାରରେ ମିଳୁଥିବା ଖାଦ୍ୟ ପଦାର୍ଥର ଯାଞ୍ଚ କରିଥାଏ।

R

ତେବେ FSSAIର ଅନୁସନ୍ଧାନରୁ ଜଣା ପଡ଼ିଛି ବର୍ତ୍ତମାନ ବଜାରରେ ମିଳୁଥିବା ଖାଦ୍ୟ ପଦାର୍ଥ ବିଶେଷ କରି ଚିନରୁ ଆସୁଥିବା ଖାଦ୍ୟ ଗୁଡ଼ିକରେ କ୍ଷତିକାରକ କେମିକାଲର ବ୍ୟବହାର କରା ଯାଉଛି, ଯାହା କି ମନୁଷ୍ୟ ଶରୀରରେ ରୋଗ ସୃଷ୍ଟି କରିବ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଚାଇନିଜ ମିଲକ ଓ ସେଥିରୁ ପ୍ରସ୍ତୁତ ହେଉଥିବା ମିଲକ ପ୍ରଡକ୍ଟସ ଭାରତ ରେ ବ୍ୟାନ ହୋଇଛି। FSSAI ପକ୍ଷରୁ ଏଥିରେ ମେଳାମାଇନ ନାମକ ଟକ୍ସିନ କେମିକାଲ ମିଳିଥିଲା। ଫଳର ସପ୍ଲାଏ ବଢାଇବା ପାଇଁ ସେଗୁଡିକୁ ଅପ୍ରାକୃତିକ ଭାବରେ ପଚା ଯାଇଥାଏ, କ୍ୟାଲସିୟମ୍ କାର୍ବାଇଡ ଓ ଏଥେଲୀନ ଗ୍ୟାସ କ୍ୟାନ୍ସର ର କାରଣ ହୋଇଥାଏ।

ଚୀନ ରୁ ରସୁଣ ଆମଦାନୀ ହୋଇଥାଏ, ଏଥିରେ ପେଷ୍ଟି ସାଇଡ ର ବିପୁଳ ବ୍ୟବହାର ହୋଇଥିବାର ସୂଚନା ମିଳିଛି। ତେଣୁ ଏହା ଉପରେ ପ୍ରତିବନ୍ଧକ ଲାଗିଛି। ପେଷ୍ଟି ସାଇଡ ହେଉଛି ଭୟଙ୍କର କେମିକାଲ ଏବଂ ଏହା କ୍ୟାନ୍ସର ର କାରଣ।

Fssai

ଭାରତରେ ଅନେକ ଗୁଡିଏ ଏନର୍ଜି ଡ୍ରିଙ୍କ ବିକ୍ରି ହୋଇଥାଏ, ଏଗୁଡିକ ମଧ୍ୟରେ ବିପୁଳ ପରିମାଣ ରେ କାଫିନ ରହିଥାଏ। ଏନର୍ଜି ଡ୍ରିଂକ୍ସ ଉପରେ ପ୍ରତିବନ୍ଧକ ଲାଗିଛି। ଏହାର ବ୍ୟବହାର କ୍ୟାନ୍ସର ଓ ମଧୁମେହ ର କାରଣ ମଧ୍ୟ ହୋଇପାରେ। କିଛି ତେଲ ଶରୀର ପାଇଁ ଖୁବ କ୍ଷତିକାରକ ଅଟନ୍ତି। ଏଗୁଡିକ ମଧ୍ୟରେ ଗୋଟିଏ ହେଉଛି ସସଫ୍ରାସ ଅଏଲ, ଏହି ତେଲ ରେ ଏରୂଷିକ ଏସିଡ ରହିଛି ଯାହାକି ହାର୍ଟ ପାଇଁ କ୍ଷତିକାରକ। ତେଣୁ ଏହାକୁ ମଧ୍ୟ ବ୍ୟାନ କରାଯାଇଛି।

ଏହାଛଡା ଅନ୍ୟ ୫ଟି ଜିନିଷ ହେଉଛି– ଜେନେଟିକାଲି ମୋଡିଫଏଡ ଫୁଡସ, ପୋଟାସିୟମ୍ ବ୍ରୋମେଟ, ଫ୍ରାଇ ଗ୍ରାସ, ବ୍ରୋମିନେଟେଡ଼ ଭେଜିଟେବୁଲ ଅଏଲ, ରାବିଟ ମିଟ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button