ମନୋରଞ୍ଜନ

Janwar ଫିଲ୍ମର Akshay Kumaar ଙ୍କ ପୁଅ ଆଜି ହେଇ ଯାଇଛନ୍ତି ବହୁତ ବଡ ଆଉ ହ୍ୟାଣ୍ଡସମ, ଚିହ୍ନିବା ବି ବଡ ମୁସ୍କିଲ

ବଲିଉଡରେ ପାଦ ଦେଇ ନାମ କମେଇବା କିଛି ଛୋଟିଆ କଥା ନୁହେଁ। ବହୁତ୍ ବଡ଼ ବଡ଼ ତାରକା ମାନଙ୍କୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡେ। ସେହିପରି ବଲିଉଡ ର ଆକ୍ସନ ହୀରୋ ଖିଲାଡ଼ି ଅକ୍ଷୟ କୁମାର ଙ୍କ ସହିତ ବି ଏମିତି କିଛି ହୋଇଥିଲା । ଅକ୍ଷୟ କୁମାର ଯେତେବେଳେ ଫିଲ୍ମରେ ଡେବ୍ୟୁ କଲେ ତାଙ୍କୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା। କିନ୍ତୁ ବହୁତ ପରିଶ୍ରମ କଲା ପରେ ମଧ୍ୟ ତାଙ୍କ ଫିଲ୍ମ୍ ଗୁଡ଼ିକ ଫ୍ଲପ୍ ହେବାକୁ ଲାଗିଲା ।

ତାପରେ ଯେଉଁ ଫିଲ୍ମ୍ ତାଙ୍କୁ ଖାସ୍ ସଫଳତା ଦେଇ ତାଙ୍କ ଜୀବନର ସବୁଠୁ ହିଟ୍ ଫିଲ୍ମ୍ ସାବିତ ହେଇଥିଲା ତାହା ହେଉଛି ଫିଲ୍ମ୍ ଜାନୱର୍। ଜାନବର ଅକ୍ଷୟ କୁମାର ଙ୍କ ଲାଇଫ ର ସବୁଠୁ ବଡ ହିତ ଫିଲ୍ମ ପ୍ରମାଣିତ ହେଲା । ଯେଉଁ କାରଣରୁ ତାଙ୍କ କ୍ଯାରିୟର ସଫଳତା ଦିଗକୁ ବଢି ଚାଲିଲା ।

ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଲିଡ୍ ରୋଲରେ ଥିଲେ କରିସ୍ମା କପୁର ଓ ଶିଳ୍ପା ସେଟ୍ଟୀ । ଯଦି ଆମେ କଥା ହେଉଛେ ଜାନବର ମୁଭି ବିଷୟରେ ତେବେ ଏଥିରେ ଅକ୍ଷୟ କୁମାର ଙ୍କ ପୁଅ ଭୂମିକାରେ ଅଭିନୟ କରିଥିବା ଏହି କୁନି କଳାକାରଙ୍କୁ ଆମେ କେମିତି ଭୁଲି ପାରିବା । ଫିଲ୍ମରେ ଅକ୍ଷୟଙ୍କ ପୁଅ ଭୂମିକାରେ ରୋଲ୍ କରିଥିବା ଶିଶୁ କଳାକାର ଙ୍କ ଅଭିନୟ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ସେହି କୁନି କଳାକାର ଜଣଙ୍କ ଏହି ଫିଲ୍ମ କୁ ହିତ କରିବା ପାଇଁ ମଧ୍ୟ ଖୁବ ପରିଶ୍ରମ କରିଥିଲେ ।

କିନ୍ତୁ ଏହି କୁନି କଳାକାର ଜଣକ ଆଜି ବହୁତ ବଡ଼ ଓ ହ୍ୟାଣ୍ଡସମ୍ ହୋଇ ଯାଇଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି କୁନି କଳାକାରଙ୍କ ବିଷୟରେ କହିବୁ କି ସେ ଆଜି କଣ କରନ୍ତି, କେଉଁଠି ଅଛନ୍ତି ଓ କେମିତି ଦେଖା ଯାଆନ୍ତି ? ଅକ୍ଷୟ କୁମାରଙ୍କ ଏହି ଫିଲ୍ମରେ ଅତି ସୁନ୍ଦର ଅଭିନୟ କରିଥିବା ଏହି ଶିଶୁ କଳାକାର ଜଣକ ହେଲେ ଆଦିତ୍ୟ କପାଡ଼ିଆ। ଆଦିତ୍ୟଙ୍କ ଜନ୍ମ ୧୪ ନଭେମ୍ବର ୧୯୮୬ ରେ ମୁମ୍ବାଇରେ ହୋଇଥିଲା । ଆଜି ତାଙ୍କୁ ୩୬ ବର୍ଷ ବୟସ ହେଲାଣି ।

ଜାନୱର୍ ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ପୁଅ ହେଇଥିଲେ ଯାହାର ନାମ ରାଜୁ ଥିଲା। ଫିଲ୍ମରେ ସେ ଅକ୍ଷୟ ଙ୍କ ନିଜ ପୁଅ ହେଇ ନଥିଲେ କିନ୍ତୁ ସେ ଆଦିତ୍ୟଙ୍କୁ ନିଜ ପୁଅ ପରି ମାନୁଥିଲେ। ସେ ଆଜି ବହୁତ ବଡ଼ ହେବା ସହ ବହୁତ ହ୍ୟାଣ୍ଡସମ୍ ମଧ୍ୟ ଦିଶୁଛନ୍ତି। ଏହି ଫିଲ୍ମ୍ ଛଡ଼ା ସେ ଆହୁରି ଅନେକ ବଲିଉଡ ଫିଲ୍ମ୍ ମଧ୍ୟ କରିଛନ୍ତି । ଏହା ଛଡା ସେ ଟିଭି ସିରିଏଲ ଯେମିତି କି ଜଷ୍ଟ୍ ମୋହବତ୍, ଇଧର୍ ଉଧର୍, ସୋନ୍ ପରି, ସାକା ଲାକା ବୁମ ବୁମ ଓ ବଡ଼ ହେଲା ପରେ ଅଦାଲତ ଓ ବଡେ ଆଛେ ଲଗତେ ହେ ଆଦି ଟିଭି ସିରିୟଲ୍ ରେ ମଧ୍ୟ ରୋଲ୍ କରିଥିବାର ଦେଖା ଯାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button