ଦେଶ ବିଦେଶ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବରିଷ୍ଠ କଳାକାର ମିହିର ଦାସ ଥିଲେ ଜଣେ ଓଡିଆ ସିନେମାର ଆଗ ଧାଡିର କଳାକାର । ଯାହାଙ୍କ କଳାର ତଥା ଅଭିନୟର ଯାଦୁଗରୀ ସମସ୍ତଙ୍କୁ ମତୁଆଲା କରିଦେଉଥିଲା । ତେବେ କଳାକାର ହିସାବରେ ମିହିର ଦାସ ଯେତେ ସୁନାମ ଅର୍ଜନ କରିଥିଲେ । ଭଲ ହୃଦୟର ଲୋକଟି ବୋଲି ସମସ୍ତଙ୍କ ମୁହଁରୁ ମିହିର ଦାସଙ୍କ ପାଇଁ ଶୁଣିବାକୁ ମିଳୁଥିଲା । ତେବେ ମିହିର ଦାସ ମଧ୍ୟ ନିଜ ସ୍ତ୍ରୀଙ୍କୁ ବହୁତ ଅଧିକ ଭଲ ପାଉଥିଲେ । ତେବେ ତାଙ୍କ ନିଜର ସ୍ଵପ୍ନର ମହଲ ତଥା ନିଜ ଘରକୁ ମଧ୍ୟ ନିଜ ସ୍ତ୍ରୀଙ୍କ ନାମରେ ନାମିତ କରିଥିଲେ । ଯେହେତୁ ମିହିର ଦାସଙ୍କର ସ୍ତ୍ରୀଙ୍କର ନାମ ଆନୀ ଥିଲା । ତେବେ ମିହିର ଦାସ ମଧ୍ୟ ତାଙ୍କ ଘରର ନାମ ଆନୀ ମହଲ ବୋଲି ରଖିଦେଇଥିଲେ । ତେବେ ସେହି ଆନୀ ମହଲକୁ ହସଖୁସି କରିବା ପାଇଁ କେତେ ଲୋକ ଧାଇଁ ଆସୁଥିଲେ । मधुमेह से मिली हमेशा के लिए निजात! मैंने बस सोने से पहले ये किया INSUGR This Horse Owner Gave Up Her Beloved Horse After One Vet Visit Buzz Day After The Incident, The Whole Village Cried With Laughter Buzz Day Ashton Kutcher’s Private Life: Exes Reveal Startling Details Herbeauty ସେଠାରେ ମିହିର ଦାସ, ତାଙ୍କ ପତ୍ନୀ ଆନୀ ଓ ତାଙ୍କ ୨ ପୁଅ ଅମ୍ଳାନ ଓ ଅକ୍ଲାନ୍ତଙ୍କ ସହ ଦେଖା ସାକ୍ଷାତ କରି ହସ ମଜା ମସ୍ତି କରିବାକୁ ସମସ୍ତେ ଭଲ ପାଉଥିଲେ । ହେଲେ ବର୍ତ୍ତମାନ ସମୟରେ ସେହି ଆନୀ ମହଲକୁ କାହା ନଜର ଲାଗିଗଲା କେଜାଣି ? ଯେଉଁ କାରଣରୁ ଆନୀ ମହଲ ସେହିପରି ଛିଡା ହୋଇ ରହିଛି ସତ କିନ୍ତୁ ଆଗ ଭଳି ଆଉ ଘରର ଶୋଭା ବଢାଇବାକୁ ଲୋକ ସେପରି ନାହାନ୍ତି । मधुमेह से मिली हमेशा के लिए निजात! मैंने बस सोने से पहले ये किया INSUGR Porcupine Effect: Why Everyone’s Loving This Acupuncture Trend! Herbeauty When Skaters Defied Gravity And Expectations Brainberries चिकन का यह हिस्सा आपके लिए है खतरनाक! जानें क्यों इसे खाना बंद कर Herbeauty ତେବେ ଯେଉଁ ମଣିଷ ନିଜ ପାରିଶ୍ରମିକ ଟଙ୍କାରେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଘରଟି ତୋଳାଇ ଥିଲେ । ସେହି ମହାନ ଅଭିନେତା ମିହିର ଦାସ ଆଉ ଆମ ସମସ୍ତଙ୍କ ଗହଣରେ ନାହାନ୍ତି । କି ଆନୀ ଭବନ ଭାବରେ ଯାହା ନାମରେ ଘରଟି ହୋଇଥିଲା । ତେବେ ମିହିର ଦାସଙ୍କ ଧର୍ମପତ୍ନୀ ମଧ୍ୟ ଆଉ ନାହାନ୍ତି । ତେବେ ଘରର ଗେଲ୍ହା ସାନ ପୁଅ ମଧ୍ୟ ଅକ୍ଲାନ୍ତ ଯାହାକୁ ମିହିର ଦାସ ବହୁତ ଅଧିକ ଭଲ ପାଉଥିଲେ । ସେ ମଧ୍ୟ ଏହି ଦୁନିଆରେ ନାହିଁ । ତେବେ ଘରଟି ଦିନେ ଯେପରି ହସଖୁସି ଲୋକଙ୍କ ମାହୋଲରେ ଆନନ୍ଦର କୋଳାହଳ ପୂର୍ଣ୍ଣ ଆନନ୍ଦିତ ହୋଇ ଉଠୁଥିଲା । ସେହି ଘର ଆଜି ପୁରା ନିଶବ୍ଦ ପୁରା ସୁନସାନ ହୋଇପଡିଛି ।

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍କୁଲର ଅନେକ ଛାତ୍ରୀ ଖେଳୁଥିବା ଅବସ୍ତାରେ ହଟାତ ଛାତି ଯନ୍ତ୍ରଣା ହେବାରୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସ୍କୁଲର ବାର୍ଷିକ ଖେଳ ପ୍ରତିଯୋଗୀତାରେ ଅନେକ ପ୍ରକାର ଖେଳ ଅନୁଷ୍ଟିତ ହୋଇଥାଏ । ତେବେ ସେଥିମଧ୍ୟରେ ମ୍ୟୁଜିକ ଚେୟାର ମଧ୍ୟ ରହିଥାଏ । ତେବେ ସ୍କୁଲରେ ମ୍ୟୁଜିକ ଚାର ଖେଳ ପ୍ରତିଯୋଗୀତା  ହେଉଥିବା ସମୟରେ ସେଥିରେ ସ୍କୁଲର ଅନେକ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

ତେବେ ସେଠାରେ କିଛି ସମୟ ପର୍ଯ୍ୟନ୍ତ ଖେଳ ଚାଲୁରହିଥିବା ଅବସ୍ତାରେ ହଟାତ କିଛି ପିଲାଙ୍କ ଜୋରସେ ଛାତି ଯନ୍ତ୍ରଣା ହୋଇଥିଲା । ତାପରେ କିଛି ପିଲା ଏପରି କାହିଁକି ଛାତି ଯନ୍ତ୍ରଣା ହେଉଛି ତାହା ଜାଣି ପାରିନଥିଲେ । ତେବେ ଜଣେ କିମ୍ବା ୨ ଜଣ ଛାତ୍ରୀ ନୁହନ୍ତି । ତେବେ ୧୫ ରୁ ୨୦  ଛାତ୍ରୀ ମ୍ୟୁଜିକ ଚାର ଖେଳୁଥିବା ଅବସ୍ତାରେ ସେଥିରୁ ଅନେକ ପିଲା ଛାତି ଯନ୍ତ୍ରଣାରେ ପୀଡିତ ହୋଇଯାଇଥିଲେ ।

ତେବେ ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟଟୃ ମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଖ ମେଡିକାଲକୁ ପିଲାଙ୍କୁ ନେଇ ଆସିଥିଲେ । ତେବେ ସେଠାରେ ତୁରନ୍ତ ପିଲାଙ୍କର ଏପରି ଅବସ୍ତା ଦେଖି ତାଙ୍କର ସ୍ଵାସ୍ଥକୁ ପ୍ରାଧାନ୍ୟ ଦେଇ ଚିକିତ୍ସା ଆରମ୍ଭ କରଜିଥିଲା । ତେବେ ବହୁ ପିଲାଙ୍କର ସ୍ଵାସ୍ଥ ଅବସ୍ତା ବହୁତ ସିରିଏସ ଥିବାରୁ ଏବେ ପର୍ଯ୍ୟନ୍ତ ମଧ୍ୟ ଚିକିତ୍ସା ଜାରୀ ରହିଛି । ତେବେ କିଛି ପିଲାଙ୍କର ସ୍ଵାସ୍ଥ ସାମାନ୍ୟ ଭଲ ଲାଗିବାରୁ ତାଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳିପାରିଥିଲା ।

ତେବେ ଛାତ୍ରୀଙ୍କର କହିବା ଅନୁସାରେ ଯେଉଁ ଝିଅ ମାନେ ମ୍ୟୁଜିକ ଚାରରେ ଭାଗ ନେଇଥିଲେ । ସେମାନେ ଖେଳରେ ଅଂଶଗ୍ରହଣ କରି ଖେଳୁଥିଲେ । ତେବେ କିଛି କୁଆଡେ ନଥିଲା । ହଟାତ ଭାବରେ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ତାପରେ ସ୍କୁଲର ସାର ଓ ମ୍ଯାଡାମଙ୍କ ଉପସ୍ଥିତି ଓ ଅନ୍ୟ ସ୍ଥାନୀୟ ଲୋକଙ୍କ ସହାୟତାରେ ସଙ୍ଗେ ସଙ୍ଗେ ପୀଡିତ ପିଲାଙ୍କୁ ମେଡିକାଲକୁ ନିଆଯାଇଥିଲା ।

ତାପରେ ସେଠାରେ ତାଙ୍କର ସ୍ଵାସ୍ଥର ସଠିକ ଭାବରେ ଚିକିତ୍ସା କରାଯାଇ ଏପରି ହେବାର ହଟାତ ହେବାର କାରଣ ନିରୀକ୍ଷଣ କରାଯାଉଛି । ତେବେ ବହୁ ପିଲାଙ୍କ କହିବା ଅନୁଯାଇ ବାର୍ଷିକ ଖେଳ ଅନୁଷ୍ଟିତ ହୋଇଥିବା ସମୟରେ କିଛି ପିଲା ଘରୁ ନଖାଇ ମଧ୍ୟ ସ୍କୁଲକୁ ଚାଲି ଆସିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button