ମନୋରଞ୍ଜନ

“ଗୋଟିଏ ରାତି ମୋ ସହିତ ଶୁଅ ତା’ ପରେ ଯାଇ କାମ ଦେବି” ଯେତେବେଳେ ଏହି Actress ଙ୍କ ସହ ଡାଇରେକ୍ଟର ରଖିଲେ ଏମିତି ସର୍ତ୍ତ, ଜାଣନ୍ତୁ ତା’ ପରେ Actress ଜଣକ କଣ କଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ଅଭିନେତ୍ରୀ ମାନଙ୍କୁ ଅନେକ କଷ୍ଟ ଓ ସଂଘର୍ଷ କରିବାକୁ ପଡିଥାଏ ।

ଏହା ସହିତ କେତେକ ଅଭିନେତ୍ରୀ ମାନଙ୍କୁ କା-ଷ୍ଟି-ଙ୍ଗ କା-ଉ-ଚ-ର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ଏହି କା-ଷ୍ଟି-ଙ୍ଗ କା-ଉ-ଚ-ର ସାମ୍ନା ସେହି ସବୁ ଅଭିନେତ୍ରୀ ମାନେ ହୋଇଥାନ୍ତି ଯେଉଁ ମାନଙ୍କ ପରିବାର ଲୋକ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ନଥାନ୍ତି । ବଲିଉଡର ଅନେକ ଅଭିନେତ୍ରୀ ଏହି କା-ଷ୍ଟି-ଙ୍ଗ କା-ଉ-ଚ-ର ସାମ୍ନା କରିଥିବାର ଖୁଲାସା କରିଛନ୍ତି । ଆପଣ ମାନେ ସମସ୍ତେ ଟିଭିର ଫେମସ ଅଭିନେତ୍ରୀ ଡୋନାଲ ବିଷ୍ଟଙ୍କୁ ତ ନିଶ୍ଚୟ ଜାଣିଥିବେ । ଡୋନାଲ ଟିଭିର ଲୋକପ୍ରିୟ ସିରିଏଲ ‘ଦିଲ ତୁ ହାପି ହୋ ଜା’ରେ କାମ କରିଥିଲେ ।

ଡୋନାଲ ସୋସିଆଲ ମିଡିଆ ରେ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି । ତାଙ୍କ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଡୋନାଲ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ଗତ କିଛି ସମୟ ପୂର୍ବରୁ ଡୋନାଲ ନିଜ ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥାର ଖୁଲାସା କରିଥିଲେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଡୋନାଲ ଏକ ଇଣ୍ଟର୍ବ୍ୟୁରେ କା-ଷ୍ଟି-ଙ୍ଗ କା-ଉ-ଚର ସାମ୍ନା କରିଥିବାର କହିଥିଲେ । ଡୋନାଲଙ୍କ ମତରେ-‘ତାଙ୍କୁ ଏକ ସୋ ପାଇଁ ସିଲେକ୍ଟ କରଯାଇଥିଲା। ଟଙ୍କା ଓ ତାରିଖ ମଧ୍ୟ ସ୍ତିର ହୋଇଯାଇଥିଲା । ହେଲେ ହଠାତ ତାଙ୍କୁ ସେହି ପ୍ରୋଜେକ୍ଟରୁ ବାହାର କରଯାଇଥିଲା । ତାଙ୍କ ଜାଗାରେ ଅନ୍ୟ ଏକ ଅଭିନେତ୍ରୀକୁ ରଖା ଯାଇଥିଲା ବୋଲି ସୋ ମେକର୍ଷ ମାନେ କହିଥିଲେ । ଏହା ପରେ ସେ ଓ ତାଙ୍କ ପରିବାର ଲୋକ ଭାବିଲେ ଯେ ମୁମ୍ବାଇରେ କୌଣସି ଭରସାର ଲୋକ ନାହିଁ’ ।

ଏହାପରେ ଆଗକୁ ଡୋନାଲ କହିଲେ-‘ ଏହାପରେ ସେ ଅନ୍ୟ ଏକ ପ୍ରୋଜେକ୍ଟ ପାଇଁ ଅଡିସନ ଦେଇଥିଲେ ସେହି ଅଡିସନଟି ତାଙ୍କ ପାଇଁ କୌଣସି ଖରାପ ସ୍ଵପ୍ନରୁ କମ ନଥିଲା । ଏକ ସାଉଥ ଫିଲ୍ମ ଡାଇରେକ୍ଟର ତାଙ୍କୁ ରୋଲ ଦେବା ବଦଳରେ ତାଙ୍କ ସହ ଶୋଇବା ପାଇଁ ସର୍ତ ରଖିଲା । ଏହା ପରେ ଡୋନାଲଙ୍କୁ ଏହି କଥା ଶୁଣିବା ପରେ ବହୁତ ଅଧିକ ରାଗ ଆସିଥିଲା ।

ଯାହାଫଳରେ ଡୋନାଲ ସେହି ଡାଇରେକ୍ଟ ବିରୋଧରେ ପୋଲିସରେ ଅ-ଭି-ଯୋ-ଗ କରିଥିଲେ । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା କାମ କରିବାକୁ ଚାହୁଁଥିଲେ । ସେ ଏହି ଭୁଲ କାମ କରି କାମ ପାଇବା ପାଇଁ ଚାହୁଁ ନଥିଲେ । ସେ ନିଜ କାମକୁ ପୂଜା କରନ୍ତି ସେଥିପାଇଁ ସେ ନିଜ ଉପରେ ଭରସା ରଖିଥିଲେ ।

ବନ୍ଧୁଗଣ ବର୍ତ୍ତମାନ ସେ ଏକ ସଫଳ ଅଭିନେତ୍ରୀ ରୂପେ ପରିଚିତ । ସେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button