ଜୀବନଶୈଳୀ

ପୁଅ ସାଙ୍ଗକୁ ଆଜି ବାହା ହେବେ ବିଧାୟକ Dibyashankr, ଏନେଇ କିଛି ଏମିତି କହିଲେ Sura ଭାଇ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବିଧାୟକ ଦିବ୍ୟଶଙ୍କର ଙ୍କର ବିବାହ କଥା କିଛି ଦିନ ହେବ ମିଡିଆରେ ପ୍ରସାରଣ ହେଉଥିବା ବେଳେ ଆଜି ତାଙ୍କ ବିବାହ ହେବାକୁ ଯାଉଛି । ତାଙ୍କର ଏହା ଦିତୀୟ ବିବାହ ହୋଇଥିବା ବେଳେ ସେ ତାଙ୍କ ପୁଅର ସାଙ୍ଗକୁ ବିବାହ କରୁଛନ୍ତି । ବିଧାୟକ ବାହା ହେଉଥିବାର ଝିଅର ବୟସ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ପୁଅର ସାଙ୍ଗକୁ ପ୍ରେମ ବିବାହ କରୁଛନ୍ତି ଦିବ୍ୟଶଙ୍କର । ତେବେ ଏହା ସହ ଜଡିତ ଥିବା ସମ୍ପୂର୍ଣ ଖବର ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଦିବ୍ୟଶଙ୍କର ତାଙ୍କର ପୁଅର ସାଙ୍ଗକୁ ନିଜର ମନ ଦେଇ ବସିଛନ୍ତି । ଆଜ୍ଞା ହଁ ନିଜ ପୁଅର ସାଙ୍ଗକୁ ଭଲ ପାଇ ବସିଛନ୍ତି ଦିବ୍ୟ ଆଉ ସେଥିପାଇଁ ଆଜି ତାଙ୍କର ବିବାହ ହେବାକୁ ଯାଉଛି । ଦିବ୍ୟଙ୍କ ପୁଅର ବୟସ ୨୨ ବର୍ଷ ହୋଇଥିବା ବେଳେ ତାଙ୍କ ସଙ୍ଗର ବୟସ ତାଙ୍କ ଠାରୁ ମଧ୍ୟ  କଣ ଅଟେ ।

ଦିବ୍ୟଶଙ୍କରଙ୍କୁ ୫୬ ବର୍ଷ ହୋଇଥିବା ବେଳେ ସେ ବିବାହ କରୁଥିବା ଝିଅର ବୟସ ମାତ୍ର ୧୯ ବର୍ଷ ବୋଲି କହିଛନ୍ତି ବିଧାୟକ ସୁର ରାଉତ ରାୟ । ପୁରୀର ଏକ ରିସର୍ଟରେ ହେବ ବିଧୟକ ତଥା କ୍ୟାପଟେନ ଦିବ୍ୟଶଙ୍କର ଙ୍କ ବିବାହ । ତାଙ୍କ ବିବାହ ବଡ ଆଡମ୍ବରରେ ହେବ ନାହିଁ । ବରଂ କେବଳ ତାଙ୍କର ପରିବାର ଲୋକ ଏବଂ ନିକଟ ସମ୍ପର୍କୀୟ ମାନଙ୍କ ଗହଣରେ ସମ୍ପର୍ଣ ହେବ ବୋଲି ସୂଚନା ମିଳିଛି ।

ତାଙ୍କ ବିବାହ କଥା ସୋସିଆଲ ମିଡିଆ ଏବଂ ନ୍ୟୁଜରେ ପ୍ରସାରଣ ହେଉଥିବା ବେଳେ ନିଜେ ବିଧାୟକ ଏହି କଥାକୁ ସ୍ଵୀକାର ମଧ୍ୟ କରିଛନ୍ତି । ଦିବ୍ୟଶଙ୍କର ଙ୍କର ପୂର୍ବ ବିବାହର ଛାଡପତ୍ର ଦଶ ବର୍ଷ ପୂର୍ବରୁ ହୋଇସାରିଛି । ଏହା ଭିତରେ ତାଙ୍କ ପୂର୍ବ ସ୍ତ୍ରୀ ଆଉ କାହାର ଧର୍ମପତ୍ନୀ ମଧ୍ୟ ହୋଇସାରିଲେଣି ।

ତେବେ ଦିବ୍ୟ ଏବଂ ତାଙ୍କ ପୂର୍ବ ସ୍ତ୍ରୀ ଉଭୟଙ୍କର ଏକ ୨୨ ବର୍ଷର ପୁଅ ଥିବାର କଥା ମଧ୍ୟ ଜଣାପଡିଛି । ବିଧାୟକ ନିଜ ବୟସ ଠାରୁ ଏତେ କମ ବୟସର ଝିଅକୁ ବାହା ହେବାର କଥା ଏବେ ଚର୍ଚ୍ଚାର ବିଷୟ ନିହାତି ଭାବରେ ଅଟେ । ତାଙ୍କର ଏତେ ବୟସରେ ନିଜ ଠାରୁ ଏତେ କମ ବୟସର ଝିଅକୁ ଦ୍ଵିତୀୟ ବିବାହ କରିବାର କଥା ସମ୍ପର୍କରେ ଆପଣ ମାନଙ୍କର ମତ କଣ ରହିବ ତାହା ନିହାତି ଭାବରେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button