ବିଚାର

ଓଡିଆ ଜୋକ୍ସ: ସାନ୍ତାର ଚଉଠି ରାତିରେ ତା’ର ବାପା ତାକୁ ଏକ ବନ୍ଧୁକ ଦେଲେ ଓ କହିଲେ- “ଯଦି ସେ କୁଆଁରୀ ଅଛି ତ ହାୱା ରେ ଗୁଳି ଚଳେଇବୁ, ନହେଲେ ତାକୁ ହିଁ ଶୁଟ କରିଦେବୁ।” ପ୍ରଥମ ରାତିରେ ସାନ୍ତା…

ନମସ୍କାର ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଥାଏ । ମଣିଷ ନିଜ ଜୀବନରେ ସବୁବେଳେ ଚିନ୍ତାରେ ରହୁଥିବା ବେଳେ ଖୁସିର ଆନନ୍ଦ ନେଇ ପାରୁ ନାହିଁ । ଆଜିଆମେ ଆପଣ ମାନଙ୍କ ମନକୁ ଖୁସି କରିବା ପାଇଁ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

Joke-1

ପୁଅ ମମ୍ମୀ ଠାରୁ ମାଡ ଖାଇବା ପରେ…

ପୁଅ- ପାପା ତୁମେ କେବେ ମାଲଦୀପ ଯାଇଛ ?

ପାପା- ନା,ପୁଅ ! କିନ୍ତୁ କାହିଁକି ?

ପୁଅ- ତେବେ ତୁମେ ଏତେ ଭୟାନକ ଆଦିବାସୀ କୁ କଉଠୁ ଧରି ଆଣିଲ ???!!!

Joke-2

ସ୍ଵାମୀ ସ୍ତ୍ରୀ ଡିଭୋର୍ସ ପାଇଁ କୋର୍ଟ ରେ ପହଞ୍ଚିଲେ ।

ଜଜ- ତୁମ ଦୁଇ ଜଣଙ୍କର 3 ଟି ପିଲା ଅଛନ୍ତି

ତାଙ୍କୁ ନିଜ ଭିତରେ କେମିତି ବାଣ୍ଟିବ

ବହୁତ ସମୟ ଧରି ସ୍ଵାମୀ ସ୍ତ୍ରୀ ନିଜ ଭିତରେ କଥା ହେଲେ …

ସ୍ଵାମୀ- ଠିକ ଅଛି ଜଜ ସାହାବ

ଆମେ ଆସନ୍ତା ବର୍ଷ ଆଉ ଗୋଟିଏ ପିଲା ଆଣି ଆସିବୁ ….

9 ମାସ ପରେ ଦୁଇ ଜଣଙ୍କର ଯାଆଁଳା ପିଲା ହେଇଗଲେ

 

Joke-3

ସାଧୁ- ଆସ ବତ୍ସ କିଛି ଦକ୍ଷିଣା ଦିଅ, ତୁମକୁ ସ୍ଵର୍ଗ ମିଳିବ

ପୁଅ- ଠିକ ଅଛି, ଦକ୍ଷିଣାରେ ମୁଁ ତୁମକୁ ଦିଲ୍ଲୀ ଦେଇଦେଲି

ସାଧୁ- ଦିଲ୍ଲୀ କଣ ତୁମର, ଯାହାକୁ ମତେ ଦଉଛ ?

ପୁଅ- ତ ସ୍ଵର୍ଗ କଣ ତୁମ ବାପା କିଣି ରଖିଛନ୍ତି ?

Joke-4

ସାନ୍ତା ର ପଡୋଶୀ ମରିଗଲା

ସେ ତା’ ଘରକୁ ଗଲା ଓ

ସେଠାରେ ଠିଆ ହୋଇଥିବା ସମ୍ପର୍କୀୟଙ୍କୁ ପଚାରିଲା,

“ବଡି ଆସିଲାଣି କି ?”

ଏହି ସମୟରେ ବଡିକୁ ଆମ୍ବୁଲାନ୍ସ ଆଣି ସେଠାରେ ପହଞ୍ଚିଲା,

ସାନ୍ତା ଖୁସି ହେଇ ଜୋର ରେ କହିଲା,

ଦେଖ, ‘ଏବେ ମନେ ପକେଇଲି, ବଡି ବି ଆସିଗଲା’

କେତେ ଲମ୍ବା ଆୟୁଷ ସାଲା ର

Joke-5

ସ୍ତ୍ରୀ ରୋଗିଣା ସ୍ଵାମିକୁ ଡାକ୍ତରଙ୍କ ପାଖକୁ ନେଇଗଲା…

ଡାକ୍ତର କହିଲେ- ଯାଙ୍କୁ ଭଲ ଖାଇବାକୁ ଦିଅ, ସବୁବେଳେ ଖୁସିରେ ରଖ

ଘରର କୌଣସି ସମସ୍ଯା ତାଙ୍କ ସହ ଡ଼ିସକସ କର ନାହିଁ ।

ଫାଲ୍ତୁ ଡିମାଣ୍ଡ କରି ତାଙ୍କ ଚିନ୍ତା ବଢାଅନି

ତେବେ ୬ ମାସ ଭିତରେ ସେ ବିଲକୁଲ ଠିକ ହେଇଯିବେ

ରାସ୍ତାରେ ସ୍ଵାମୀ ସ୍ତ୍ରୀକୁ ପଚାରିଲା- କଣ କହିଲେ ଡାକ୍ତର ?

ପତ୍ନୀ କହିଲା- ଏବେ ଡକ୍ଟର ବି ଜବାବ ଦେଇ ଦେଲେ …..!!!

Joke-୬

ପପୁ ଭିଡକୁ ଯାଇ କହିଲା….

“ମତେ ବି ଦେଖିବାକୁ ଦିଅ କାହାର ଆକ୍ସିଡେଣ୍ଟ ହେଇଛି ?”

ଯେତେବେଳେ କେହି ହଟିଲେ ନାହିଁ ତ ସେ ଚିଲେଇ କି କହିଲା

ଆରେ ଯାହାର ଆକ୍ସିଡେଣ୍ଟ ହେଇଛି, ମୁ ତା’ର ବାପା

ଭିଡ ହଟିଗଲା ଓ ପପୁ ଯେତେବେଳେ ଦେଖିଲା ତ

ଗୋଟିଏ ଗଧ ମରିକି ପଡିଥିଲା …..!!!

Joke-7

ପୁଅ- ମୁଁ ତତେ ବାହା ହେଇ ପାରିବିନି…

ଘର ଲୋକ ମାନୁ ନାହାଁନ୍ତି !

ଝିଅ- ତୁମ ଘରେ କିଏ କିଏ ଅଛନ୍ତି ?

ପୁଅ- ଗୋଟିଏ ପତ୍ନୀ ଓ ୨ ଟି ପିଲା ….!

Joke-8

ସାନ୍ତା ର ଚଉଠି ରାତିରେ ତା’ର ବାପା ତାକୁ ଏକ ବନ୍ଧୁକ ଦେଲେ ଓ କହିଲେ- “ଯଦି ସେ କୁଆଁରୀ ଅଛି ତ ହାୱା ରେ ଗୁଳି ଚଳେଇବୁ,

ନହେଲେ ତାକୁ ହିଁ ଶୁଟ କରିଦେବୁ।”

ପ୍ରଥମ ରାତିରେ ସାନ୍ତା ହାୱା ରେ ଗୁଳି ଚଳେଇଲା ଓ

ଦ୍ଵିତୀୟ ରାତିରେ ସ୍ତ୍ରୀ କୁ ଶୁଟ କରିଦେଲା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button