ବିଚାର

ଭୁଲରେ ମଧ୍ୟ ଦାନ କରନ୍ତୁ ନାହିଁ ଏହି ଜିନିଷ,ନଚେତ…

ଜ୍ୟେତିଷ ଶାସ୍ତ୍ରରେ ବହୁତ କିଛି ନିୟମ ରହିଛି। ଗରିବ ଲୋକଙ୍କୁ ଦାନ କଲେ ମହାପୁଣ୍ଣ୍ୟ ମିଳିଥାଏ କୋଲି କୁହାଯାଏ। ତେବେ ଏହି ଦାନକୁ ନେଇ ବହୁତ ନିୟମ ରହିଛି ଯାହାକୁ ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଜିନିଷକୁ ଦାନ ଆକାରରେ ଦେବା ଉଚିତ ନୁହେଁ।

help-ଭୋକିଲାକୁ ଭୋଜନ ଦେବା ସଂସାରର ସବୁଠାରୁ ବଡ଼ ପୂଣ୍ୟକାମ ଓ ଦାନ । କିନ୍ତୁ ଯଦି ତାହା ବାସୀ ଖାଦ୍ୟ ହୋଇଥାଏ ତେବେ ଏହା ଦାନ କରିବା ଅଶୁଭ। ଏହା ଦ୍ୱାରା ମା’ ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି। ଫଳରେ ଘରେ ଅନ୍ନର ଅଭାବ ଦେଖାଯାଏ।

-ଦରିଦ୍ରକୁ ବସ୍ତ୍ର ଦାନ କରିବା ଉଚିତ। କିନ୍ତୁ ପୁରୁଣା କିମ୍ବା ଚିରା ଲୁଗା ଦାନ କରିବା ଅଶୁଭ ଅଟେ। ଏପରି କଲେ ମା’ ଲକ୍ଷ୍ମୀ ରାଗିଥାନ୍ତି ଫଳରେ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଦିଏ।

charity shutterstock-କେବେବି ଭୁଲରେ କାହାକୁ ଝାଡ଼ୁ ଦାନ କରନ୍ତୁ ନାହିଁ। ନଚେତ୍ ବ୍ୟବସାୟରେ କ୍ଷତି ହେବା ସହ ଘରେ ମଧ୍ୟ ଧନର ଅଭାବ ଦେଖାଦେବ। ପରବର୍ତ୍ତୀ ମୁହୁର୍ତ୍ତରେ ଏପରି ଅବସ୍ଥା ହେବ ଯେ ଆପଣ ତଳିତଳାନ୍ତ ହୋଇଯିବେ।

-ଶାସ୍ତ୍ରରେ ବାସନ ଦାନକୁ ମଧ୍ୟ ବର୍ଜନୀୟ ବୋଲି କୁହାଯାଇଛି। ବିଶେଷକରି ଷ୍ଟିଲ୍ ବାସନ ଦାନ କଲେ ଘରୁ ସୁଖ ଶାନ୍ତି ଦୂର ହୋଇଯାଇଥାଏ।

-କେବହେଲେ କାହାକୁ ଲୁହା ଜିନିଷ ଦାନ କରନ୍ତୁ ନାହିଁ, ବିଶେଷ କରି ଲୁହାର କୌଣସି ଧାରୁଆ ଜିନିଷ ଦାନ କରିବା ଅଶୁଭ। ଏହାଦ୍ୱାରା ଆପଣଙ୍କର ଧାର କରଜ ବୃଦ୍ଧି ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button