ମନିପ୍ଲାଣ୍ଟକୁ ଘରେ ଲଗେଇବାବେଳେ କେଉଁ ସବୁ କଥାକୁ ଧ୍ୟାନ ରଖିବାକୁ ପଡିବ । ମାନିପ୍ଲାଣ୍ଟ ନିଜ ସହିତ ଗୁପ୍ତ ଧନକୁ ଆକର୍ଷିତ କରିଥାଏ । ଏମିତି କଥା ଲୋକମାନେ କୁହନ୍ତି ଯେଉଁ ଘରେ ମାନିପ୍ଲାଣ୍ଟ ଗଛ ଲଗା ହୋଇଥାଏ, ସେହି ଘରେ ଧନର ଅଭାବ ହୋଇନଥାଏ । ଏମିତି ହେଲେ ଘରକୁ ଆର୍ଥିକ କ୍ଷମତାର ସାମ୍ନା କରିବାକୁ ପଡେ ନାହିଁ । ଏହାକୁ ଛାଡ଼ି ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ଲଗେଇଲେ ଘରେ ଧନ ଓ ସମ୍ପତ୍ତିର ଅଭାବ ହୁଏ ନାହିଁ । ଏହି ମାନିପ୍ଲାଣ୍ଟ ଗଛ ଭୁଲ ଦିଗରେ ଲଗେଇଲେ ବହୁତ୍ କ୍ଷତି ହୁଏ । ଏହି ଗଛ ଲଗେଇଲେ ମଧ୍ୟ ଏହାର ସକାରାତ୍ମକ ପରିଣାମ ମିଳେ ନାହିଁ । ଆମେ ସେହି ବିଷୟରେ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ ଗଛ ଲଗେଇଲେ ଭଲ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ସବୁ ଭଲ ହୋଇଥାଏ। ମନିପ୍ଲାଣ୍ଟ କେଉଁ ଦିଗରେ ଲଗେଇବା ଓ କେଉଁ ଦିଗରେ ଲଗେଇବା ଉଚିତ୍ ନୁହେଁ। मधुमेह से सदा के लिए छुटकारा चाहिए? सोने से पहले करें ये काम Insulux Diabetic Support A Massive Snake Had Experts Stunned — See The Jaw-Dropping Video Buzz Day How One Photo Caused A Man To Immediately Ask For A Divorce Buzz Day The Side Of Kim Kardashian That Sparked Debate Zestradar ବାସ୍ତୁ ଶାସ୍ତ୍ର ଅନୁସାରେ ବର୍ଣ୍ଣିତ ଅଛି, ଘରର ଐଶାନ୍ୟ କୋଣରେ ଲଗେଇବା ଉଚିତ୍ ନୁହେଁ। ଦେବ ଗୁରୁ ବୃହସ୍ପତି ଓ ଶୁକ୍ର ଗ୍ରହ ନିଜ ଭିତରେ ଶତ୍ରୁତା ଅଛି । ତାଙ୍କ ସତୃତାର କାରଣ, ଦେବଗୁରୁ ବୃହସ୍ପତି ଅଟନ୍ତି ଓ ରାକ୍ଷସଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଅଟନ୍ତି । अन्य जबरदस्त कंटेंट यह वीनर्स नकली दांतों से 300 गुना बेहतर है! और कीमत बहुत सस्ती है Snap On Smile A Massive Snake Had Experts Stunned — See The Jaw-Dropping Video Buzz Day How One Photo Caused A Man To Immediately Ask For A Divorce Buzz Day The Side Of Kim Kardashian That Sparked Debate Zestradar ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ପୂର୍ବ କୋଣର ଗୁରୁ ଦେବଗୁରୁ ବୃହସ୍ପତି ଅଟନ୍ତି। ମନିପ୍ଲାଣ୍ଟ ଗୁରୁ ଶୁକ୍ରଦେବ ଅଟନ୍ତି । ଏହି ଦିଗରେ ଲଗେଇଲେ ବହୁତ୍ ଖରାପ ପ୍ରଭାବ ପଡିଥାଏ। ସେଥିପାଇଁ ମାନିପ୍ଲାଣ୍ଟ ଓ ଶୁକ୍ରଦେବଙ୍କ ସହିତ ଶତ୍ରୁତା ଅଛି ।। ସେଥିପାଇଁ ଶୁକ୍ର ଗ୍ରହ ରାକ୍ଷସଙ୍କର ଗୁରୁ ଅଟନ୍ତି । ଏହି ଦିଗରେ ମନିପ୍ଲାଣ୍ଟ ଲଗେଇଲେ ସବୁ ଶୁଭ ହୋଇଥାଏ । ବାତ୍ତାବରଣ ଭଲ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ପୂର୍ବ ଦିଗରେ ଲଗେଇଲେ ଶୁଭ ହୋଇଥାଏ । କେଉଁ ଦିଗରେ ଲଗେଇଲେ ଭଲ ହୁଏ । ମଣିପ୍ଲାଣ୍ଟର ଦିଗରେ କଣ କଲେ ଭଲ ହୁଏ । ଏହି ସବୁଦିଗରେ ଯାତ୍ରା କଲେ ଶୁଭ ହୋଇଥାଏ। ଦକ୍ଷିଣ ପୂର୍ବ ଦିଗରେ ମନିପ୍ଲାଣ୍ଟ ଶୁଭ ହୁଏ । ଉତ୍ତରପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗେଇଲେ ଶୁଭ ହୁଏ । ଏହି ଦିନରେ ମନିପ୍ଲାଣ୍ଟ ଲଗେଇଲେ ଆର୍ଥିକ ଅବସ୍ଥାକୁ ସାମ୍ନା କରିବାକୁ ପଡେ। ଏହିପରି ଗଛ ଲଗେଇଲେ ମନୁଷ୍ୟ ଚିନ୍ତାଗ୍ରସ୍ତ ଜୀବନ ଆରମ୍ଭ କରିଥାଏ । ଏହାକୁ ଛାଡ଼ି ଉତ୍ତର ପୁର୍ବ ଦିଗର ଦେବତା ଗଣେଶଙ୍କୁ ମାନନ୍ତି । ଯିଏ ସବୁ କାମକୁ ଦୁର କରନ୍ତି ସବୁ ଭଲହୁଏ। ଏହି ଦିଗରେ ମନିପ୍ଲାଣ୍ଟ ଲଗେଇଲେ ଘରକୁ ସୁଖ ସମୃଦ୍ଧି ଆସେ ଓ ଘରେ ଶାନ୍ତିର ବାତାବରଣ ରହେ। ଏହି ପ୍ଲାଣ୍ଟ ଲଗେଇଲେ ଶୁଭ ହୁଏ। ବାସ୍ତୁଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟକୁ ସବୁଜ ଶ୍ୟାମଳ ଓ ସତେଜ ରଖିଲେ ଧନର ଅଭାବ ହୁଏ ନାହିଁ। ସବୁବେଳେ ପାଣି ଦେଇ ଯତ୍ନ ନେଲେ ଶୁଭ ଫଳ ମିଳେ। ବାସ୍ତୁଶାସ୍ତ୍ରରେ କୁହାଯାଇଛି ମନିପ୍ଲାଣ୍ଟ ଉପରକୁ ବଢ଼ିଲେ ଶୁଭ ହୁଏ। ଏହାର ପତ୍ର ଭୂମି ଉପରେ ପଡ଼ିଲେ ନକରାତ୍ମକ ଶକ୍ତି ପ୍ରବେଶ କରେ । ମନିପ୍ଲାଣ୍ଟକୁ ବାନ୍ଧି, ବାଡ଼ି ସହିତ ଉପରକୁ ରହିଲେ ଶୁଭ ଫଳ ମିଳେ। ମନିପ୍ଲାଣ୍ଟକୁ ଘର ଭିତରେ ରଖିଲେ ଶୁଭ ହୁଏ । ଘର ବାହାରେ ରଖିଲେ ଅଶୁଭ ଫଳ ମିଳେ।ଏମିତି କଲେ ଘର ସୁଖଶାନ୍ତି ସବୁବେଳେ ରହେ ଓ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ବୋତଲ ଭିତରେ ଏହି ଗଛ ଲଗେଇଲେ ଶୁଭ ହୁଏ । କେବଳ ଏହି କଥାର ଧ୍ୟାନ ରଖିବେ ବୋତଲ ପାଣି ପରିବର୍ତ୍ତନନ କରିବେ । ଏହି ଗଛକୁ ଥଣ୍ଡା ସ୍ଥାନରେ ଲଗାନ୍ତୁ ଗଛ ଭଲରେ। ବଞ୍ଚିବ। ଏମିତି କଲେ ସକରାତ୍ମକ ଶକ୍ତି ପ୍ରବେଶ କରିପାରିବ ଓ ସମସ୍ତେ ଖୁସିରେ ରହିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ଶ୍ରୀକୃଷ୍ଣ କହିଛନ୍ତି ପ୍ରେମ ସମ୍ପର୍କ କେବେ ହେଲେ ଖରାପ ହୋଇ ନଥାଏ । କିନ୍ତୁ ଆଜିକା ସମୟରେ ଯେଉଁ ମାନେ ସବୁ ପ୍ରେମ କରୁଛନ୍ତି ସେମାନେ କେବେ ହେଲେ ପ୍ରେମର ଅର୍ଥ ବୁଝି ନାହାନ୍ତି । ପ୍ରେମର ଅର୍ଥ ହେଉଛି ତ୍ୟାଗ କରିବା । ପ୍ରେମର ଅର୍ଥ ନୁହେଁ କି ଆପଣ ଯାହାକୁ ପ୍ରେମ କରୁଛନ୍ତି ତାଙ୍କୁ ହିଁ ବିଭାହ କରିବେ । ସେ ପୁଅ ହୋଇଥାନ୍ତୁ ବା ଝିଅ ପ୍ରେମର ଅର୍ଥ ନିହାତି ଜାଣିବା ଦରକାର । ଏବେ ଯେଉଁ ମାନେ ସବୁ ଭଲ ପାଉଛନ୍ତି ସେମାନେ ସବୁ ବେଳେ ଚାହୁଛନ୍ତି ସେ ଯାହାକୁ ଭଲ ପାଉଛନ୍ତି ସେମାନେ ସବୁ ସମୟରେ ତାଙ୍କ ସାଙ୍ଗରେ ରୁହନ୍ତୁ ।
ମୁଁ ତୁମକୁ ଭଲ ପାଏ କହିବା ଯେତିକି ମହତ୍ୟ ନଥାଏ, ପ୍ରଥମେ ତାଙ୍କୁ ବୁଝିବା ଦରକାର ଓ ତାଙ୍କ ସହିତ କିଛି କଥାବାର୍ତା ହେବା ନିହାତି ଦରକାର । କାରଣ ଆପଣ ନିଜେ ବୁଝିବା ଦରକାର କି ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ନା ନାହିଁ । ସେ ଆପଣଙ୍କୁ ସ୍ଵୀକାର କରିବାକୁ ଇଛା କରୁଛନ୍ତି ନା ନାହିଁ ।

ଏହାପରେ ଆପଣ ଯାହାକୁ ଭଲ ପାଉଛନ୍ତି ସେ ମଧ୍ୟ ଆପଣଙ୍କୁ ସଙ୍ଗେ ସଙ୍ଗେ ଆସି ସେ ମଧ୍ୟ ଆପଣଙ୍କୁ ଭଲ ପାଉଛନ୍ତି କହି ଦେବେ । ପ୍ରେମର ଅର୍ଥ ହେଉଛି ସେ ଯାହାକୁ ପ୍ରେମ କରୁଥିବେ ସେମାନେ ଯେଉଁ ପରି ହୋଇଥାଉ ନା କାହିକି ଓ ସେ ସୁନ୍ଦର ହୋଇଥାଉ ବା ଅସୁନ୍ଦର ଯେହେତୁ ଆପଣ ତାଙ୍କୁ ପ୍ରେମ କରୁଛନ୍ତି ।

ଆପଣ କେବେ ହେଲେ ତାଙ୍କୁ ପରିବର୍ତନ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ସେ ଯଦି ଆପଣଙ୍କୁ ସତରେ ଭଲ ପାଉଥିବେ ତେବେ ସେ ଆପଣଙ୍କର ସବୁ କଥା ମାନିବା ସହିତ ସେହି ଜିନିଷକୁ ପରିବର୍ତନ ମଧ୍ୟ କରିବେ । ଆପଣ ଏହିପରି କରିବା ଫଳରେ ସେ ସବୁ ବେଳେ ଆପଣଙ୍କ ସହିତ ରହିବେ ଓ ତାଙ୍କୁ ମଧ୍ୟ ଏହି ପରି ଲାଗିବ ଯେ ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି ଏହାପରେ ଯାଇ ସବୁ କଥା ମାନିବା ସହିତ ସବୁ ସମୟରେ ଆପଣଙ୍କର ସାଥ ଦେବେ ।

ସେ ଆପଣଙ୍କର ଯେଉଁ ପରି ଖରାପ ସମୟ ହେଉନା କାହିଁକି ଯେତେବି କଠିନ ସମୟ ହେଉନା କାହିଁକି ସେ ସବୁ ବେଳେ ଆପଣଙ୍କ ସାଙ୍ଗରେ ଥାନ୍ତି । ଆପଣ ଯେଉଁ ପରିସ୍ଥିତିରେ ଥାନ୍ତୁ ନା କାହିଁକି ସେ ସବୁ ବେଳେ ଆପଣଙ୍କ ସାଥ ଦେବେ, ପୂର୍ବରୁ ଯେତିକି ଭଲ ପାଉଥିଲେ ସେହି ଖରାପ ସମୟରେ ମଧ୍ୟ ସେତିକି ଭଲ ପାଇବେ ।

ଆପଣଙ୍କର ଯେତେ ବଡ ରୋଗ ହୋଇଥାଉ ନା କାହିଁକି ସେ ସବୁ ବେଳେ ଆପଣଙ୍କ ସହିତ ରହିବାକୁ ଇଛା କରିଥାନ୍ତି । ସେ ଜାଣିଥାନ୍ତି ଆପଣଙ୍କର ଦୁର୍ବଳତା ହେଲେ ସେ କେବେ ହେଲେ ଏହାର ଫାଇଦା ଉଠାଇ ନଥାନ୍ତି । ସେ କେବେ ହେଲେ ଆପଣଙ୍କର ସେହି ସମୟରେ ନା ଆପଣଙ୍କୁ ପରୀକ୍ଷା କରିଥାନ୍ତି ନା ଆପଣଙ୍କ ସହିତ ଲଢିଥାନ୍ତି ।
ସେ ଏହିପରି ନକରି ସେ ସବୁ ସମୟରେ ଆପଣଙ୍କର ସାଥ ଦେଇଥାନ୍ତି । ଯଦି ସେ ଆପଣଙ୍କ ବିଷୟରେ ସବୁ ସମୟରେ ଆପଣଙ୍କ କଥା ଭାବିବା ଓ ଆପଣଙ୍କୁ ପାଇଁ ସ୍ଵପ୍ନ ଦେଖିବା । ସେ ସବୁ ବେଳେ କିନ୍ତୁ ଇଛା ରଖିଥାନ୍ତି ଜୀବନ ସାରା ଆପଣଙ୍କ ସହିତ ରହିବାକୁ ଚାହୁଛନ୍ତି । ଯଦି ସେ ଆପଣଙ୍କ ସହ ଏପରି କରୁଛନ୍ତି ତେବେ ଆପଣ ଜାଣି ରଖନ୍ତୁ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।



