ଦେଶ ବିଦେଶ

ଚା’ ସହ ଭୁଲରେ ମଧ୍ୟ ସେବନ କରନ୍ତୁ ନାହିଁ ଏହି ଜିନିଷ, ହୋଇପାରେ କ୍ଯାନ୍ସର

ଭାରତରେ ପ୍ରାୟ ସମସ୍ତ ବ୍ଯକ୍ତଙ୍କ ଜୀବନର ଏକ ଅଂଶ ପାଲିଟିଛି ଚା। କିଛି ବ୍ଯକ୍ତି ଦିନର ଆରମ୍ଭ ଚା ସହ କରିଥିବା ବେଳେ ଆଉ କିଛି ଦିନରେ ଅନେକ ଥର ଚା ପିଇଥାନ୍ତି। ଆପଣ ଜାଣିଥିବେ ଅଧିକ ଚା ସେବନ ଶରୀର ପାଇଁ ହାନିକାରକ। କିନ୍ତୁ ଆଜି ଆମେ ଚା ସହ କଣ ସେବନ ଶରୀର ପାଇଁ କ୍ଷତିକାରକ ତାହା ବିଷୟରେ କହିବାକୁ ଯାଉଛୁ। ତେବେ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଚା ସହ କିଛି ସାଧାରଣ ଜିନିଷର ସେବନ କ୍ଯାନ୍ସର କାରଣ ପାଲଟିଥାଏ।

tea 2

ବହୁ ସଂଖ୍ଯାକ ଲୋକ ଚା’ ପିଇବା ସହ ଧୂମପାନ କରିବାକୁ ପସନ୍ଦ କରିଛି। ଦେଖିବାକୁ ଗଲେ ଏହା ତାଙ୍କ ଦୈନିକ ଅଭ୍ଯାସରେ ପରିଣତ ହୋଇଥାଏ। କାରଣ ଚା ଏବଂ ଧୂମପାନ ଉଦ୍ଭୟ ହେଉଛି ଲୋକଙ୍କ ଏକ ବଦଅଭ୍ଯାସ।

tea

ସୂଚନା ଅନୁଯାୟୀ, ଧୂମପାନରେ ନିକୋଟିନର ମାତ୍ରା ଅଧିକ ରହିଥାଏ। ଧୂମପାନ ସମୟରେ ଚା ପିଇବା ଦ୍ବାରା ଉଦ୍ଭୟର କ୍ଷତିକାରକ ପ୍ରଭାବ ଶରୀରରେ ପଡ଼ିଥାଏ। ଏପରିକି ଏହା ସହଜରେ ରକ୍ତ କଣିକାରେ ମଧ୍ୟ ମିଶିଥାଏ । ଯାହା କ୍ଷତିକାରକ କ୍ଯାନ୍ସର କାରଣ ପାଲଟିଥାଏ। ଯଦି ଆପଣଙ୍କର ଏପରି ବଦଅଭ୍ଯାସ ରହିଛି ତେବେ ଶୀଘ୍ର ପରିବର୍ତ୍ତନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button