ପୁରୁଷ ମାନେ ପ୍ରତିଦିନ ଏହାକୁ ପିଅନ୍ତୁ, ୫୦ ବର୍ଷରେ ବି ଶରୀରରେ ଆସିଥାଏ ୨୨ ବର୍ଷ ପରି ଜୋସ ଆଉ ଶକ୍ତି- Health Tips

ବନ୍ଧୁଗଣ ଯୁବକ ଅବସ୍ଥାରେ ଯଦି ଆମେ ଏନର୍ଜି ଲେସ ହୋଇଯିବ ତା ହେଲେ ବୃଦ୍ଧ ଅବସ୍ଥାରେ ଆମର କଣ ହେବ । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ନିଜ ଶରୀରକୁ ମେଣ୍ଟେନ କରି ରଖିବା ଉଚିତ ।
ବର୍ତ୍ତମାନର ସମୟରେ ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ଲୋକମାନଙ୍କର ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଉଛି । ବର୍ତ୍ତମାନର ସମୟରେ ବହୁତ କମ ବର୍ଷ ମଧ୍ୟରେ ଅନେକ ପ୍ରକାରର ରୋଗ ଶରୀରରେ ଆସି ଯାଉଛି । ତେଣୁ ଆମକୁ ନିଜ ଶରୀରର ଧ୍ୟାନ ରଖିବା ନିହାତି ଆବଶ୍ୟକ । ଯଦି ବନ୍ଧୁଗଣ ଆପଣ ମାନେ ଦୁର୍ବଳତା, ମୁଣ୍ଡ ବିନ୍ଧା, କ୍ଳାନ୍ତପଣ ଓ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଡ୍ରିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରି ଆପଣ ସର୍ବଦା ଯବାନ ଓ ଊର୍ଜାବାନ ରହିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ଏହାକୁ ଅତି ସହଜରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ପ୍ରଥମେ ଗ୍ୟାସ ଚୁଲାରେ ଏକ ପ୍ୟାନ ବସେଇ ଦିଅନ୍ତୁ । ଏହାପରେ ପ୍ୟାନରେ ଆପଣ ଏକ ଚାମଚ ଦେଶି ଗାଈ ଘିଅ ପକାନ୍ତୁ । ଆପଣ ମାନେ ଘରେ ତିଆରି ହୋଇଥିବା ଗାଈ ଘିଅର ପ୍ରୟୋଗ କରନ୍ତୁ ଏହା ଆପଣଙ୍କ ପାଇଁ ଅଧିକ ଲାଭଦାୟକ ରହିବ । ଏହାପରେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଦରକାର ହେଙ୍ଗୁ । ଆପଣ ମାନଙ୍କୁ ହେଙ୍ଗୁ ଯେକୌଣସି ଦୋକାନରୁ ଅତି ସହଜରେ ମିଳିଯିବ ।

ସେହି ଦେଶି ଗାଈ ଘିଅରେ ଆପଣ ଚିମୁଟାଏ ହେଙ୍ଗୁ ପକାଇ ଦିଅନ୍ତୁ ଓ ଏହି ଦୁଇଟି ଜିନିଷକୁ ଭଲ ଭାବରେ ଗରମ କରିଦିଅନ୍ତୁ । ଏହା ପରେ ଆପଣ ଏକ ଗ୍ଳାସ ଗାଈ କ୍ଷୀର ନିଅନ୍ତୁ ଓ ସେଥିରେ ଏହି ଘିଅକୁ ମିଶେଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଆପଣ ଏହାକୁ ପ୍ରତିଦିନ ସଖାଳ ସମୟରତେ ଖାଲିଉ ପେଟରେ ସେବନ କରନ୍ତୁ । ଆପଣ ଏହାକୁ ଆଜୀବନ ସେବନ କରିପାରିବେ ।

ଏହାର ସେବନରେ ଆପଣଙ୍କ ହାଡ ମଝବୁତ ରହିବ ଓ ଆପଣ ସୁସ୍ଥ ରହିବେ ।



