ରଙ୍ଗ୍ ନମ୍ବର ଉଜାଡି ଦେଲା ସଂସାର, ରାସ୍ତାକଡରେ ଭୋ ଭୋ ହୋଇ କାନ୍ଦୁଛନ୍ତି ମହିଳା, ସମ୍ପୂର୍ଣ୍ଣ ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ Video

ନମସ୍କାର ଦର୍ଶକ ବନ୍ଧୁଗଣ , ରାସ୍ତା ଉପରେ ଭୋ ଭୋ କରି କାନ୍ଦୁଛନ୍ତି ଏହି ମହିଳା ଜଣକ , ତେବେ କ’ଣ ପାଇଁ କାନ୍ଦୁଛନ୍ତି ଏହି ମହିଳା ଏମିତି କ’ଣ ଘଟିଛି । ଯେଉଁଠି ପାଇଁ ସେ ରାସ୍ତା ମଝି ରେ ଏପରି ବିକଳଙ୍କ ପରି ହେଉଛନ୍ତି । ମାର୍ଗରେ ଦେଖୁଥିବା ଦର୍ଶକ ସମସ୍ତେ ତାହାଙ୍କୁ ଯେତେ କହିଲେ ମଧ୍ୟ ସେ ଶୁଣୁ ନାହାନ୍ତି । କିନ୍ତୁ ମୁଁ ଆଜି ଆପଣଙ୍କୁ ଏହି ମହିଳାଙ୍କ କାନ୍ଦି ବାର କାରଣ କହିଲେ ଆପଣଙ୍କ ହୋଶ୍ ଉଡିଯିବ ।

ଏମାନେ ହେଉଛନ୍ତି ପ୍ରେମୀ ଯୁଗଳୋ କଥା ତା ବିଶ୍ବାସ ହେଉନଥିଲେ ମଧ୍ୟ ବନ୍ଧୁଗଣ ଏହା ହିଁ ସତ ଅଟେ । ଏହି ମହିଳା ତାଙ୍କ ସ୍ଵାମୀଙ୍କ ସହ ଭୁବନେଶ୍ବର ରେ ରହି କାମ ଦାମ କରନ୍ତି । ମହିଳା ଏବଂ ତାଙ୍କ ସ୍ଵାମୀ ଏକ ରୁମ ନେଇ ରହୁଥିଲେ । ମହିଳା ଜଣକର ସ୍ଵାମୀ ରାଜମିସ୍ତ୍ରୀ କାମ କରନ୍ତି । ସକାଳେ ଉଠି ମହିଳାଙ୍କ ସ୍ଵାମୀ ନୀତି କାମ ସାରି ଖାଇ ପିଇ କାମ କୁ ଯାଇଥାନ୍ତି ।
ଘରେ ଏକୁଟିଆ ରହୁଥିବା ଏହି ମହିଳାଙ୍କୁ ଆସିଥିଲା ଏକ ଅଜଣା ବ୍ୟକ୍ତିକ ଫୋନ ଗୋଟିଏ ଅଜଣା ବ୍ୟକ୍ତିକ ସହ କଥା ବାର୍ତ୍ତା ହେଇଗଲା ତାଙ୍କ ନୀତି ଦିନର କାମ ପରେ ପରେ ଏହା ପାଲଟି ଗଲା ପ୍ରେମ ସମ୍ପର୍କରେ ସ୍ଵାମୀଙ୍କ ଅନୁପସ୍ଥିତ ସମୟରେ ମହିଳା ଜଣକ ସେହି ଅଜଣା ବ୍ୟକ୍ତିଙ୍କୁ ଦେଇ ବସିଲେ ନିଜର ମନ ।

କିନ୍ତୁ ଏହି ବିଷୟରୁ ଥିଲେ ସେ ଅଜଣା ସିଏ ଯାହା ସହିତ କଥା ହେଉଛନ୍ତି ସେ ଯୁବକ ତାଙ୍କ ଠାରୁ ବୟସରେ ସାନ ଓ ସେହି ସ୍ଥାନ ର ଦଶ ପଲି ରେ ରହୁଛନ୍ତି । ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ସିଏ ଏକ ନାବାଳକ ପ୍ରେମରେ ତାଙ୍କ ମଧ୍ୟରେ ଥିବା ବୟସ ସୀମା ସମାଜର ମାନ ସମ୍ମାନ କୁ ଭୁଲି ବସିଥିଲେ ଏହି ମହିଳା ଜଣକ । ଏହି ନାବାଳକ ପାଇଁ ଆସିଯାଇଥିଲେ ଘରୁ ବାହାରି ଯେତେ ବେଳେ ଘର କୁ ଫେରି ସ୍ଵାମୀ ଦେଖିଲେ କି ସ୍ତ୍ରୀ ନାହିଁ ଥାନା ର ଗୃହସ୍ଥ ହୋଇଥିଲେ ମହିଳାଙ୍କ ସ୍ଵାମୀ ।
ମହିଳା ଓ ନାବାଳକ ଥିବାର ସ୍ଥାନ ବିଷୟରେ ଜାଣି ସେହିଠି ଯାଇ ପହଞ୍ଚିଲେ ସ୍ଵାମୀ ସେ ଦୁଇ ଜଣକୁ ଉତ୍ତମ ଉପଦେଶ ଦେଇଥିଲେ କିନ୍ତୁ ଏହି ମହିଳା ଜଣକ କଥାକୁ ନ ଶୁଣି କାନ୍ଦୁଛନ୍ତି ।



