ବିଚାର

ଭଗବାନଙ୍କ ନାମ ନେଇ ବାଛନ୍ତୁ କୌଣସି ଗୋଟିଏ ଶଙ୍ଖ, ଦେଖିବା ଆପଣଙ୍କ ଇଚ୍ଛା ପୂର୍ଣ ହେବ କି ନାହିଁ ( Personality Test )

ନମସ୍କାର ବନ୍ଧୁଗଣ ତେବେ ପ୍ରତେକ ମଣିଷ ଜୀବନରେ ଖୁସି ଆସିବା ସ୍ଵାଭାବିକ କଥା ଅଟେ । ଏଥିପାଇଁ ମଣିଷ କଣ କିଛି ନ କରିଥାଏ । ତଥାପି କେବେ ଖୁସି ତ କେବେ ଦୁଖ ମିଳିଥାଏ । ଆପଣଙ୍କ ଜୀବନରେ କେବେ ଆସିବାକୁ ଯାଉଛି ଖୁସି ଖବର ଆଉ କଣ ରହିଛି ଖୁସି ଖବର ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହା ଏକ ଜେନେରାଲ ରିଡିଙ୍ଗ କାର୍ଡ ଅଟେ । ତେଣୁ ଏହାକୁ ଆପଣ ମାନେ ମନୋରଞ୍ଜନ ଭାବେ ପଢି ପାରିବେ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ଏହା ବହୁତ ଖାସ ଅଟେ । ଏହି କାର୍ଡ ଆପଣ ଙ୍କୁ ଜୀଵନ କୁ ଗମ୍ଭୀରତା ର ସହିତ ଦେଖିବାକୁ କହୁଛି । ଏବଂ ଆପଣ ଜୀବନର ସତ୍ୟ ଏବଂ ମିଥ୍ୟା ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ କାହା ଉପରେ ଅତି ଶୀଘ୍ର ଏବଂ ଅଧିକ ବିଶ୍ୱାସ କରିବା ଉଚିତ ନୁହେଁ । ସବୁ ପରିସ୍ଥିତି କୁ କିମ୍ବା ଜିନିଷ କୁ କେବଳ ବାହାରୁ ନୁହେ ବରଂ ତାର ଗଭୀରତା ଭିତରକୁ ଯାଇ ଦେଖିବାକୁ ପଡିବ ।

୨- ଦ୍ଵିତୀୟ ରେ ହେଉଛି ଆପଣ ଯଦି ଦ୍ଵିତୀୟ ନମ୍ବର କୁ ବାଛି ଛନ୍ତି ତେବେ ଏହା ଅନୁସାରେ ଆପଣ ଯେଉଁ ଚିନ୍ତା ରେ ବୁଡି ରହିଛନ୍ତି ସେଠାରୁ ବାହାରକୁ ଆସି ବାସ୍ତବତାକୁ ଜାଣିବାକୁ ଚେଷ୍ଟା କରନ୍ତୁ । ଏବଂ ଆପଣ ଙ୍କ ଜୀଵନ ରେ ବହୁତ କିଛି ନୂତନ ପରିବର୍ତ୍ତନ ଆସି ପାରେ । ଏବଂ ଏହି ପରିବର୍ତ୍ତନ ଯୋଗୁଁ ଆପଣ ନିଜ ଜୀଵନ ରେ କିଛି ନୂଆ ଜିନିଷ ଶିକ୍ଷା କରିବେ । ଏବଂ ନୂତନ ଜିନିଷ ରେ ପାଦ ରଖୁବା ଏବଂ ନୂତନ କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ ଅଟେ ।

୩- ଯଦି ଆପଣ ତୃତୀୟ ନମ୍ବର କୁ ଚୟନ କରିଛନ୍ତି ତେବେ ଏହାର ଅର୍ଥ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ଜୀଵନ ରେ ଆସୁଥିବା ସମସ୍ତ ସମସ୍ୟା କୁ ନିଡର ଭାବେ ସାମ୍ନା କରନ୍ତି । କୌଣସି ନୂତନ କାର୍ଯ୍ୟ କରିବା ପାଇଁ ମଧ୍ୟ ଡରନ୍ତି ନାହିଁ ସର୍ଵଦା ସକରାତ୍ମକ ଭାବ ରଖନ୍ତୁ ଏବଂ ଏହା ଦ୍ୱାରା ଆପଣ ଜୀଵନ ରେ ଅନେକ ଉନ୍ନତି କରି ପାରିବେ ।

୪- ଯଦି ଆପଣ ଚତୁର୍ଥ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ସହ ଉଭୟ ଭଲ ଓ ଖରାପ ହେବାରଏ ସମ୍ଭାବନା ଥାଏ,ଏହି କାର୍ଡ଼ ଅପଣଙ୍କ ଅସାଧାରଣ ରଚନାତ୍ମକ କ୍ଷମତାକୁକ ବାହାରକୁ ବାହାର କରିଥାଏ । ଏହି କାର୍ଡ଼ ନିଜ ସାଥି କିମ୍ବା ଅନ୍ୟ କାହାପ୍ରତି ଇର୍ଷା ଭାବର ପ୍ରମାଣ ଦେଇଥାଏ ଯାହା ଭବିଷ୍ୟତରେ ଯାଇଁ ବହୁତ ବଢ଼ିପାରେ ଆଉ ମଧ୍ୟ କହିଥାଏ କି ଭବିଷ୍ୟତରେ ହେଉଥିବା କୌଣସି ଘଟଣାର ଅନୁଧ୍ୟାନ କରିବା ଉଚିତ । ଏହି କାର୍ଡ଼ ଦେଖାଣିଆଲୋକଙ୍କ ଠାରୁ ସାବଧାନ ରଖିବାରେ ସାହାଯ୍ୟ କରେ । ଏହି କାର୍ଡ଼ ଉଭୟ ଭଲ ଓ ଖରାପ ଖବର ଦେଇଥାଏ ।

୫- ପଞ୍ଚମ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ଖରାପ ସମୟରେ ଶେଷ ହେବକୁ ଯାଉଛି ଆପଣ ବିଜେତାଙ୍କ ଭଳିଆ ସାମ୍ନାକୁ ଆସିବେ ସୂର୍ଯ୍ୟ ଙ୍କ ଭଳିଆ ଅପଣଙ୍କ ଜୀବନ ଉଜ୍ଵଳିତ ହେବାକୁ ଯାଉଛି । ଏ ପର୍ଯ୍ୟନ୍ତ ଯେତେବି ଲଢେ଼ଇ ଆପଣ ଲଢ଼ିଛନ୍ତି ଖାସ କରିକି ଜୀବନରେ ଅପଣଙ୍କ ଅସୁବିଧା ଦୁଃଖର ଶେଷ ହୋଇଥାଏ । ଖୁସି ଆପଣଙ୍କ ଜୀଵନରେ ପୁଣି ଫେରି ଆସିବ । ଆର୍ଥିକ କ୍ଷେତ୍ରରେ ମଧ୍ୟ ସୁଧାର ହେବ,ଲମ୍ବା ଅପେକ୍ଷା ପରେ ଅପଣଙ୍କ ଜୀବନରେ ଖୁସି ଫେରି ଆସିବ । ଲୁଚିଥିବା ଶତ୍ରୁ ପରାଜିତ ହେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button