ଓଡିଶା

‘ଲୁଟେରୀ ଦୁଲହନ’ ବିଷୟରେ ଏହି ଘଟଣା ପଢିବା ପରେ ବିବାହ କରିବା ଆଗରୁ ୧୦୦ ଥର ଭାବିବେ

ବଲୀଉଡ ଫିଲ୍ମ ‘ଡାଲି କି ଡୋଲି’ଭଳି ଗୋଟେ ଘଟନା ସତ ଶତିକା ସାମ୍ନାକୁ ଆସିଛି, ସାତ୍ରେ କନ୍ୟା ସାସୁଘରୁ କ୍ୟାସ ଏବଂ ଲକ୍ଷେ ଟଙ୍କା ଗହଣା ନେଇ କନ୍ୟା ଫରାର ହୋଇ ଯାଇଛି । କେବଳ ଏତିକି ନୁହ କଥା ବାହାରିଲା ପରେ କନ୍ୟା ନିଜ ସାସୁ ସସୁରଙ୍କୁ ମିଛ କେସ ରେ ଫସେଇ ୨୦ ଲକ୍ଷ ଟଙ୍କା ପାଇଁ ବ୍ଲାକମେଲ କରୁଛି । ଶିବିଲ ଲାଇନ୍ସ ଥାନା କ୍ଷେତ୍ର ରେ ଥିବା ଗୋଟେ କୋଲୋନୀ ନିବାସୀ ଯୁବକ ବର୍ଷେ ତଳେ ରୁଡକି ଗୋଟେ ଯୁବତୀ ସହ ବିବାହ କରିଥିଲେ ।

ବିବାହ କିଛି ଦିନ ପରେ ଯୁବତୀ ଶଶୁରଘରୁ ଗହଣା ଓ କ୍ୟାସ ନେଇ ଫେରାର ହୋଇ ଗଲେ ।

ଯୁବତୀ ମିଛ କେସରେ ଫସେଇବା ପାଇଁ ଧମକ ଦେଇଥିଲା :

କନ୍ୟା ଘରୁ ଗାୟବ ଦେଖି ଶ୍ଵଶୁରଘର ଲୋକ ଖୋଜିବା ଆରମ୍ଭ କଲେ ଯାହା ପରେ କନ୍ୟା ବାପ ଘରେ ମିଳିଲା ଯାହା ପରେ ଶାଶୁଘର ଲୋକ କନ୍ୟାକୁ ଘରୁକୁ ଆସିବା ପାଇଁ କହିଲେ କିନ୍ତୁ କନ୍ୟା ମନା କରିଦେଲା । ସ୍ଵାମୀ ସ୍ତ୍ରୀ ବିଷୟରେ ଖୋଜ ଖବର କରି ପାଇଲା ଯେ ବର୍ଷେ ତଳେ ତା ସ୍ତ୍ରୀ ଅନ୍ୟ କାହା ସହ କୋର୍ଟ ମେରେଜ କରିଥିଲା, ଯୁବତୀ ସେଠୁ ମଧ୍ୟ ଫେରାର ହୋଇ ଯାଇଥିଲା । ସତ ଜାଣିବା ପରେ ସ୍ଵାମୀ ଓ ତା ଘରଲୋକ କନ୍ୟାକୁ ଗହଣା ଓ ଅନ୍ୟ କ୍ୟାସ ଫେରେଇବା ପାଇଁ କହିଲେ ।

ଏହା ପରେ ଯୁବତୀ ଉପରେ ଏହା ଅଭିଯୋଗ ଅଛି ଯେ ଯୁବତୀ ମିଛ କେସ ରେ ଫସେଇବା ପାଇଁ ଧମକ ଦେଇଛନ୍ତି ଓ ୨୦ ଲକ୍ଷ ଟଙ୍କା ପାଇଁ ଶ୍ଵଶୁରଘର ଲୋକଙ୍କୁ ବ୍ଲାକମେଲ କରୁଛନ୍ତି । ଗୁରୁବାର ଦିନ ଯୁବକ ଓ ତା ଘର ଲୋକ ଶିବିଲ ଲାଇନ୍ସ ଥାନା ପହଞ୍ଚିଲେ ଓ ମହିଳାଙ୍କ ଉପରେ ଅଭିଯୋଗ କରିଥିଲେ ଓ ଯାଞ୍ଚ ପାଇଁ ମାଙ୍ଗ କରିଥିଲେ ଯାହା ପରେ ପୋଲିସ ଯୁବତୀ ଉପରେ କାମ ଆରମ୍ଭ କଲେ । ତେବେ ବିବାହ ଭଳି ବନ୍ଧନ ବି ଲୋକଙ୍କ ପାଇଁ ଖେଳ ହୋଇଗଲାଣି ।

ଲୋକେ ଟଙ୍କା ପାଇଁ କିଛି ବି କରିବା କୁ ପ୍ଚାଉ ନାହାନ୍ତି । ତେବେ ଯଦି ଆପଣ ମଧ୍ୟ ବିବାହ କରିବାକୁ ଯାଉଛଣିତ ଆମର ଗୋଟେ ଉପଦେଶ ଯେଉଁଠି ବି ବିବାହ ପାଇଁ ଠିକ କରୁଛନ୍ତି ସେଠି ତାର ତାର ହୋଇ କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ । ପ୍ରଥମେ ସେମାନଙ୍କ ବିଷୟରେ ଭଲ ଭାବେ ଜାଣନ୍ତୁ କିଛି ସମୟ ସେମାନଙ୍କ ସହ ବିତାନ୍ତୁ ତା ପରେ ଯାଇ ନିଷ୍ପତ୍ତି ନିଅନ୍ତୁ । ଏହା ପୁଅ ଓ ଝିଅ ଦୁଇ ଜଣଙ୍କ ପାଇଁ ଠିକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button