ସାବିତ୍ରୀ ଅମାବାସ୍ୟା ଠାରୁ ଏହି 7ଟି ରାଶି ହେବା ପାଇଁ ଯାଉଛନ୍ତି କୋଟିପତି, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ପ୍ରତି ବର୍ଷ ଜେଷ୍ଠ ମାସ ରେ ଏହି ସାବିତ୍ରୀ ବ୍ରତ ପାଳନ କର ଯାଇଥାଏ । ଏହି ଶୁଭ ମୂହୁର୍ତ୍ତ ରେ ସ୍ତ୍ରୀ ଲୋକ ମାନେ ନୂତନ ବସ୍ତ୍ର ପରିଧାନ କରି ପୂଜା ପାଇ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତି । ପୂଜା ଅବସର ରେ ମା ଙ୍କ ନିକଟ କୁ ଯାଇ ଶାଢ଼ୀ, ସିନ୍ଦୂର, ଶଙ୍ଖା ଆଦି ପୂଜା କରି ଘରେ ଅନି ନୂଆ ଲୁଗା ବା ବସ୍ତ୍ର ପରିଧାନ କରି ଥାଆନ୍ତି । ଭୋଗ ଅର୍ପଣ କରି ନିଜ ପତି ଙ୍କ ଦୀର୍ଘ ଆୟୁ ମାଗିଥାନ୍ତି ।

ଏହି ଅମାବାସ୍ୟା ସୋମବାର ଦିନ ପଡ଼ୁଚି । ଏହି ସମୟ ରେ କିଛି ରାଶି ମାନ ଙ୍କ ବୋହୁତ ବଡ଼ ପରିବର୍ତ୍ତନ ଘଟି ବାକୁ ଯାଉଚି । ଗ୍ରହ ମାନ ଙ୍କ ଚଳନ ରାଶି ମାନ ଙ୍କ ଉପରେ ପଡ଼ିଥାଏ । ଏହି କିଛି ରାଶି ମାନ ଙ୍କ ଭାଗ୍ୟ ଚମକି ଉଠିବ । ଅମାବାସ୍ୟା ପର ଠାରୁ ଦିନ ଗୁଡ଼ିକ ଅତ୍ୟନ୍ତ ଶୁଭ ଘଟିବ । ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ଓ ମଧୁର ରହିବା ।

ସମସ୍ତ କାର୍ଯ୍ୟ ସଫଳ ହେବ । ରୋଗ ରୁ ଉପଶମ ମିଳିଥାଏ । ଆର୍ଥିକ ସଙ୍କଟ ଦୂର ହେବ । ଆର୍ଥିକ ସମସ୍ୟା ଦୁର ହେବ । ଧନ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଖୁସିର ଲହରୀ ଖେଳିବାକୁ ଯାଉଅଛି । ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ରହିବାକୁ ଯାଉଛି ।
ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆର୍ଥିକ ସ୍ଥିତି ମଜବୁତ ରହିବ । କୌଣସି ନୂଆ ଯାନ ବାହନ କିଣି ପାରନ୍ତି । ବ୍ୟବସାୟୀ ମାନେ ବ୍ୟବସାୟ ରୁ ବୋହୁତ ଲାଭ ପାଇବେ । ଭଗବାନ ଙ୍କ ବିଶେଷ କୃପା ଲାଭ ହେବ । ଲକ୍ଷ୍ମୀ ଙ୍କ କୃପା ରୁ ଖୁସି ରେ ରହିବେ ।

ଏବେ ଜାଣିବା ସେହି ରାଶି ଗୁଡ଼ିକ କଣ କଣ । ତେବେ ସେହି ରାଶି ଗୁଡିକ ହେଉଛି ମିଥୁନ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ଧନୁ ରାଶି, କୁମ୍ଭ ରାଶି ଏବଂ ମୀନ ରାଶି । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

