ବିଚାର

ବାଛନ୍ତୁ ୧ ଫୁଲ ଓ ୧ ପ୍ରଜାପତି ଓ ଜାଣନ୍ତୁ ନିଜ ଭବିଷ୍ୟତ ସହ ଜଡିତ କିଛି ଖାସ କଥା

ସଂସାରର ସବୁଠୁ ସୁନ୍ଦର ରଚନା ଅବିଷୟରେ କହିଲେ ସେଥିରେ ଫୁଲ ମୁଖ୍ୟ ହୋଇଥାଏ । ଏହି ରଙ୍ଗ ବେରଙ୍ଗ ଫୁଲ ଆମ ବେରଙ୍ଗ ଜୀବନରେ ରଙ୍ଗ ଭରିବାର କାମ କରିଥାନ୍ତି ଓ ଆମ ମନକୁ ବି ଶାନ୍ତି ପ୍ରଦାନ କରନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ସୁନ୍ଦର ସୁଂଫ୍ଦାର ଫୁଲ ଆପଣଙ୍କ ଦିନଚର୍ଯ୍ୟା ଓ ଆପଣଙ୍କ ଭବିଷ୍ୟତ ବିଷୟରେ ବି କହିଥାଏ । ହିନ୍ଦୁ ଧର୍ମରେ ବିନା ଫୁଲରେ ନା କୌଣସି ପୂଜା ସମ୍ପନ୍ନ ହୋଇଥାଏ ନା କୌଣସି ଶୁଭ କାର୍ଯ୍ୟ । ଏବେ ଆପଣ ଭାବୁଥିବେ କି ଫୁଲ ଆପଣଙ୍କ ଭବିଷ୍ୟତ ବିଷୟରେ କେମିତି ଓ କଣ କହି ପାରିବ । ତେବେ ଚାଲନ୍ତୁ ଜାଣିବା ।

ଆମେ ସମସ୍ତେ ତ ଜାଣିଛୁ କି ଫୁଲ ଓ ପ୍ରଜାପ୍ରତିର ସବୁଠୁ ଗଭୀର ସମ୍ପର୍କ ରହିଛି । ଯେଉଁ ପ୍ରକାରରେ ଏକ ପ୍ରଜାପତି ନିର୍ଦ୍ଧାରିତ କରିଥାଏ କି ତାକୁ କେଉଁ ଫୁଲ ଉପରେ ବସିବାର ଅଛି ମାନେ ତାକୁ କେଉଁ ଫୁଲକୁ ବାଛିବାର ଅଛି ଠିକ ସେହି ପ୍ରକାରରେ ଆମର ଭଲ ଭାଗ୍ୟ ବି ଏହା ନିର୍ଦ୍ଧାରିତ କରିଥାଏ କି ତାକୁ କେଉଁ ବ୍ୟକ୍ତିକୁ ପ୍ରଥମେ ବାଛିବାର ଅଛି । ତେବେ ଆପଣଙ୍କୁ 2 ଟି ଫୁଲ ଓ 2 ଟି ପ୍ରଜାପତି ର ଏକ ଫଟୋ ଦେଖା ଯାଉଛି । ଏଥି ମଧ୍ୟରୁ ଆପଣଙ୍କୁ 1 ଫୁଲ ଓ 1 ପ୍ରଜାପତି କୁ ବାଛିବାର ଅଛି । ଏହା ବାଛିବା ଦ୍ଵାରା ଆମେ ଆପଣଙ୍କୁ କହିବୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧୀୟ କିଛି ଖାସ କଥା ଓ ଆପଣଙ୍କ ଭବିଷ୍ୟତ ବିଷୟରେ ।

ଯଦି ଆପଣ ପ୍ରଥମ ଫୁଲ ସହିତ ପ୍ରଥମ ପ୍ରଜାପ୍ରତିକୁ ବାଛିଛନ୍ତି ତେବେ ଏହା ଏହି କଥାକୁ ସଙ୍କେତ କରିଥାଏ କି ଆପଣ ଦେଖିବାକୁ ଯେତେ କଠୋର ନଜର ଆସୁଥିଲେ ମଧ୍ୟ କିନ୍ତୁ ଆପଣଙ୍କ ହୃଦୟ ବହୁତ କୋମଳ ଅଟେ ଓ ଆପଣ ସବୁବେଳେ ଅନ୍ୟମାନଙ୍କ ବିଷୟରେ ଭଲ କଥା ଭାବିଥାନ୍ତି । ଆପଣ ଯେଉଁ ବ୍ୟକ୍ତି ସହିତ ସମ୍ବନ୍ଧ ରଖନ୍ତି ଆପଣ ତାଙ୍କର ବହୁତ ଅଧିକ କେୟାର କରନ୍ତି । କିନ୍ତୁ ସମସ୍ୟା ସେତେବେଳେ ଆସିଥାଏ ଯେତେବେଳେ ଲୋକମାନେ ଆପଣଙ୍କ ଏହି ଭଲ ଗୁଣର ଫାଇଦା ଉଠାଇଥାନ୍ତି ।

ଯଦି ଆପଣ ପ୍ରଥମ ଫୁଲ ସହିତ ଦ୍ଵିତୀୟ ପ୍ରଜାପ୍ରତିକୁ ବାଛିଛନ୍ତି ତେବେ ଏହା ଦର୍ଶାଇ ଥାଏ କି ଆପଣ ନିଜ ଜୀବନ ଓ ଆଦର୍ଶ ଦ୍ଵାରା ଅନ୍ୟ ଲୋକଙ୍କୁ ପ୍ରେରିତ ଓ ପ୍ରଭାବିତ କରନ୍ତି । ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କୁ ଲୋକଙ୍କ ସହିତ ଯୋଡି ରଖିଥାଏ । କୌଣସି ପାର୍ଟି ହେଉ ବା କୌଣସି ଅନ୍ୟ ଆୟୋଜନ ଆପଣ ନ ରହିଲେ ତାହା ଫିକା ରହିଥାଏ । ଆପଣଙ୍କର ସବୁଠୁ ବଡ ଭଲ ଗୁଣ ହେଲା ଆପଣଙ୍କର ସାକରାତ୍ମକ ଦୃଷ୍ଟିକୋଣ ଓ ଆପଣଙ୍କ ଇଚ୍ଚା ଶକ୍ତି କାରଣ ଆପଣ କୌଣସି ବି ନୂଆ କାମ କୁ ନିଜ ହାତକୁ ନେବା ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି ।

ଯଦି ଆପଣ ଦ୍ଵିତୀୟ ଫୁଲ ସହିତ ପ୍ରଥମ ପ୍ରଜାପ୍ରତିକୁ ବାଛିଛନ୍ତି ତେବେ ଏହି କଥାକୁ ଦର୍ଶାଉଛି କି ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଖାସ ଓ ଭଲ ରହିବାର ଅଛି । ଆପଣଙ୍କ ନିରାଶା ବାଲା ଭାବନା ଏବେ ଶେଷ ହେବାକୁ ଯାଉଛି ଓ ଆପଣଙ୍କୁ ନିଜ ସାଙ୍ଗ ଓ ପରିବାର ଲୋକଙ୍କର ବି ପୁରା ସହଯୋଗ ମିଳିବ ଓ ଆପଣ ନୂଆ ସଫଳତା ହାସଲ କରିବେ । ଯଦି ଆପଣ ପ୍ରେମ ବନ୍ଧନରେ ବାନ୍ଧି ହେବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣଙ୍କର ଏହିଇ ଇଚ୍ଚ୍ହା ବି ବହୁତ ଜଲ୍ଦି ପୁରା ହେବାକୁ ଯାଉଛି ।

ଯଦି ଆପଣ ଦ୍ଵିତୀୟ ଫୁଲ ସହିତ ଦ୍ଵିତୀୟ ପ୍ରଜାପତି କୁ ବାଛିଛନ୍ତି ତ ତେବେ ଏହା ଏହି କଥାକୁ ଦର୍ଶାଉଛି କି ଆପଣ ଆସନ୍ତା ସମୟରେ ଯେଉଁ କାମ କରିବାକୁ ଭାବିବେ ସେହି କାମରେ ସଫଳତା ଆପଣଙ୍କ ପାଦ ଛୁଇଁବ । ଆପଣଙ୍କୁ କାମରେ ମିଟରଙ୍କର ବି ପୁରା ସହଯୋଗ ମିଳିବ । ଆପଣଙ୍କ ପରିବାର ଓ ଜୀବନସାଥିଙ୍କ ସହ ସମ୍ବନ୍ଧରେ ଆହୁରି ଅଧିକ ମଧୁରତା ଆସିବା । କେବଳ ଏତିକି ଧ୍ୟାନ ରଖିବେ ନିଜ ବ୍ୟାପାର ମାମଲାରେ ଆଖି ବନ୍ଦ କରି ଅନ୍ୟମାନଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button