ରାଶିଫଳ

ଜୁନ ମାସର ସବୁଠୁ ଧନୀ ରାଶି, ରଜ ସଙ୍କ୍ରାନ୍ତି ପୂର୍ବରୁ ଏହି 4 ଟି ରାଶିରେ ହେବ ଧନର ବର୍ଷା

ଆମ ଜୀବନରେ ବିଭିନ୍ନ ଘଟଣା ଘଟିଥାଏ । ତେବେ ଆମ ଜୀବନରେ ହେଉଥିବା ସୁଖ ଦୁଃଖ ଘଟିଥାଏ ତାହାର ପ୍ରଭାବ ଆମ ରାଶି ର ଚଳନ ଯୋଗୁଁ ହୋଇ ଥାଏ । ଆମ ରାଶି ଚକ୍ର ରେ ୧୨ ଟି ରାଶି ରହିଥାଏ । ତେବେ ଆମ ରାଶି ରେ ଗ୍ରହ ମାନଙ୍କର ପରିଵର୍ତନ ହୋଇ ଥାଏ । ଏହି ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁଁ ଆମ ଜୀବନରେ ସବୁ ଦୁଃଖ କଷ୍ଟ ହୋଇ ଥାଏ । ତେବେ ସେହି ଭଳି ଏହି ମାସ ରେ କିଛି ଗ୍ରହ ମାନଙ୍କର ପରିଵର୍ତନ ହେବାକୁ ଯାଉଛି ।

ଯାହାର ଫଳ କିଛି ରାଶି ମାନଙ୍କୁ ମିଳିବ। ଏହି ରାଶିର ଲୋକମାନେ ସତର୍କ ହୋଇ ରହିବା ଉଚିତ । ଏମାନଙ୍କୁ ଏବେ ଏହି ଗ୍ରହ ମାନଙ୍କର ଚଳନ ଯୋଗୁ କିଛି ଖରାପ ପ୍ରଭାବ ମିଳିବ । ତେବେ ଚାରୋଟି ରାଶିର ଲୋକଙ୍କୁ ଏହି ପ୍ରଭାବ ମିଳିବ । ପ୍ରଥମ ରାଶି ହେଉଛି ମିଥୁନ ରାଶି – ଆପଣଙ୍କ ଶରୀର ରେ କଷ୍ଟ ଅନୁଭବ ଜରିବେ ।

ରୋଗ ବୈରାଗ୍ୟ ହେବାର ସମ୍ଭାବନା ଅଛି । କୌଣସି ପାରିବାରିକ ଅଶାନ୍ତି ବୃଦ୍ଧି ହୋଇ ପାରେ । ଆପଣଙ୍କ ର ମାନସିକ ସ୍ଥିତି ଭଲ ରହିବ ନାହିଁ । ଏହି ରାଶିର ଲୋକଙ୍କର ପ୍ରତିକାର ହେଉଛି ଆପଣ ଗାଈକୁ କିଛି ସବୁଜ ଚାରା ଘାସ ଆଦି ଖାଇବାକୁ ଦିଅନ୍ତି । ଦ୍ଵିତୀୟ ରାଶି ହେଉଛି କର୍କଟ ରାଶି – ଏହି ରାଶିର ଲୋକଙ୍କର ମାନସିକ ଅଶାନ୍ତି ବୃଦ୍ଧି ହେବ ।

ଆପଣଙ୍କର କୋର୍ଟ କଚେରୀ କେଶ କୁ ନେଇ ଚିନ୍ତା ବଢିବ ।  ଆପଣଙ୍କର ଆର୍ଥିକ ସ୍ଥିତି ଖରାପ ରହିବ । ଆପଣ ପାରିବାରିକ ଚିନ୍ତା ରେ ରହିବେ । ଏହି ରାଶିର ଲୋଙ୍କର ପ୍ରତିକାର ହେଉଛି ଆପଣ କୌଣସି ଗରିବ ଲୋକଙ୍କୁ କିଛି ବସ୍ତ୍ର, ବା କିଛି ଜରୁରୀ ସାମଗ୍ରୀ ଦାନ କରନ୍ତୁ ।

ତୃତୀୟ ରାଶି ହେଉଛି ମୀନ ରାଶି – ଆପଣ କୌଣସି କାର୍ଯ୍ୟ କୁ ନେଇ ଗଭୀର ଚିନ୍ତା ରେ ରହିବେ । ଆପଣଙ୍କର ମାନସିକ ଚାପ ବୃଦ୍ଧି ହେବ । ଆପଣଙ୍କ ଶରୀର ରେ ଆପଣ କଷ୍ଟ ଭୋଗ କରିବେ । ଆପଣ ଆର୍ଥିକ ସ୍ଥିତି କୁ ନେଇ ଚିନ୍ତା କରିବେ । ଏହି ରାଶିର ଲୋକଙ୍କର ପ୍ରତିକାର ହେଉଛି ଆପଣ ମଙ୍ଗଳବାର ଦିନ ହନୁମାନ ଚାଲିଶା ପାଠ କରନ୍ତୁ ଓ ଭଗବାନ ହନୁମାନ ଜି ଙ୍କୁ ଆରଧନା କରନ୍ତୁ । ଚତୁର୍ଥ ରାଶି ହେଉଛି ବିଛା ରାଶି – ଆପଣ କୌଣସି ରୋଗ ରେ କଷ୍ଟ ପାଇବେ ।

ଆପଣଙ୍କର ମାନସିକ ଅଶାନ୍ତି ବୃଦ୍ଧି ହେବ । ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ରହିବ । ପରିବାର ରେ ଅଶାନ୍ତି ଦେଖା ଦେବ । ଆପଣଙ୍କର କୌଣସି କେସ ଆଦି କୁ ନେଇ ଚିନ୍ତା ରହିବ । ଆପଣଙ୍କର ପ୍ରତିକାର ହେଉଛି ଆପଣ କୌଣସି ଅସହାୟ ଲୋକଙ୍କୁ କିଛି ଜରୁରୀ ଜିନିଷ ଦାନ କରନ୍ତୁ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button