ଶିକ୍ଷା

ଆଜି NEET UG ପରୀକ୍ଷା, ଦେଶର ୫୦୦ ସହରରେ ହେବ ପରୀକ୍ଷା

ଆଜି NEET UG ପରୀକ୍ଷା। ଦେଶର ୫୦୦ ସହରରେ ହେବ NEET ପରୀକ୍ଷା । ଦିନ ୨ଟାରୁ ସନ୍ଧ୍ୟା ୫ଟା ଯାଏ ପରୀକ୍ଷା ଚାଲିବ। ୫,୪୫୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଚଳିତ ବର୍ଷ ପରିକ୍ଷାର୍ଥୀଙ୍କ ପାଇଁ ଅଧିକ ୭୦୦ ସେଣ୍ଟର କରାଯାଇଛି । ଗତବର୍ଷ ୪ ହଜାର ୭୫୦ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଏଥର ମୋଟ ୨୨ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ତେବେ ଗତବର୍ଷ ଠାରୁ ଏବର୍ଷ କମ ପିଲା ପରୀକ୍ଷା ଦେଉଛନ୍ତି। ଗତବର୍ଷ ୨୪ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ପରୀକ୍ଷା ପରିଚାଳନା ନେଇ NTA ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button