ଦେଶ ବିଦେଶ

America ରେ ମଜୁରିଆ ମାନେ କିପରି କାମ କରନ୍ତି ଓ ମାସକୁ କେତେ ରୋଜଗାର କରନ୍ତି…ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ ଆଜି ର ଯୁଗ ହେଉଛି ସ୍ମାର୍ଟ ଯୁଗ ସୋସିଆଲ ମିଡ଼ିଆ ର ଯୁଗ ଏଠି ସବୁ କାମ ଏହି ସୋସିଆଲ ମିଡ଼ିଆ ରେ ହୋଇଯାଏ । ଏଠାରେ ଅନେକ ଆପ ଅଛି ଯାହା ଦ୍ୱାରା ଲୋକ ମାନେ ନିଜର ସମୟ ଅତିବାହିତ କରୁଛନ୍ତି ନିଜର ମନୋରଞ୍ଜନ ମଧ୍ୟ କରୁଛନ୍ତି । ତେବେ ସେହି ଭଳି ଏକ ଆପ ଅଛି ଯେଉଁଥିରେ ଅଧିକାଂଶ ଲୋକ ନିଜର ପ୍ରତିଭା ଦେଖାଇ ଲୋକ ମାନଙ୍କ ର ମନୋରଞ୍ଜନ କରୁଥାନ୍ତି ତେବେ ସେହି ଆପ ହେଉଛି ୟୁଟିୟୁବ ।

ଏହି ଆପ ରେ ଲୋକମାନେ କେବଳ ନିଜର ମନୋରଞ୍ଜନ କିମ୍ବା ଟାଇମ ପାସ ନୁହେଁ ବରଂ ଭିଡିଓ ବନେଇ ପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି । ତେବେ ସେହିଭଳି ଜଣେ ମହିଳା ନିଜର ଏକ ଭିଡିଓ ରେ ଆମେରିକା ରେ ମଜଦୁର ମାନେ କେତେ ଟଙ୍କା ରୋଜଗାର କରନ୍ତି ସେହି ବିଷୟରେ ଆଲୋଚନା କରି ନେବା ତେବେ ବନ୍ଧୁଗଣ ୟୁଟିୟୁବ ରେ ଅଧିକାଂଶ ଲୋକ ବ୍ଲଗ ଭିଡିଓ ବନାଉ ଛନ୍ତି ।

ଅର୍ଥାତ ନିଜର ନୀତିଦିନ ଜୀଵନ ରେ କଣ ସବୁ ଘଟୁଛି ଏବଂ ସେମାନେ କଣ ସବୁ କାର୍ଯ୍ୟ କରୁଛନ୍ତି କେଉଁଆଡ଼େ ବୁଲିବାକୁ ଯାଉଛନ୍ତି କିମ୍ବା କିଛି ନୂଆ ଜିନିଷ ଜାଣିଛନ୍ତି ସେ ସମ୍ପର୍କରେ ସେ ଭିଡିଲ ବନାଇଥାନ୍ତି ଏବଂ ଲୋକମାନେ ମଧ୍ୟ ସେହି ଭିଡିଓ ଗୁଡିକ କୁ ବହୁତ ଭଲ ପାଇବା ଦେଇଥାନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ।

ତେବେ ସେହି ଭଳି ଜଣେ ୟୁଟିୟୁବର ହେଉଛନ୍ତି ସ୍ୱାଗତିକା । ସେ ଜଣେ ଓଡ଼ିଆ ଝିଅ ତାଙ୍କର ଘର ହେଉଛି ଓଡ଼ିଶାରେ କିନ୍ତୁ ବର୍ତ୍ତମାନ ସେ ଆମେରିକାରେ ବାସ କରୁଛନ୍ତି । ତେବେ ସେ ନିଜର ଏକ ବ୍ଲଗ ଭିଡିଓ ରେ ସେ ଆମେରିକାରେ ମଜଦୁର ମାନେ,ଇଲେକ୍ଟ୍ରିସିଆନ ମନେ କୁଶଳୀ ଅଣ କୁଶଳୀ ଆଦି କାର୍ଯ୍ୟ ବିଷୟ ରେ ସେ ଆଲୋଚନା କରିବା ସହ ସେମାନେ କେତେ ଟଙ୍କା ରୋଜଗାର କରନ୍ତି ସେ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ ।

ତେବେ ସେଠାରେ ଥିବା ଅଣ କୁଶଳୀ ମଜଦୁର ମାନେ ଘଂଟା ପ୍ରତି ସେମାନଙ୍କୁ ୨୦ ରୁ ୨୧ ଡଲାର ମିଳେ ଅର୍ଥାତ ୧୪୦୦ ଟଙ୍କା ପାଖା ପାଖି ତାଙ୍କୁ ଘଂଟା ପ୍ରତି ମଜୁର ମିଳିଥାଏ ଏବଂ ମାସକୁ ସେମାନେ ୩୫୦୦ ରୁ ୪୦୦୦ ଡଲାର ଅର୍ଥାତ ଦୁଇ ଲକ୍ଷ ଚାଳିଶି ରୁ ଦୁଇ ଲକ୍ଷ ଅଶୀ ହଜାର ପର୍ଯ୍ୟନ୍ତ ସେମାନେ ପାଇଥାନ୍ତି । ଏହା ଟିକେ ଅଧିକ ହେବାର କାରଣ ହେଉଛି କାଲିଫର୍ଣ୍ଣିଆ ରେ କଷ୍ଟ ଅଫ ଲିଭିଙ୍ଗ ଅଧିକା ତେଣୁ ଶ୍ରମିକ ମାନଙ୍କ ଦରମା ମଧ୍ୟ ଅନ୍ୟ ଆମେରିକାର ସ୍ଥାନ ଅପେକ୍ଷା ଅଧିକ ।

କାଲିଫର୍ଣ୍ଣିଆ ରେ ସେମିସ୍କିଲ ଶ୍ରମିକ ମାନେ ୨୪ ରୁ ୨୫ ଡଲାର ପ୍ରତି ଘଂଟା ଅର୍ଥାତ ୧୭୫୦ ଟଙ୍କା ପାଇ ଥାଆନ୍ତି । ସେହି ଅନୁସାରେ ମାସକୁ ସେମାନେ ତିନି ଲକ୍ଷ ରୁ ତିନି ଲକ୍ଷ ପଚାଶ ହଜାର ଟଙ୍କା ସେମାନେ ପାଇଥାନ୍ତି । ଏଥିରେ ଆପଣ ଇଲେକ୍ଟ୍ରି କାମ,ପ୍ଲମ୍ଭର,ଜେନେରାଲ ମେଣ୍ଟନାଶ ଆଦି କାମ ଏବଂ କୁଶଳୀ ଶ୍ରମିକ ମାନେ ଯାହାକୁ କଣ୍ଟ୍ରାକ୍ଟର କୁହାଯାଏ ସେମାନେ ସପ୍ତାହ କୁ ଦୁଇ ହଜାର ଡଲାର ଅର୍ଥାତ ଏକ ଲକ୍ଷ ଚାଳିଶି ହଜାର ସେ ପାଉଛନ୍ତି ଏବଂ ଏହା କାମ ଅନୁସାରେ ତାଙ୍କୁ ପଇସା ମିଳିଥାଏ । ତେବେ ବଡ଼ କାମ ପାଇଁ ଅଧିକ ଟଙ୍କା ଏବଂ ଛୋଟ କାମ ପାଇଁ କମ ପଇସା ସେମାନେ ପାଇଥାନ୍ତି । ତେବେ ଆଶା କରୁଛୁ ଆପଣ ଙ୍କୁ ଏହି ବିଷୟ ଟି ଖୁବ ପସନ୍ଦ ଆସିଥିବ ବୋଲି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button