ରାଶିଫଳ

Jyotish Shastra- କାନ୍ଦିବାର ଦିନ ହେଲା ଶେଷ, କାରଣ ଆସନ୍ତା 24 ଘଣ୍ଟାରେ ଏହି 5 ଟି ରାଶିରେ ପଇସା ବର୍ଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି କିଛି ରାଶି ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ଉପରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାତାଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଯୋଗୁଁ ଧନର ବର୍ଷା ହେବାକୁ ଯାଉଛି ଏବଂ ଏମାନଙ୍କ ଭାଗ୍ୟ ରେ ପରିବର୍ତ୍ତନ ଘଟିବାକୁ ଯାଉଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାତାଲକ୍ଷ୍ମୀ  ୧୨ଟି ରାଶି ମଧ୍ୟରୁ କିଛି ରାଶି ଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ସେହି ବ୍ୟକ୍ତି ର ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ସେହି ରାଶି ଥିବା ବ୍ୟକ୍ତି ଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବ । ତେବେ ବନ୍ଧୁଗଣ ଆସନ୍ତୁ ସେହି ରାଶି ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ମାତାଲକ୍ଷ୍ମୀ ଙ୍କ ବିଶେଷ କୃପାଦୃଷ୍ଟି ଲାଭ ହେବାକୁ ଯାଉଛି । ଏହି ରାଶି ମାନଙ୍କ ଜୀବନ ରେ ଯେ କୌଣସି କାର୍ଯ୍ୟ ଅଟକି ରହିଥିବ ତାହା ପୂର୍ଣ ହେବ । ଏହି ସମୟ ଏହି ରାଶି ଙ୍କ ପାଇଁ ଅନୁକୂଳ ରହିବ । ଏମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ର ଅନ୍ତ ଘଟିବାକୁ ଯାଉଛି । ଅର୍ଥାତ ଯଦି ଆମେ ସଂକ୍ଷେପରେ କହିବାକୁ ଯିବା ତେବେ ଏହି ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି । ଏହା ସହିତ ଏହି ରାଶି ମାନଙ୍କ ଜୀବନ ରେ ଥିବା ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୁର ହେବ ।

୨. ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଥିବା ସମସ୍ତ ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି । ବ୍ୟାପାର ଓ ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବାର ସମ୍ଭାବନା ରହିଛି ଏବଂ ଯେଉଁମାନେ ଦୀର୍ଘ ଦିନ ଧରି ଚାକିରୀ ପାଇଁ ଅପେକ୍ଷା କରି ରହିଛନ୍ତି ସେମାନଙ୍କୁ ଭଲ ଚାକିରୀ ମଧ୍ୟ ମିଳିବ । ସଂକ୍ଷେପରେ କହିବାକୁ ଗଲେ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଭଲ ସମୟର ଆଗମନ ହେବାକୁ ଯାଉଛି ।

୩. ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଥିବା ଧନର ସମସ୍ୟା ଦୂର ହେବ । ଯେଉଁମାନେ ଚାକିରୀ କ୍ଷେତ୍ରରେ ନିୟୋଜିତ ଅଛନ୍ତି ସେମାନଙ୍କୁ ବିଶେଷ କରି ଉନ୍ନତି ହାସଲ ହେବ ଏବଂ ବ୍ୟାପାରୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ ଅନୁକୂଳ ରହିବ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ହାସଲ କରିବେ । ଆୟର ବୃଦ୍ଧି ଘଟିବ । ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ଙ୍କ ଜୀବନ ରେ ବଡ଼ ପରିବର୍ତ୍ତନ ର ଆଗମନ ହେବାକୁ ଯାଉଛି ।

୪. ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପାଦୃଷ୍ଟି ରହିବ । ଏମାନଙ୍କ ଜୀବନ ରେ ଶୁଭ ପରିବର୍ତ୍ତନ ର ଆଗମନ ହେବାକୁ ଯାଉଛି । ଏମାନଙ୍କ ଜୀବନ ରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ର ଅନ୍ତ ଘଟିବ ଏବଂ ଜୀବନ ରେ ସକାରାତ୍ମକ ଉର୍ଜା ର ସୃଷ୍ଟି ହେବ । ଏମାନେ ସମସ୍ତ କାର୍ଯ୍ୟ କୁ ସକରାତ୍ମକତା ସହିତ ଆରମ୍ଭ କରିବେ ଏବଂ ସଫଳତା ହାସଲ କରିବେ । ସଂକ୍ଷେପରେ କହିବାକୁ ଗଲେ ଏହି ରାଶିର ବ୍ୟକ୍ତି ମାନଙ୍କ ସଫଳତା ମାର୍ଗ କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ତେବେ ବନ୍ଧୁଗଣ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି, ‘ମକର ରାଶି’, ‘ସିଂହ ରାଶି’, ‘ମେଷ ରାଶି’, ‘କନ୍ୟା ରାଶି’ ଏବଂ ‘ତୁଳା ରାଶି’ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button