ଦେଶ ବିଦେଶ

ମୋ ସହିତ ସମ୍ପର୍କ ରଖ ନହେଲେ ତୋ ଚାକିରୀ ଖାଇଯିବି ଏମିତି କହି ସେ ମୋର …’ ଯୁବତୀ ଯାହା କହିଲେ ନା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ କିଛି ଏଭଳି ନିନ୍ଦନୀୟ ଅଭିଯୋଗ କରିଛନ୍ତି ଯେ ଯାହା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଯୁବତୀ ଜଣଙ୍କ ଟାଟା ମେଡିକାଲ ହସ୍ପିଟାଲରେ କାମ କରନ୍ତି । ଡିଟେକ୍ସ କମ୍ପାନୀ ରେ ଦୀର୍ଘ 5 ବର୍ଷ ହେଲାଣି ସେ କାମ କରି ଆସିଛନ୍ତି । ଜେନେରାଲ ୱାର୍ଡ ରେ ସେ କାମ କରନ୍ତି ସେଠାରେ ତାଙ୍କ ସହିତ ହସ୍ପିଟାଲ ର କତୃପକ୍ଷ ଖରାପ ସମ୍ପର୍କ ରଖିଥିଲେ ଏବଂ ସେଠାରେ ତାଙ୍କ ଭି-ଡି-ଓ ଭା-ଇ-ରା-ଲ କରିଥିବାର ସୂଚନା ମିଳିଥିଲା ।

ହସ୍ପିଟାଲ ରେ କାର୍ଯ୍ୟରତ ଥିବା ବିଶ୍ଵଜିତ ସାର ଯୁବତୀ ଙ୍କୁ ପଚାରିଲେ ଯେ ତୁମେ କିଛି ଭି-ଡି-ଓ ଭା-ଇ-ରା-ଲ କରିଛ ? ଯୁବତୀ ଜଣଙ୍କ କହିଲେ ଯେ ସାର ମୁଁ କିଛି ଭି-ଡି-ଓ ଭା-ଇ-ରା-ଲ କରି ନାହିଁ । ମାତ୍ର ସାର କହିଲେ ଯୁବତୀ ଙ୍କୁ ଯେ ସମସ୍ତେ କହୁଛନ୍ତି ଯେ ତୁମେ ଭି-ଡି-ଓ ଭା-ଇ-ରା-ଲ କରିଛ ବୋଲି । ମାତ୍ର ବିଶ୍ଵଜିତ ସାର ଯୁବତୀ ଜଣଙ୍କ ସହିତ ଦୁର୍ବ୍ୟବହାର କରି ତାଙ୍କୁ ଖରାପ ଭାଷା ପ୍ରୟୋଗ କରି ଗାଳିଗୋଲୋଚ କରିଲେ ।

ଏହାପରେ ଧମକ ଦେଇ କହିଲେ ଯୁବତୀ ଜଣଙ୍କୁ ଚାକିରୀରୁ ବାହାର କରିଦେବେ ତଥା କାଲିଠାରୁ ତାଙ୍କୁ ଆଉ ଗେଟ ମଧ୍ୟରେ ଭର୍ତ୍ତି କରାଇ ଦେବେ ନାହିଁ । ଏହିଭଳି କହି ଯୁବତୀ ଜଣକୁ ଧମକ ଦେଲେ । ସୁପରଭାଇଜର ମଧ୍ୟ କୌଣସି ପ୍ରକାରର କଥା ଶୁଣିଲେ ନାହିଁ ଯୁବତୀ ଙ୍କର । ତେବେ ଏହି ଘଟଣା ୨୫ ତାରିଖ ୨ ଘଟିକା ସମୟର ଅଟେ ବୋଲି ଯୁବତୀ କହିଛନ୍ତି ।

ଏହାପରେ ସେଦିନ ଯୁବତୀ ଜଣଙ୍କ କାମ ସାରି ଘରକୁ ଗଲେ । ଏହାପରେ ଦ୍ଵିତୀୟ ଦିନ ଡାକ୍ତର ସୃତି ରଞ୍ଜନ ମୁଦୁଲି କହିଲେ ଯେ ତୁମେ ନିଜେ ଭି-ଡି-ଓ ଭା-ଇ-ରା-ଲ କରିଛ କାହିଁକି ମନା କରୁଛ ? ମାତ୍ର ଯୁବତୀ ଜଣକ କହିଲେ ସାର ଆପଣ ଦେଖିଥିଲେ କି ମୁଁ ଭି-ଡି-ଓ ଭା-ଇ-ରା-ଲ କରିଛି ବୋଲି ? ଏହାପରେ ଡାକ୍ତର କହିଲେ ଯେ ମୋ କଥାର ଜବାବ ଦଉଛୁ ତତେ ତୁ ପର୍ଶନାଲ ରୁମ କୁ ଆସେ ତୋ ସହିତ କଥା ଅଛି ।

ଏହାପରେ ଯୁବତୀ ଙ୍କ ସହିତ ଜବରଦସ୍ତ ସମ୍ପର୍କ ରଖିଲେ । ଯୁବତୀ ଜଣଙ୍କ ଅଭିଯୋଗ କରିଲେ ସୁପରଭାଇଜର କୁ ମାତ୍ର ସେ କହିଲେ ଯେ ତୁମେ ୫ ତାରିଖ ପର୍ଯ୍ୟନ୍ତ ଘରେ ବସ ଆମେ ଡାକିବୁ । କିନ୍ତୁ ଯୁବତୀ ଙ୍କ ନମ୍ବର ବ୍ଲକ ଲିଷ୍ଟରେ ପକାଇବା ସହିତ ତାକୁ ଚାକିରୀ ରୁ କାଢିଦେଲେ । ବର୍ତ୍ତମାନ ଯୁବତୀ ଜଣକ ଥାନାର ଦ୍ଵାରସ୍ଥ ହୋଇ କହିଛନ୍ତି ଯେ ତାଙ୍କର ନ୍ୟାୟ ଦରକାର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button