ଓଡିଶା

Interesting Gk Questions- କ୍ଷେତରେ ସବୁଜ, ବଜାରରେ କଳା, ଘରକୁ ଆଣିଲେ ଲାଲ ହୋଇଯାଏ, ତ କୁହନ୍ତୁ ତାହା କଣ ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ। ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ।ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ।

୧- ମନୁଷ୍ୟର ଆଖି କେତେ ଦୂର ପର୍ଯ୍ୟନ୍ତ ଦେଖିପାରେ।
ଉତ୍ତର- ୨୦ କିଲୋମିଟର।

୨- ମଶା କେତେ ଫିଟ ଦୁର ଉଡ଼ିପାରେ।
ଉତ୍ତର- ୫୦ ଫିଟ।

୩- ପୁରା ଦୁନିଆରେ କେତେ ଦେଶ ରହିଥାଏ।
ଉତ୍ତର- ୧୯୫।

୪- ଭାରତରେ ମୋଟ କେତୋଟି ଭାଷା କୁହାଯାଏ।
ଉତ୍ତର- ୧୨୨।

୫- ଇଂରେଜ ଭାରତ କୁ କେତେ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ।
ଉତ୍ତର- ୨୦୦ ବର୍ଷ ପର୍ଯ୍ୟନ୍ତ।

୬- ମନୁଷ୍ୟ ର ମସ୍ତିଷ୍କ ରେ କେତେ ପ୍ରତିଶତ ପାଣି ଥାଏ।
ଉତ୍ତର- ୮୦%।

୭- ଇଣ୍ଡିଆ ଗେଟ ର ନିର୍ମାଣ କେବେ ହୋଇଥିଲା।
ଉତ୍ତର- ୧୯୨୧ ରେ।

୮- ବୁଢିଆଣି ର କେତୋଟି ଗୋଡ଼ ଥାଏ।
ଉତ୍ତର- ୮ ଟି।

୯- ଉଡାଯାହାଜ ର ଖୋଜ କେଉଁ ଦେଶ କରିଥିଲା।
ଉତ୍ତର- ଆମେରିକା।

୧୦- ଗୋଲାପ କେଉଁ ଦେଶର ଜାତୀୟ ଫୁଲ।
ଉତ୍ତର- ଇରାନ।

୧୧- ଟ୍ରେନ ର ଆବିଷ୍କାର କେଉଁ ଦେଶ କରିଥିଲା।
ଉତ୍ତର- ଇଂଲଣ୍ଡ।

୧୨- ବୃଦ୍ଧ ବେଳେ ହାଡ଼ କେଉଁ ଅଭାବ ଯୋଗୁଁ ଦୁର୍ବଳ ହୋଇ ପଡେ।
ଉତ୍ତର- କ୍ୟାଲସିୟମ।

୧୩- ପୃଥିବୀ ରୁ ଚମକୁଥିବା ଗ୍ରହ କଣ।
ଉତ୍ତର- ଶୁକ୍ର ଗ୍ରହ।

୧୪- ଶରୀର ରେ କେଉଁ ଅଙ୍ଗ ରେ ହୋଇଥିବା କ୍ଷତ ଶୀଘ୍ର ଭଲ ହୋଇଯାଏ।
ଉତ୍ତର- ଜିଭ।

୧୫- ଖେତ ରେ ସବୁଜ,ବଜାରରେ କଳା,ଘରେ ଆଣିଲେ ଲାଲ ହୋଇଯାଏ ତେବେ ସେ କିଏ?
ଉତ୍ତର- ଚା ପତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button