ନିଜ ଜନ୍ମ ତାରିଖରୁ ଜାଣନ୍ତୁ କଣ ଲେଖା ଅଛି ଆପଣଙ୍କ ଭାଗ୍ୟରେ ? ବାଛନ୍ତୁ ନିଜ ଜନ୍ମ ତାରିଖ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଏଭଳି ସୂଚନା ଦେବାକୁ ଯାଉଅଛୁ ଯାହା ଆପଣଙ୍କୁ ବେସ ପସନ୍ଦ ହେବ । ତେବେ ଆପଣଙ୍କ ଜନ୍ମ ତାରିଖରୁ ଆପଣ ଜାଣିପାରିବେ ଯେ ଆପଣଙ୍କ ଭାଗ୍ୟରେ କ’ଣ ଲେଖା ହୋଇଛି । ଏଠାରେ 1 ରୁ ଆରମ୍ଭ କରି 31 ପର୍ଯ୍ୟନ୍ତ ନମ୍ବର ରହିଅଛି । ଏହି ନମ୍ବର ଗୁଡିକ ରେ ରଙ୍ଗ ରହିଅଛି ଯାହା କିଛି କିଛି ମିଶି ଅଛି ଆଉ କିଛି ପୃଥକ । ତେବେ ଆପଣଙ୍କ ଜନ୍ମ ତାରିଖ କଣ ଅଟେ ସବୁଠାରୁ ପ୍ରଥମେ ଆପଣ ତାହା ଚିନ୍ତା କରି ନିଅନ୍ତୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

ଯେଉଁ ମାନଙ୍କ ନମ୍ବର ଲାଲ ଅଥବା କମଳା ରଙ୍ଗର ଅଛି, ଯଦି ଆପଣଙ୍କ ଜନ୍ମ ଏହି ତାରିଖ ମାନଙ୍କରେ ହୋଇଛି ତେବେ ଆପଣଙ୍କ ଭାଗ୍ୟ ରେ ଲେଖା ହୋଇଛି, ଯେ ଆପଣଙ୍କୁ ପଇସା ନିମନ୍ତେ ସବୁଠାରୁ ଅଧିକା ଚିନ୍ତା ହୋଇଥାଏ । ଆପଣ ନିଜ କଷ୍ଟର ମାର୍ଗ ଖୋଜିବାକୁ ବହୁତ ଚେଷ୍ଟା କରିଥାନ୍ତି । ନୂଆ କିଛି କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି । ଭାଗ୍ୟ ଆପଣଙ୍କ କର୍ମ ଉପରେ ନିର୍ଭର କରିଥାଏ ଏଣୁ ଆପଣ ପ୍ରୟା
ଯେଉଁ ମାନଙ୍କ ଜନ୍ମ ତାରିଖ ହଳଦିଆ ତଥା ଗ୍ରୀନ ରଙ୍ଗର ଅଛି, ସେମାନଙ୍କୁ ଅନେକ ସମୟରେ ଲାଗିଥାଏ ଯେ ତାଙ୍କ ଭାଗ୍ୟ ଉତ୍ତମ ଅଛି ମାତ୍ର କେବେ କେବେ ସେମାନେ କହିଥାନ୍ତି ଭାଗ୍ୟ ଖରାପ ବୋଲି । ମାତ୍ର ଯାହା ଭାଗ୍ୟରେ ଲେଖା ହୋଇଛି ତାହା ନିଶ୍ଚିତ ଭାବରେ ହେବ । ଏଥିରେ କିଏ କିଛି କରି ପାରିବେ ନାହିଁ । ଆପଣ ଏକ ଏଭଳି ବ୍ୟକ୍ତି ଅଟନ୍ତି ଯିଏ କେବେ କାହାର ଦୁଃଖ ଦେଖି ପାରିବ ନାହିଁ । ଆପଣଙ୍କ ଭାଗ୍ୟ ବହୁତ ପ୍ରବଳ ଅଟେ ।

ଯେଉଁ ମାନଙ୍କ ଜନ୍ମ ତାରିଖ ବାଇଗଣି ତଥା ବ୍ଲୁ ରଙ୍ଗର ଅଛି, ତେବେ ଆପଣ ଉତ୍ତମ ବୁଝାମଣା ରଖୁଥିବା ବ୍ୟକ୍ତି ଅଟନ୍ତି । ଆପଣ ଅଳ୍ପ କଞ୍ଜୁସ ମଧ୍ୟ ଅଟନ୍ତି ଅନେକ ସମୟରେ ଆପଣ ଅଧିକ କିଛି ଚିନ୍ତା କରିଦେଇଥାନ୍ତି । ଆପଣ ବହୁତ ଡରି ଡରି ରହିଥାନ୍ତି ତଥା ଲଢେଇ ଝଗଡାରେ ବହୁତ ଇଣ୍ଟ୍ରେଷ୍ଟ ରଖିଥାନ୍ତି । ଆପଣ ନିଜ ଭବିଷ୍ୟତ ନିମନ୍ତେ ସିରିୟସ ନୁହଁନ୍ତି । ଆପଣ ସବୁବେଳେ ଫ୍ରିଡମରେ ରହିବାକୁ ପସନ୍ଦ କରନ୍ତି । ମାତ୍ର ସମୟ ଥାଉ ଥାଉ ଆପଣ ନିଜ ଅଭ୍ୟାସ କୁ ପରିବର୍ତ୍ତନ କରି ନିଅନ୍ତୁ । ଭଗବାନ ଶିବଙ୍କର ବହୁତ ବଡ କୃପା ରହିଛି ଆପଣଙ୍କ ଉପରେ ।

ଆପଣଙ୍କ ଭାଗ୍ୟରେ ବହୁତ ଅର୍ଥ ଲେଖା ହୋଇଛି ମାତ୍ର ଆପଣଙ୍କର ଖରାପ ଅଭ୍ୟାସ ଆପଣଙ୍କୁ ସେଠାକୁ ପହଞ୍ଚିବାକୁ ଦେଉନାହିଁ । ଯେଉଁଭଳି ଭାବରେ କର୍ମ ଖରାପ ହେଉଛି ଆପଣଙ୍କ ଠାରୁ ଭାଗ୍ୟ ଦୂରେଇ ହୋଇ ଯିବାରେ ବସିଛି । ଯଦି ଆପଣ ଚାହୁଁଛନ୍ତି ଯେ ଭଲ ସମୟ ଆପଣଙ୍କ ପାଖକୁ ଚାଲି ଆସୁ ତେବେ ଆପଣଙ୍କୁ ନିଜ କର୍ମ ରେ ପରିବର୍ତ୍ତନ କରିବାକୁ ହେବ ।



