ଜୀବନଶୈଳୀ

ଯିଏ ଯାହା ଭାବୁ, କଲେଜରୁ ଆସିଲେ ଏଠି ଠେଲା ଲଗାଉଛୁ, କଲେଜରୁ ଆସିଲେ ଏଠି ଠେଲା ଲଗାଉଛୁ, ପଇସା କମାଉଛୁ ନିଜେ ନିଜର…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଖବର ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯାହାକୁ ଶୁଣି ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ । ତେବେ କାହା ଆଗରେ ହାତ ନ ପତାଇ ନିଜ ଗୋଡରେ ନିଜେ ଛିଡା ହେବା ବହୁତ ବଡ କଥା । ଏହିଭଳି କିଛି ଘଟଣା ସମ୍ବନ୍ଧରେ ଆଜି ଆମ୍ଭେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଲାଜ ଏବଂ ଲୋକ ମାନଙ୍କ କଥା କୁ ନ ଶୁଣି ନିଜ ଇଚ୍ଛାରେ ଆଜି କିଛି କରିବାକୁ ଠେଲା ଲଗାଇଛନ୍ତି ।

ଝିଅ ଦୁଇଜଣ ଏଭଳି ମନବଳୋ କୁ ବଢାଇ ରୋଜଗାରର ପନ୍ଥା ନିଜେ ବାହାର କରିଛନ୍ତି । ଗୋଟିଏ ଝିଅ କଲେଜରେ ଯୁକ୍ତ ୩ ରେ ପାଠ ପଢୁଛନ୍ତି । ଏବଂ ସେ ଏହି ବିଜନେସ କୁ ଦଶହରା ରୁ ଆରମ୍ଭ କରିଛନ୍ତି । ବେଳେ ବେଳେ କଲେଜ ସାଙ୍ଗସାଥି ମଧ୍ୟ ତାଙ୍କ ଦୋକାନକୁ ଆସନ୍ତି ଆଉ ଏଠାରେ ଖାଆନ୍ତି, ପଚାରି ଦିଅନ୍ତି ଯେ ତୁ ଏହି ରାସ୍ତା କଡରେ କେଉଁ ବ୍ୟାପାର କରୁଛୁ ? ମାତ୍ର ସେମାନଙ୍କ କଥା କୁ ଆଦୌ ଧ୍ୟାନ ନ ଦେଇ ନିଜ ବିଜନେସ ଉପରେ ଧ୍ୟାନ ଦିଅନ୍ତି ।

ଆଉ ଏହା ମଧ୍ୟ ଖୁସି ଖୁସି ରେ ସେମାନେ କହିଛନ୍ତି ଆମ୍ଭକୁ ଏହା କରିବାକୁ ଆଦୌ ଖରାପ ଲାଗେ ନାହିଁ । ମାତ୍ର ଜଣେ ଜଣେ ରହିଥାନ୍ତି ଯେଉଁମାନେ ଖରାପ କମେଣ୍ଟ କରିଦେଇଥାନ୍ତି ତଥା ତାଙ୍କର ମେଣ୍ଟାଲିଟି ସଠିକ ନଥାଏ । ମାତ୍ର ଦୁନିଆ ବଦଳିଲେ ମଧ୍ୟ କେବେ ମଧ୍ୟ ଲୋକଙ୍କ ଚିନ୍ତାଧାରା ବଦଳିବ ନାହିଁ । ତେବେ ମଣିଷ ଚାହିଁଲେ ଅସମ୍ଭବ କୁ ସମ୍ଭବରେ ପରିଣତ କରି ପାରିବ । ନିଜର ଯେ କୌଣସି ପରିସ୍ଥିତି ରୁ ବାହାରି ଗୋଟିଏ ଭଲ ସମୟକୁ ଜନ୍ମ ଦେଇପାରେ ।

ଦିନେ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁଥିବା ଅସହାୟ ମହିଳା ମାନେ ଆଜି ସାମ୍ନା କୁ ଆସୁଛନ୍ତି, ସେମାନେ ନିଜର କୌଶଳରେ କିଛି କରି ଦେଖାଉଛନ୍ତି । ସେହିଭଳି ଆଜି ଦେଖିବାକୁ ମିଳିଛି ଏହି ଦୃଶ୍ୟ । ନିଜେ ସ୍ବାବାଲମ୍ବୀ ହେବା ସହିତ ଅନ୍ୟ ମାନଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ଦେଉଛନ୍ତି ।

କଥାରେ ଅଛି ଏକତା ବଳରେ ସର୍ବସିଦ୍ଧି ହୋଇପାରେ । ଆଉ ଏହି ଦୃଶ୍ୟ କୁ ଦେଖିଲେ ଆପଣ ମଧ୍ୟ ସଠିକ ଭାବରେ ଅନୁମାନ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button