ମନୋରଞ୍ଜନ

ପେଟ ସଫା କରିବାର ଘରୋଇ ଉପାୟ, ରାତିରେ କେବଳ 1 ଚାମଚ ପିଇ ନିଅନ୍ତୁ, ସକାଳୁ ପୁରା ପେଟ ସଫା ହେଇଯିବ- Health Tips

ବନ୍ଧୁଗଣ ଆଜିକାଲି ପ୍ରାୟ ଅଧିକାଂଶ ଲୋକ ମାନଙ୍କର ପେଟ ଜନିତ ସମସ୍ଯା ଦେଖିବାକୁ ମିଳୁଛି, ବନ୍ଧୁଗ  ଏହାର ମୁଖ୍ୟ କାରଣ ହେଉଛି ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ । ସାଧାରଣତଃ ଲୋକମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟର ସେବନ କରିଥାନ୍ତି, ଯାହାଫଳରେ ପେଟ ଜନିତ ସମସ୍ଯା ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଏହି ପେଟ ଜନିତ ସମସ୍ଯା ବର୍ତ୍ତମାନ ସାଧାରଣ ହୋଇଯାଇଛି, ଛୋଟ ପିଲା ମାନଙ୍କ ଠାରୁ ନେଇ ବଡ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପେଟ ଜନିତ ସମସ୍ଯା ହେଉଛି । ବନ୍ଧୁଗଣ ଏହି ସମସ୍ଯା ପାଇଁ ଅନ୍ୟ କେତେକ ବଡ ବଡ ରୋଗ ହେବାର ମଧ୍ୟ ସମ୍ଭାବନା ରହିଛି ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ କରି ଆପଣ ମାନେ ନିଜ ପେଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ସଂପୂର୍ଣ୍ଣ ଏକ ଘରୋଇ ଉପଚାର ଯାହାକୁ ଆପଣ ମାନେ ବହୁତ ସହଜରେ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ବନ୍ଧୁଗଣ ଉପଚାର ପାଇଁ ପ୍ରଥମେ ଆପଣ ଗ୍ଯାସ ଚୁଲାରେ ଏକ ପାତ୍ର ବସାନ୍ତୁଓ ଏଥିରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଦୁଇ ଚାମଚ ଚାହା ପତି ଓ ଓ ଏକ ଚାମଚ ମହୂ ମିଶାନ୍ତୁ ।

ବନ୍ଧୁଗଣ ଏଥିରେ ଆପଣ ଚିନୀର ପ୍ରୟୋଗ କରନ୍ତୁ ନାହିଁ, ଯଦି ଆପଣ ଚାହିଁବେ ତା ହେଲେ ଆପଣ ଅଳ୍ପ ମିଶ୍ରିର ବ୍ୟବହାର କରିପାରିବେ । ହେଲେ ବନ୍ଧୁଗଣ ଏହି ଉପଚାର ପାଇଁ ମହୂ ହେଉଛି ସବୁଠାରୁ ଉତ୍ତମ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଏକ ଖଣ୍ଡ ଅଦାକୁ ଛେଚି ଏହି ମିଶ୍ରଣରେ ପକାଇ ଦିଅନ୍ତୁ । ବର୍ତ୍ତମାନ ବନ୍ଧୁଗଣ ଆପଣ ଏହାକୁ ୫ ରୁ ୬ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ ।

ଫୁଟବା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଏହାକୁ ଛାଣି ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣରେ ଏକ ଚାମଚ ଜଡା ତେଲ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଆପଣ ଏହାକୁ ରାତିରେ ଶୋଇବାର ୧୫ ମିନିଟ ପୂର୍ବରୁ ସେବନ କରନ୍ତୁ । ବନ୍ଧୁଗଣ ଦେଖିବେ ଏହାକୁ ପ୍ରଥମ ଥର ସେବନ କରିଲେ ଆପଣଙ୍କୁ ଏହାର ଫରକ ଜଣା ପଡିଯିବ ।

ବନ୍ଧୁଗଣ ଏହାର ଗୋଟିଏ ଥର ବ୍ୟବହାରରେ ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣଙ୍କ ପଚନ ପ୍ରକ୍ରିୟା ମଝବୁତ ହୋଇଯିବ । ବନ୍ଧୁଗଣ ଏହାର କୌଣସି ସାଇଡ ଇଫେକ୍ଟ ନାହିଁ ତେଣୁ ଆପଣ ଏହାକୁ ଛୁଆ ମାନଙ୍କୁ ମଧ୍ୟ ଦେଇ ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button