ମନୋରଞ୍ଜନ

କଲେଜ ଖୋଲିବା ଗଲେ କଲେଜ ଗଲେ ଓଡିଆ ହିରୋଇନ ଭୂମିକା, କଲେଜ ରେ ଭୂମିକାଙ୍କୁ ଦେଖିବା ପାଇଁ ଜମିଲା ଭିଡ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଭୂମିକା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଭୂମିକାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଭୂମିକା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଭୂମିକାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଏହି କିଛି ସମୟ ହେବ ଭୂମିକାଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି କାରଣ ଭୂମିକା ଏକ କଲେଜରେ ନଜର ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଲକଡାଉନ ପରେ ସରକାର ସମସ୍ତ କଲେଜ ଓ ସ୍କୁଲକୁ ଖୋଲିବାର ଘୋଷଣା କରିଛି । ଯାହାଫଳରେ ଛାତ୍ର ଛାତ୍ରୀ ମାନେ ସ୍କୁଲ ଓ କଲେଜରେ ନଜର ଆସୁଛନ୍ତି । ଏହି କିଛି ଦିନ ପୂର୍ବରୁ ଭୂମିକା ମଧ୍ୟ ଏକ କଲେଜରେ ନଜର ଆସିଥିଲେ । ଭୂମିକାଙ୍କୁ ଦେଖିବା ପାଇଁ ବହୁତ ଲୋକ ସେହି ସ୍ଥାନରେ ପହଞ୍ଚି ଥିଲେ । ବନ୍ଧୁଗଣ ପ୍ରକୃତ କଥା ହେଲା ଭୂମିକା ଏକ ଫିଲ୍ମର ସୁଉଟିଙ୍ଗ ପାଇଁ କଲେଜ ଯାଇଥିଲେ । ଏହି ଫିଲ୍ମଟିର ନାମ ହେଉଛି ‘କହିଦେ ଥରେ ଆଇ ଲଭ ୟୁ’ ।

ଏହି ଫିଲ୍ମଟିର ମୁଖ୍ୟ ଭୂମିକାରେ ଆରିୟାନ ରହିଥିବା ବେଳେ ଭୂମିକା ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିବେ । ବନ୍ଧୁଗଣ ଆଗାମୀ ସମୟରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି । ଯାହାକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଉତ୍ସାହିତ ଅଛନ୍ତି । ଯେତେବେଳେ ଭୂମିକା କଲେଜ ଡ୍ରେସ ପିନ୍ଧି କଲେଜରେ ପାଦ ଦେଇଥିଲେ ସେତେବେଳେ ପିଲା ମାନେ ଭୂମିକାଙ୍କୁ ଦେଖିବା ପାଇଁ କଲେଜ କ୍ୟାମ୍ପସ ରେ ଭିଡ କରିଦେଇଥିଲେ । ଯାହାଫଳରେ ସୁଉଟିଙ୍ଗ କରିବା ପାଇଁ ବହୁତ ଅସୁବିଧା ହୋଇଥିଲା ।

ହେଲେ କିଛି ସମୟ ଅପେକ୍ଷା କରିବା ପରେ କଲେଜ କ୍ୟାମ୍ପସରେ ଭିଡ କମିଥିଲା ଓ ଭୂମିକା ଅଭିନୟ କରିପାରିଥିଲେ । ବନ୍ଧୁଗଣ ଭୂମିକାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଆଗାମୀ ସମୟରେ ଭୂମିକାଙ୍କର ଏହି ଫିଲ୍ମକୁ ଦେଖିବା ପାଇଁ ମଧ୍ୟ ଲୋକମାନେ ଉତ୍ସାହିତ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button