ନୀତି

ଏମିତିକା ଝିଅ ଯେଉଁଠି ବି ମିଳନ୍ତୁ, ସଙ୍ଗେ ସଙ୍ଗେ ବାହା ହୋଇଯିବା ଉଚିତ, ପୁଅମାନେ ନିଶ୍ଚୟ ଦେଖନ୍ତୁ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହ କୁ ନେଇ ବହୁତ କିଛି ଚିନ୍ତା କରିଥାଏ।ବ୍ୟକ୍ତି ମନରେ ସର୍ବ ପ୍ରଥମେ ଏହି ପ୍ରଶ୍ନ ଉଠିଥାଏ ଯେ, ସେ ଯାହାକୁ ବିବାହ କରୁଛି ସେହି ନାରୀ ଟି ତା’ ପାଇଁ ଯୋଗ୍ୟ ଅଥବା ନୁହେଁ। ଭବିଷ୍ୟତରେ ସେହି ନାରୀ ସେହି ବ୍ୟକ୍ତି ଓ ବ୍ୟକ୍ତି ର ପରିବାର ସହିତ କିପରି ରହିବ ତଥା ବ୍ୟବହାର କରିବ ଆଦି ସମ୍ବନ୍ଧରେ ବ୍ୟକ୍ତି ମନରେ ପ୍ରଶ୍ନ ଉଠିଥାଏ।

ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି କୁ ସିଦ୍ଧ ନାରୀ ସହିତ ବିବାହ କରିବା ଉଚିତ। ତେବେ ଶାସ୍ତ୍ର ରେ ନାରୀ ମାନଙ୍କୁ ନେଇ ଏଭଳି କିଛି ଗୁଣ ସମ୍ବନ୍ଧରେ ରହିଛି ଯାହା ନାରୀ କୁ ସିଦ୍ଧ ସାବ୍ୟସ୍ତ କରିଥାଏ। ସେଭଳି ଗୁଣ ଥିବା ନାରୀ ଙ୍କୁ ବିବାହ କରିବା ସମ୍ପୂର୍ଣ୍ଣ ରୂପରେ ଉଚିତ ହୋଇଥାଏ ଏବଂ ଭବିଷ୍ୟତରେ ମଧ୍ୟ କୌଣସି ଅସୁବିଧା ର ସମ୍ମୁଖୀନ ହେବାକୁ ପଡିନଥାଏ। ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ ଜଣେ ନାରୀ ମଧ୍ୟରେ କେଉଁ ସବୁ ଗୁଣ ବିଦ୍ୟମାନ ରହିବା ଉଚିତ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ନାରୀ କାର୍ଯ୍ୟ କୁ ଯଦିଓ ସଠିକ ରୂପରେ କରି ପାରନ୍ତି ନାହିଁ, କିନ୍ତୁ ନିଜ ପରିବାର ର ସମସ୍ତ ଦାୟିତ୍ୱ ସଠିକ ରୂପରେ ତୁଲାଇ ଥାଆନ୍ତି ଏବଂ ସକ୍ଷମ ଥାହାନ୍ତି। ସେହି ନାରୀ ପରିବାରର ସମ୍ମାନ ବୃଦ୍ଧି କରିଥାନ୍ତି।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ନାରୀ ଙ୍କ ମଧ୍ୟରେ ବଡ଼ ତଥା ଗୁରୁଜନ ମାନଙ୍କୁ ସମ୍ମାନ ପ୍ରଦାନ କରିବା ଅଭ୍ୟାସ ରହିଥାଏ, ସେହି ନାରୀ ନିଜ ଘର ପରିବାର କୁ ଶୃଙ୍ଖଳିତ ରଖିଥାନ୍ତି।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ନାରୀ ନିଜ ସାଂସ୍କୃତିକ ଧର୍ମ କୁ ସର୍ବଦା ପାଳନ କରିଥାଏ ସେହି ନାରୀ ବିବାହ ନିମନ୍ତେ ଶ୍ରେଷ୍ଠ ରୂପରେ ବିବେଚନା ହୋଇଥାନ୍ତି। ଏହି ନାରୀ ମାନେ ପୂଜାପାଠ ରେ ଲିପ୍ତ ରୁହନ୍ତି। ଯାହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ନାରୀ ମାନଙ୍କ ମଧ୍ୟରେ ସଞ୍ଚୟ କରିବାର ଗୁଣ ରହିଥାଏ, ସେହି ନାରୀ କେବେବି ପରିବାର ରେ ଆର୍ଥିକ ସମସ୍ୟା ଉତ୍ପନ୍ନ ହେବାକୁ ଦିଅନ୍ତି ନାହିଁ ଏବଂ ସେହି ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ପ୍ରତିମା ବୋଲି ବିବେଚନା କରାଯାଏ।

 

୫. ବନ୍ଧୁଗଣ ପଞ୍ଚମତଃ, ଯେଉଁ ନାରୀ ମାନେ ମିଷ୍ଠଭାଷୀ ହୋଇଥାନ୍ତି ଏବଂ ନିଜର ବାଣୀ ରେ ଲୋକ ମାନଙ୍କ ହୃଦୟ କୁ କିଣି ନିଅନ୍ତି ସେଭଳି ନାରୀ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି।

୬. ବନ୍ଧୁଗଣ ଷଷ୍ଠତଃ,ଯେଉଁ ନାରୀ ମାନେ ବିବାହ ପରେ ନିଜ ଜୀବନସାଥୀ ଓ ପରିବାର ର ଯତ୍ନ ନେଇଥାନ୍ତି ସେହି ନାରୀ ବିବାହ ପାଇଁ ଶ୍ରେଷ୍ଠ ହୋଇଥାନ୍ତି। ଏଭଳି ନାରୀ ଯେ କୌଣସି ପରିସ୍ଥିତିରେ ମଧ୍ୟ ପରିବାର ଠାରୁ ଅଲଗା ହୁଅନ୍ତି ନାହିଁ। ସର୍ବଦା ପରିବାର ସହିତ ମିଶିକରି ରୁହନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button