ମନୋରଞ୍ଜନ

TV ସିରିଏଲ ‘ଶ୍ରୀ କୃଷ୍ଣ’ ର ରୁକ୍ମଣୀ ଆଜି ଏତେ ବର୍ଷ ପରେ ଦେଖା ଯାଆନ୍ତି କିଛି ଏମିତି କି ଆପଣ ବି ଦେଖିଲେ ଚିହ୍ନି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ଧାରବାହିକ ‘ଶ୍ରୀକୃଷ୍ଣ’ ତ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଏହି ଧାରବାହିକ କୁ ଆମେ ମଧ୍ୟ ଦେଖିଥିଲୁ। ଏହି ଧାରବାହିକ ଦୂରଦର୍ଶନ ଚ୍ୟାନେଲରେ ପ୍ରସାରିତ ହୋଇଥିଲା। ସେତେବେଳେ ଏହି ଧାରବାହିକ କୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଏବଂ ଏବେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି। ଏହି ଧାରବାହିକ ରେ କାମ କରିଥିବା ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ରାତାରାତି ବହୁତ ଲୋକପ୍ରିୟ ଏବଂ ପ୍ରସିଦ୍ଧ ହୋଇଯାଇଥିଲେ।

ରାମାନନ୍ଦନ ସାଗରଙ୍କ ଧାରବାହିକ ‘ଶ୍ରୀକୃଷ୍ଣ’ ରେ ଶ୍ରୀକୃଷ୍ଣ ଙ୍କ ଚରିତ୍ର ରେ ‘ସର୍ଵ ଦମନ ଡ଼ି ବର୍ମନ’ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟ ଏତେ ସୁନ୍ଦର ଏବଂ ବାସ୍ତବିକ ଥିଲା ଯେ ଦର୍ଶକ ମାନେ ତାଙ୍କୁ ହିଁ ଶ୍ରୀକୃଷ୍ଣ ବୋଲି ଭାବୁଥିଲେ ଏବଂ ଏହା ସହିତ ତାଙ୍କ ଅଭିନୟ ରେ ହିଁ ଶ୍ରୀକୃଷ୍ଣ ଙ୍କ ର ଝଲକ ଦେଖିବାକୁ ମିଳିଥାଏ। ସେ ନିଜର ଅଭିନୟ ମାଧ୍ୟମରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ଏବଂ ପ୍ରସିଦ୍ଧି ଲାଭ କରିଥିଲେ।

ଧାରାବାହିକ ‘ଶ୍ରୀକୃଷ୍ଣ’ ରେ ରୁକ୍ମଣୀ ଙ୍କ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଜଣକ ହେଉଛନ୍ତି ‘ପିଙ୍କି ପାରେଖ’।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଧାରାବାହିକ ରେ ରୁକ୍ମିଣୀ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଅର୍ଥାତ ‘ପିଙ୍କି ପାରେଖ’ ଙ୍କ ବିଷୟରେ ହିଁ କହିବାକୁ ଯାଉଛୁ। ସେ ବର୍ତ୍ତମାନ କିପରି ଦେଖା ଯାଉଛନ୍ତି ଏବଂ ସେ କିପରି ରହୁଛନ୍ତି ଆଦି ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଅବଗତ କରାଇବୁ।

ଶ୍ରୀ କୃଷ୍ଣ ଧାରାବାହିକ ରେ ରୁକ୍ମଣୀ ଚରିତ୍ର ରେ ଅଭିନେତ୍ରୀ ପିଙ୍କି ପାରେଖ ଅଭିନୟ କରିଥିଲେ। ଦର୍ଶକ ମାନେ ତାଙ୍କୁ ରୁକ୍ମଣୀ ଚରିତ୍ର ରେ ଖୁବ ପସନ୍ଦ ମଧ୍ୟ କରିଥିଲେ। ତାଙ୍କର ସୁନ୍ଦର ଏବଂ ଆକର୍ଷଣୀୟ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରିଥିଲେ। ଏବଂ ତାଙ୍କୁ ମଧ୍ୟ ସତରେ ରୁକ୍ମଣୀ ବୋଲି ମାନି ନେଇଥିଲେ। ବନ୍ଧୁଗଣ ଅଭିନେତ୍ରୀ ‘ପିଙ୍କି ପାରେଖ’ ଙ୍କ ଜନ୍ମ ଗୁଜୁରାଟ ରେ ହୋଇଥିଲା। ଏହି ଅଭିନେତ୍ରୀ ନିଜର ଅଭିନୟ କ୍ୟାରିୟର ୧୯୯୪ ରେ ଆସିଥିବା ଧାରବାହିକ ‘ଶ୍ରୀକୃଷ୍ଣ’ ଜରିଆରୁ ହିଁ ଆରମ୍ଭ କରିଥିଲେ। ଏହି ସିରିଆଲ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ଏବଂ ପ୍ରସିଦ୍ଧି ଲାଭ କରିଥିଲେ।

ଏହାପରେ ଏହି ଅଭିନେତ୍ରୀ ଗୁଜୁରାଟ ରେ ଗୁଜୁରାତି ସିନେମାରେ ଅଭିନୟ ଆରମ୍ଭ କରିଥିଲେ। ପିଙ୍କି ପାରେଖ ଯେତେବେଳେ ନିଜର ଅଭିନୟ କ୍ୟାରିୟର ରେ ଅଭିନୟ କରୁଥିଲେ ସେ ସେତେବେଳେ ବହୁତ ସୁନ୍ଦର ଓ ପତଳା ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କୁ ଦେଖିଲେ ପ୍ରଥମ ନଜର ରେ ହୁଏତ ଆପଣ ମାନେ ଜାଣି ପାରିବେ ନାହିଁ। କାରଣ ଏବେ ତାଙ୍କ ଓଜନ ବହୁତ ବଢି ଯାଇଛି। ଏବଂ ବହୁତ ମୋଟା ମଧ୍ୟ ଦେଖା ଯାଉଛନ୍ତି।

ପିଙ୍କି ଙ୍କୁ ଶେଷ ଥର ଗୁଜୁରାତି ସିନେମା ‘ମଣ୍ଟୁ କି ବିଟୁ’ ରେ ଦେଖା ଯାଇଥିଲେ ଏବଂ ଏହା ପରେ ସେ ନିଜର ବୈବାହିକ ଜୀଵନ ଅର୍ଥାତ ନିଜର ସଂସାର ରେ ବହୁତ ବ୍ୟସ୍ତ ହୋଇ ପଡିଲେ।
ବର୍ତ୍ତମାନ ସେ ନିଜର ସଂସାର ରେ ସେ ବହୁତ ଖୁସି ରେ ଅଛନ୍ତି।ଅଭିନେତ୍ରୀ ପିଙ୍କି ପାରେଖ ଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି। ଏହି ଅଭିନେତ୍ରୀ ବର୍ତ୍ତମାନ ଅଭିନୟ କ୍ଷେତ୍ର ରୁ ଦୂରରେ ଅଛନ୍ତି ଏବଂ ନିଜ ପରିବାର ସହିତ ହସଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି।

ତେବେ ବନ୍ଧୁଗଣ ଏହାଥିଲା ଧାରାବାହିକ ‘ଶ୍ରୀକୃଷ୍ଣ’ ରେ ରୁକ୍ମିଣୀ ଙ୍କ ଚରିତ୍ର ରେ ନିଜର ଅଭିନୟ ପ୍ରଦର୍ଶନ କରିଥିବା ଅଭିନେତ୍ରୀ ‘ପିଙ୍କି ପାରେଖ’ ଙ୍କ ସମ୍ବନ୍ଧରେ। ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button