ମନୋରଞ୍ଜନ

ବିବାହିତ ପୁରୁଷଙ୍କ ପ୍ରେମରେ ପାଗଳ ହେଇ ଯାଇଥିଲେ Bollywood ର ଏହି 5 ଜଣ ହିରୋଇନ, କିନ୍ତୁ ଆଜି ପର୍ଯ୍ୟନ୍ତ ଅଛନ୍ତି କୁଆଁରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କିଛି ପୁରୁଷ ମାନଙ୍କ ସହ ସମ୍ବନ୍ଧ ରଖିଥିଲେ ହେଲେ ଦୁଃଖର କଥା ଏହା ହେଉଛି ଯେ, ଏହି ଅଭିନେତ୍ରୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଆଶା ପାରେଖ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଆଶା ପାରେଖ । ବନ୍ଧୁଗଣ ଆଶା ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଆଶା ଗୋଟେ ସମୟରେ ଫିଲ୍ମ ମେକର ନାସୀର ହୁସେନଙ୍କୁ ବହୁତ ପ୍ରେମ କରୁଥିଲେ । ଏହି କଥା ବିଷୟରେ ସେ ତାଙ୍କ ଆତ୍ମକଥାରେ କହିଥିଲେ । ଆଶାଙ୍କ ମତରେ ନାସୀ ଥିଲେ ତାଙ୍କର ସଚଟ ପ୍ରେମ । ନାସୀରଙ୍କ ପ୍ରେମରେ ପଡିଥିବା ଆଶା ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ।

ସମିତା ସେଟି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶିଲ୍ପା ସେଟିଙ୍କ ଭଉଣୀ ସମିତା ସେଟି । ସମିତା ବର୍ତ୍ତମାନ ୪୧ ବର୍ଷ ବୟସର ହୋଇସାରିଛନ୍ତି ହେଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି । ସମିତା ପୂର୍ବରୁ ବିବାହିତ ମନୋଜ ବାଜପାଇଙ୍କ ପ୍ରେମରେ ପଡିଯାଇଥିଲେ । ଏହା ପରେ ସମିତାଙ୍କ ନାମ ହରମନ ବାବେଜାଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ହେଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିପାରିଲେ ନାହିଁ ।

ସୁସ୍ମିତା ସେନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ସୁସ୍ମିତା ସେନ । ବଲିଉଡ ଇଣ୍ଡଷ୍ଟ୍ରିରେ ସୁସ୍ମିତାଙ୍କ ବହୁତ ଅଫେୟାର ରହିଥିଲା । ସୁସ୍ମିତାଙ୍କ ଅଫେୟାର ବିକ୍ରମ ଭଟ୍ଟ, ସଞ୍ଜୟ ଦତ୍ତ, ସଞ୍ଜୟ କପୁର ଓ ଅନ୍ୟ କେତେକ ବିବାହିତ କଳାକାରଙ୍କ ସହିତ ରଖିଥିଲେ । ହେଲେ ବନ୍ଧୁଗଣ ୪୫ ବର୍ଷୀୟ ଅଭିନେତ୍ରୀ ସୁସ୍ମିତା ସେନ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।


ପରବୀନ ବାବି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପରବୀନ ବାବି । ବନ୍ଧୁଗଣ ପରବୀନ ବହୁତ ଅଭିନେତାଙ୍କ ସହ ସମ୍ବନ୍ଧ ରଖିଥିଲେ । ଏହା ସହିତ ମହେଶ ଭଟ୍ଟ ଓ କବୀର ବେଦିଙ୍କ ସହ ଥିବା ତାଙ୍କ ସମ୍ପର୍କ ବିଷୟରେ ସମସ୍ତ ଲୋକ ଜାଣିଥିଲେ । ସେ ସବୁ ପୁରୁଷଙ୍କ ସହ ଲିବିଙ୍ଗ ରିଲେସନରେ ରହିଥିଲେ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେ କୁଆଁରୀ ଅଛନ୍ତି ।

ତବୁ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ୫୦ ବର୍ଷୀୟ ଲୋକପ୍ରିୟ ଅଭିନେତ୍ରୀ ତବୁ । ତବୁଙ୍କ ନାମ ଫିଲ୍ମ ମେକର ସାଜିଦ ନାଦିଆଦବାଲାଙ୍କ ସହ ଯୋଡା ଯାଇଥିଲା । ତବୁ ଓ ସାଜିଦଙ୍କ ମଧ୍ୟରେ ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା । ହେଲେ ପରେ ତବୁଙ୍କ ମନ ସାଉଥ ଅଭିନେତା ନାଗାର୍ଜୁନଙ୍କ ଉପରେ ଆସିଯାଇଥିଲା । କୁହାଯାଏ ନାଗାର୍ଜୁନାଙ୍କ ପାଇଁ ତବୁ ଆଜି କୁଆଁରୀ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button