ଦେଶ ବିଦେଶ

ଶ୍ବଶୁର ଓ ଦେଢଶୁର ଡେଇଁଲେ ସବୁ ସୀମା, ଦାଣ୍ଡରେ ଗୋ-ଡା-ଇ ଗୋ-ଡା-ଇ ମା-ଡ଼ ମା-ରି-ଲେ ବୋହୂକୁ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ଶାଶୂ ବୋହୁ, ସ୍ୱାମୀ ସ୍ତ୍ରୀ କ-ଳି ଝ-ଗ-ଡା ଆପଣ ଅନେକ ଥର ଦେଖିଥିବେ ଏବଂ ଶୁଣିଥିବେ। ଏବେ ଶ୍ୱଶୁର ଏବଂ ଦେଢଶୁର କିପରି ନିଜ ଘରର ସମ୍ମାନ ଅର୍ଥାତ ଘରର ବୋହୁ କୁ ମା-ରି-ଛ-ନ୍ତି ସେ ଭିଡିଓ ଏବେ ଚାରିଆଡେ ଭାଇରାଲ ହୋଇ ଗଲାଣି।

ଏହି ଘଟଣା ଟି କୌଣସି ଗାଁ କିମ୍ବା ମଫସଲ ଅଞ୍ଚଳରେ ନୁହେଁ ଏହି ଘଟଣା ଟି ଘଟିଛି ଭୁବନେଶ୍ୱର ଡୁମ ଡୁମା ଅଞ୍ଚଳରେ। ବୋହୁ ବିଷ୍ଣୁ ପ୍ରିୟା ଗଉଡ଼ ୨୦୨୧ ଜାନୁଆରୀ ୨୧ ତାରିଖରେ ହାଇଦର ଅଲ୍ଲୀ ଙ୍କୁ ବିବାହ କରି। ବିବାହ ର କେବଳ ଗୋଟିଏ ମାସ ପରେ ହିଁ ଦ୍ଵିତୀୟ ବିବାହ କରି ବାକୁ ଯାଉଥିଲେ ହାଇଦର। ହେଲେ ଦ୍ଵିତୀୟ ବିବାହ କୁ ଭାଙ୍ଗି କୋ-ର୍ଟ-ରେ କେ-ଶ କରିଥିଲେ ବିଷ୍ଣୁପ୍ରିୟା। ପରେ ହାଇଦର ବେଲ ରେ ଆସି ଚାରି ମାସ ହେବ ଫେ-ରା-ର ଥିଲା।

ମଙ୍ଗଳବାର ଦିନ ସେ ଘରକୁ ଫେରିଛି ଖବର ପାଇ ସ୍ତ୍ରୀ ବିଷ୍ଣୁପ୍ରିୟା ସ୍ୱାମୀ ଙ୍କୁ ଦେଖା କରିବାକୁ ଯାଉଥିଲେ। କିନ୍ତୁ ହାଇଦର ଦେଖା ତ ଦେଲେନି ହେଲେ ଶ୍ୱଶୁର ଏବଂ ଦେଢଶୁର ମିଶି ଦାଣ୍ଡରେ ବୋହୁ କି ମା-ରି-ଥି-ଲେ। ଏତେ ନୃ-ଶଂ-ସ ହୋଇଗଲେ ବଡ଼ଭାଇ ଅର୍ଥାତ ବିଷ୍ଣୁପ୍ରିୟା ଙ୍କ ଦେଢଶୁର ବୋହୁ କୁ ମା-ରି ଡ୍ରେନ ରେ ପକାଇ ଦେଲେ। ତ-ଣ୍ଟି ବି ଚି-ପି-ଲେ ଏବଂ ଶ୍ବଶୁର ବୋହୁ ହାତରୁ ମୋବାଇଲ ଆଣି ତଳେ ପକାଇ ଗୁଣ୍ଡ କରିଦେଲେ।

ଏ ହେଉଛି ଗୋଟିଏ ପରିବାରର ଅସଲି ରୂପ। ରାସ୍ତାରେ କେବଳ ଫୋନ ଭାଂଗିଲାଣି ଭାଙ୍ଗି ଗଲା ଗୋଟିଏ ସମ୍ପର୍କ। ଯେଉଁ ପରିବାର ସଦସ୍ୟ ମାନେ ପୁଅ ବୋହୁ କୁ ଏକାଠି ରଖିବାକୁ ଚେଷ୍ଟା କରିବା ଉଚିତ। ସେମାନଂକର ବୁଝାମଣା କରିବା ଉଚିତ ସେହି ପରିବାରର ସଦସ୍ୟ ମାନେ ମିଶି ଘରର ବୋହୁ କୁ ନି-ର୍ଯା-ତ-ନା ଦେଇଥିଲେ ରାସ୍ତା ରେ ଘରର ବୋହୁ କୁ ମା-ଡ଼ ମା-ରି-ଥି-ଲେ।

ଏହି ଘଟଣା କୁ ନେଇ ବୋହୁ ବିଷ୍ଣୁପ୍ରିୟା ଖଣ୍ଡଗିରି ରେ ଅ-ଭି-ଯୋ-ଗ କରିଛନ୍ତି ଏବଂ ଏହାକୁ ଗୁରୁତର ସହ ନେଇ ଏହାର ତ-ଦ-ନ୍ତ କରୁଛି ଖଣ୍ଡଗିରି ପୋ-ଲି-ସ। ଏବେ ବୋହୁ ପାଇଁ ଚିନ୍ତା ସେ କଣ କରିବ। ବିଷ୍ଣୁପ୍ରିୟା ହିନ୍ଦୁ ଏବଂ ସେ ବିବାହ କରିଥିଲେ ଜଣେ ମୁସଲମାନ ଙ୍କୁ ପ୍ରେମ ବିବାହ କରିଥିଲେ। ପୁଅ ମୁସଲମାନ ବୋଲି ଝିଅ କୁ ପର କରି ଦେଇଛନ୍ତି ବିଷ୍ଣୁପ୍ରିୟା ଙ୍କ ଘରଲୋକ। ଏବେ ସେ କେଉଁଆଡେ ଯିବେ କେଉଁଠି ରହିବେ କଣ ସେ ଭଲ ପାଇଁ ବହୁତ ବଡ଼ ଭୁଲ କରିଛନ୍ତି।

ନା ଭାଗ୍ୟ ରେ ଏ ସବୁ ଲେଖା ଥିଲା। ବିଷ୍ଣୁପ୍ରିୟା ଏବେ ଚାହୁଁଛନ୍ତି ନ୍ୟାୟ। ସେ ନିଜ ସ୍ୱାମୀ ସହ ମିଶି ଏକାଠି ରହିବାକୁ ଚାହୁଁଛି। ବର୍ତ୍ତମାନ କେବଳ ଏହା ଦେଖିବାକୁ ରହିଲା କି ଆମ ଆ-ଇ-ନ ବ୍ୟବସ୍ଥା ରେ କେତେ ଶକ୍ତି ଅଛି ଏବଂ ସେ ବିଷ୍ଣୁପ୍ରିୟା ଙ୍କୁ ନ୍ୟା-ୟ ଦେଇ ପାରୁଛନ୍ତି ନା ନାହିଁ।

ଦୁହେଁ ଏକାଠି ରହିବେ ନା ପରିବାର ଲୋକଙ୍କ ରାଗ ର ନି-ଆଁ ରେ ଦୁହିଁଙ୍କ ସଂପର୍କ ଜ-ଳି-ଯି-ବ। ତେବେ ସମସ୍ତ ଙ୍କ ନଜର ଏବେ ଆ-ଇ-ନ ଏବଂ ନ୍ୟା-ୟ ବ୍ୟବସ୍ଥା ଉପରେ ସେମାନେ ବିଷ୍ଣୁପ୍ରିୟା ଙ୍କୁ ନ୍ୟା-ୟ ଦେଇ ପାରୁଛନ୍ତି ନା ନାହିଁ ଦେଖିବାର ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button