ଦେଶ ବିଦେଶ

ଘରର ଏହି କୋଣରେ ରଖନ୍ତୁ ଗ୍ୟାସ ଚୁଲ୍ହା, ଘରେ କେବେବି ଦେଖା ଦେବନି ଆର୍ଥିକ ସମସ୍ୟା

ବାସ୍ତୁ ଅନୁଯାଇ ରୋସେଇଘର ଘରର ବହୁତ ମହତ୍ଵପୂର୍ଣ ଭାଗ ହୋଇ ଥାଏ, ଏଠାରେ ତିଆରି ହୋଇ ଥିବା ଖାଦ୍ୟ ଆପଣଙ୍କୁ ପ୍ରତି ଦିନ କାର୍ଯ୍ୟ ପାଇଁ ଶକ୍ତି ପ୍ରଦାନ କରି ଥାଏ । ସେଥିପାଇଁ ରୋସେଇଘରେ ସକାରାତ୍ମକ ଊର୍ଜା ରହିବା ଅତି ଆବଶ୍ୟକ ଅଟେ, ଯଦି ଆପଣ ରୋସେଇଘର ବାସ୍ତୁ ଅନୁଯାଇ ରଖି ନାହାନ୍ତି ତେବେ ସେଠାରେ ନକାରାତ୍ମକ ଊର୍ଜା ଆସିବା ଆରମ୍ଭ ହୋଇ ଯିବ । ତେବେ ଆସନ୍ତୁ ଜାଣିବା କେମିତି ଆମେ ଏହାକୁ ସଠିକ କରି ଏହି ନେଗେଟିଭ ଏନର୍ଜିରୁ ଦୂରେଇ ରହି ପାରିବା ।

ବାସ୍ତୁ ଅନୁଯାଇ ନିଜ ଘର ରୋସେଇ ଏମିତି ରଖନ୍ତୁ :

ଆପଣ ନିଜ ରୋସେଇ ଘରେ କେଉଁ ଜିନିଷ କେଉଁଠାରେ ରଖୁଛନ୍ତି ତାହା ମଧ୍ୟ ଆପଣଙ୍କ ରୋସେଇ ଉପରେ ସକାରାତ୍ମକ ବା ନକାରାତ୍ମକ ଊର୍ଜା ପ୍ରଦାନ କରି ଥାଏ । ଏହି ନକାରାତ୍ମକ ଊର୍ଜା ଘରେ ରୋଗ ଏବଂ ଦରିଦ୍ରତା ଆଣି ଥାଏ, ଯଦି ଆପଣ ନିଜ ରୋସେଇ ବାସ୍ତୁ ଅନୁଯାଇ ଜିନିଷ ରଖନ୍ତି ତେବେ ଘରେ ସକାରାତ୍ମକ ଊର୍ଜା ଆସି ଥାଏ ଯାହା ଫଳରେ ଆପଣଙ୍କ ଘରେ ଅନ୍ନ ଓ ଧନ ହାନି କେବେ ବି ହୋଇ ନଥାଏ ।

ଗ୍ୟାସ ଚୁଲହା :

ରୋସେଇଘରେ ସବୁ ସାମଗ୍ରୀ ମଧ୍ୟରୁ ଗ୍ୟାସ ଚୁଲହା ସବୁ ଠାରୁ ଆବଶ୍ୟକ ଜିନିଷ ହୋଇ ଥାଏ, କାହିଁକିନା ଗ୍ୟାସ ଚୁଲହା ସିଧା ସମ୍ବନ୍ଧ ଅଗ୍ନି ଦେବଙ୍କ ସହ ହୋଇ ଥାଏ ସେଥିପାଇଁ ଗ୍ୟାସ ଚୂଳହାକୁ ପୂର୍ବ-ଦକ୍ଷିଣ ଦିଶା ରେ ରଖିବା ଉଚିତ ଅଟେ । ବାସ୍ତୁ ଅନୁଯାଇ ଏହି ଦିଶା ଅଗ୍ନି ଦେବଙ୍କର ଅଟେ, ଏହି ଦିଶା ରେ ଗ୍ୟାସ ଚୁଲହା ରଖିଲେ ଘରେ ସୁଖ ଓ ଶାନ୍ତି ଆସି ଥାଏ । ଏହା ସହ ନିୟା ସବନ୍ଧିତ ଘଟଣା ନା ସମାନ ହୋଇ ଯାଇ ଥାଏ ।

ପିବା ପାଣି :

ଗ୍ୟାସ ପରେ ପିବା ପାଣି ଆବଶ୍ୟକ ଜିନିଷ ଅଟେ, ଏହାର ସିଧା ସମ୍ପର୍କ ବହୁ ଥିବା ପାଣି ସହ ହୋଇ ଥାଏ । ଈଶାନ କଣରେ ଜଳ ତତ୍ଵ ହୋଇ ଥାଏ ସେଥିପାଇଁ ପିବା ପାଣିକୁ ଈଶାନ କଣରେ ରଖିବା ଉଚିତ ଯାହା ପୂର୍ବ-ଉତ୍ତର ଦିଶା ହୋଇ ଥାଏ । ଏମିତି କଲେ ଘରେ କେହି ରୋଗରେ ପଡନ୍ତି ନାହିଁ ।

ରୋସେଇ ଜିନିଷ : ରୋସେଇଘର ବାସ୍ତୁ ଅନୁଯାଇ ରୋସେଇ ବାସନ ଏବଂ ଅନ୍ୟ ରୋସେଇ ଜିନିଷ ରଖିବା ପାଇଁ ଦକ୍ଷିଣ-ପଶ୍ଚିମ ଦିଶା ଉଚିତ ଅଟେ, ଏମିତି କୁହା ଯାଏ ଯେ ଏହି ଦିଶା ରେ ଅନନ୍ତ ଏବଂ ନେତ୍ରତ ଦେବତାଙ୍କ ବାସ ହୋଇ ଥାଏ ଯାହା ପାଇଁ ଘରେ ଅନ୍ନ କେବେ କମ ପଡେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button