କ୍ରାଇମ

ବୃଦ୍ଧ ଦୋକାନୀ ଜଣଙ୍କ ଏହି ଯୁବତୀ ସହ କରି ବସିଲେ ଏମିତି କାଣ୍ଡ, ଯାହା ଏବେ ସୋସିଆଲ ମିଡିଆରେ ନିଆଁ ପରି ହେଉଛି ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଘଟଣାଟି ହେଉଛି ଦୁଇଟି ନାବାଳିକା ଝିଅ ଏକ ଦୋକାନକୁ ଯାଇଥିଲେ ।

ହେଲେ ସେହି ଦୋକାନର ମାଲିକ ୬୨ ବର୍ଷୀୟ ବୃଦ୍ଧ ନାବାଳିକା ଝିଅ ମାନଙ୍କ ସହ ଅ-ସ-ଦ-ଚ-ର-ଣ କରିଛି ବୋଲି ଅ-ଭି-ଯୋ-ଗ ମିଳିଛି । ଏହା ଫଳରେ ଘ-ଟ-ଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଘ-ଟ-ଣା-ଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଘ-ଟ-ଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ବ୍ଲକ ବଜାରରେ ଏକ ୬୨ ବର୍ଷୀୟ ବୃଦ୍ଧ ବିରେନ ଦାସଙ୍କ ଦୋକାନକୁ ଦୁଇଟି ନାବାଳିକା ଚକିଲେଟ ଓ ପେପ୍ସି ନେବା ପାଇଁ ଆସିଥିଲେ । ହେଲେ ସେହି ବୃଦ୍ଧ ଦୋକାନୀ ଜଣକ ଦୁଇ ଝିଅଙ୍କୁ ଦୋକାନ ଭିତରକୁ ଆଣି ତାଙ୍କ ସହ ଅ-ସ-ଦା-ଚ-ର-ଣ କରିଥିଲେ । ଏହା ପରେ ଛୁଆ ମାନେ ସେହି ସ୍ଥାନରେ ଚି-ତ୍କା-ର କରିଥିଲେ ହେଲେ ବୃଦ୍ଧ ଜଣକ ତାଙ୍କୁ ଛା-ଡି ନଥିଲା ।

ଛୁଆ ମାନଙ୍କ ମାଙ୍କ ମତରେ, ଛୁଆ ମାନେ ଚକିଲେଟ ଆଣିବାକୁ ଦୋକାନ ଯାଇଥିଲେ । ହେଲେ ଦୋକାନୀ ତାଙ୍କ ଝିଅ ସହ ଅ-ସ-ଦା-ଚ-ର-ଣ ଓ ଖ-ରା-ପ ବ୍ୟ-ବ-ହା-ର କରିଥିଲା । ଏହାପରେ ଛୁଆ ମାନେ ଡ-ଋ ଯା-ଇ କାନ୍ଦିଥିଲେ । କାନ୍ଦିବା ପରେ ବୃଦ୍ଧ ଜଣକ ଛୁଆଙ୍କୁ ଛା-ଡି ଦେଇଥିଲା । ଏହା ପରେ ଛୁଆ ମାନେ ଆସି ମାଙ୍କୁ କିଛି କଥା ନକହି ତାଙ୍କ ମାଇଁଙ୍କୁ କହିଥିଲେ । ଏହା ପରେ ଗାଁ ଲୋକ ମାନେ ଏହି କଥା ବିଷୟରେ ଜାଣିଥିଲେ ଓ ଦୋକାନୀ ସହ ଗ-ଣ୍ଡୋ-ଗ-ଳ ହୋଇଥିଲା ।

ବନ୍ଧୁଗଣ ଲୋକ ମାନେ ପଚରାଇବାରୁ ବୃଦ୍ଧ କହିଲେ-‘ମୋ ଦୋକାନ ଏଇଟା ଆଉ ମୁ ଯାହା ଚାହିଁବି କରିବି’ । ଏହାପରେ ଗାଁ ଲୋକ ବୃଦ୍ଧର ପୁଅ ଓ ବୋହୁକୁ ଫୋନରେ ଡକାଇଥିଲେ । ପୁଅ ବୋହୁ ଆସିବା ପରେ ବୃଦ୍ଧଙ୍କୁ ଘ-ର ଭିତରେ କ-ବା-ଟ ଦେ-ଇ ରଖିଥିଲେ । ଏହାପରେ ନାବାଳିକାଙ୍କ ପରିବାର ପକ୍ଷରୁ ବୃଦ୍ଧଙ୍କ ବିରୋଧରେ ଜଳେଶ୍ଵର ଥାନାରେ ଅଭିଯୋଗ କରଯାଇଥିଲା  । ଯାହାଫଳରେ କିଛି ସମୟ ମଧ୍ୟରେ ପୋ-ଲି-ସ ସେହି ସ୍ଥାନକୁ ଆସି ତ-ଦ-ନ୍ତ କରିଥିଲା ।

ବୃଦ୍ଧ ଦୋକାନୀଙ୍କ ମତରେ, ଦୁଇ ଝିଅ ତାଙ୍କ ପାଖକୁ ଆସି ତାଙ୍କୁ ୫୦ ଟଙ୍କା ମାଗିଥିଲେ । ୫୦ ଟଙ୍କା ନେବା ବଦଳରେ ଦୁଇ ଝିଅ ତାଙ୍କୁ କିଛି ସାଧାରଣ ଖ-ରା-ପ କାମ କରିବା ପାଇଁ ଅନୁମତି ଦେଇଥିଲେ । ହେଲେ ବୃଦ୍ଧ ଦୋକାନୀଙ୍କ ଦେହ ଅସୁସ୍ଥ ହେତୁ ସେ ସେମିତି କିଛି ବି କରିନାହାନ୍ତି ବୋଲି ମିଡିଆ ସାମ୍ନାରେ କହିଛନ୍ତି ।

ଝିଅ ମାନେ ନିଜେ ନିଜେ ସବୁ ଖୋଲାଖୋଲି କରି ପ୍ର-ହ-ସ-ନ କରିଛନ୍ତି ବୋଲି ବୃଦ୍ଧ ଦୋକାନୀ କହିଛନ୍ତି । ବର୍ତ୍ତମାନ ଏହି ଘଟଣାର ତ-ଦ-ନ୍ତ ଥାନାରେ ଚାଲିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button