ଜୀବନଶୈଳୀ

ମହିଳା ଜଣଙ୍କ ନିଜ ସ୍ବାମୀଙ୍କ ନାଁ ରେ ଆଣିଲେ ଭୟଙ୍କର ଅଭିଯୋଗ, ଶୁଣନ୍ତୁ ସେ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ରକ୍ତ ବି ଗରମ ହେଇଯିବ

ନମସ୍କାର ବନ୍ଧୁଗଣ ଆପଣ ମାନେ ଅନେକ ଥର ଅନେକ ସ୍ୱାମୀ ସ୍ତ୍ରୀ ଙ୍କ କାହାଣୀ ଶୁଣିଥିବେ । କେତେବେଳେ ସ୍ୱାମୀ ସ୍ତ୍ରୀ କୁ ଯୌ-ତୁ-କ ପାଇଁ ନି-ର୍ଯ୍ୟା-ତ-ନା ଦେଲାଣି ତ କେତେବେଳେ ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତୁତି ହେଲାଣି ।

ଏଭଳି ଅନେକ ଖବର ଅନେକ ଭିଡିଓ ନ୍ୟୁଜ ଚ୍ୟାନେଲ ଏବଂ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ । ତେବେ ସେହି ଭଳି ଜଣେ ସ୍ୱାମୀ ସ୍ତ୍ରୀ ଙ୍କ ଘ-ଟ-ଣା ବର୍ତ୍ତମାନ ସାମ୍ନା କୁ ଆସିଛି । ସ୍ୱାମୀ ସ୍ତ୍ରୀ ଉପରେ ଅ-ତ୍ୟା-ଚା-ର କରିବା ସହ ଅନ୍ୟ ଝିଅ ମାନଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖୁଛନ୍ତି । ତେବେ ମହିଳା ଜଣକ ବର୍ତ୍ତମାନ ଲିଖିତ ଭାବେ ଅଭିଯୋଗ କରିବା ସହ ମିଡ଼ିଆ ଆଗରେ ସମ୍ପୂର୍ଣ୍ଣ ଘ-ଟ-ଣା ର ବିବରଣୀ ଦେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ଅସଲ କଥା ଟି କଣ ।

ତେବେ ଏହି ଘ-ଟ-ଣା ଟି ଭୁବନେଶ୍ୱର ର । ଏଠାରେ ଜଣେ ମହିଳା ନିଜ ସ୍ୱାମୀ ଙ୍କ ନାମ ରେ ଲିଖିତ ଅ-ଭି-ଯୋ-ଗ ଆଣିଛନ୍ତି କି ସେ ସାମସଙ୍ଗ ସର୍ଭିସ ସେଣ୍ଟର ରେ କାମ କରନ୍ତି ଏବଂ ସେ ମୋବାଇଲ ର ପାର୍ଟସ କୁ ସଜାଡ଼ିବା କାମ କରନ୍ତି ।

ତେବେ ତାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଗ୍ରାହକ ମାନଙ୍କ ର ମୋବାଇଲ ର ଠିକ ପାର୍ଟ କୁ ବଦଳାଇ ନକଲି ପାର୍ଟ ଲଗାଇ ଦିଅନ୍ତି ଏବଂ ଅସଲି ପାର୍ଟ କୁ ରାୟପୁର ଏବଂ ଦିଲ୍ଲୀ ରେ ବିକ୍ରୟ କରନ୍ତି । ତେବେ ଯେତେବେଳେ ମହିଳା ଜଣକ ତାଙ୍କୁ ଏହି କାର୍ଯ୍ୟ ପାଇଁ ବାରଣ କଲେ ସେତେବେଳେ ସେ ତାଙ୍କ ମାରିବା ସହ ତାଙ୍କ ତ-ଣ୍ଟି ଚି-ପି-ବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ ।

ତେବେ ଏହା ଛଡା ମହିଳା ଜଣକ ମିଡ଼ିଆ ଆଗରେ ଏହା ମଧ୍ୟ କହିଛନ୍ତିକି ତାଙ୍କ ସ୍ୱାମୀ ଅନେକ ଝିଅ ଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିଛନ୍ତି । ସେହି ସର୍ଭିସ ସେଣ୍ଟର ରେ କାମ କରୁଥିବା ଅନେକ ଝିଅ ଙ୍କ ସହ ସ-ମ୍ପ-ର୍କ ରଖିଥିବା ବେଳେ ତାଙ୍କ ଘ-ରର ଚାକରାଣୀ ଏବଂ ବର୍ତ୍ତମାନ ତାଙ୍କ ଭାଉଜ ଙ୍କ ସହ ମଧ୍ୟ ଶା-ରୀ-ରି-କ ସ-ମ୍ପ-ର୍କ- ରଖିଛନ୍ତି । ମୁଁ ପ୍ରତିବାଦ କରିବାରୁ ମୋତେ ମା-ରି-ବା ପାଇଁ ଧ-ମ-କ ଦେଲେ ।

ତେବେ ସେ ଏହା ମଧ୍ୟ କହିଛନ୍ତି କି ଯେତେବେଳେ ସେ ଏହି ବିଷୟରେ ତାଙ୍କ ସ୍ୱାମୀ ଏବଂ ଭାଇ ଭାଉଜ ଙ୍କ ସହ କଥା ହେଲି ସେତେବେଳେ ସେମାନେ ମୋତେ ମା-ରି-ବା ପାଇଁ ଗୋ-ଡ଼ା-ଇ ଆସିଲେ । ତେବେ ଏହି ଭାବେ ଏହି ମହିଳା ଜଣକ ନିଜ ସ୍ୱାମୀ ଙ୍କ ନାମରେ ଲିଖିତ ଅ-ଭି-ଯୋ-ଗ କରିଛନ୍ତି । ତେବେ ଆପଣ ହିଁ କୁହନ୍ତୁ ଏମିତି ଲୋକ ସହିତ କଣ ହେବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button