ମନୋରଞ୍ଜନ

ଏହି କାରଣରୁ ନିଜର ବଡ଼ ଝିଅ ପୁଜାଙ୍କୁ ହିଁ ବିବାହ କରିବାକୁ ଚାହୁଁଥିଲେ Mahesh Bhatt, କରିଥିଲେ ଲିପ ଲକ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରାୟତଃ ଏଭଳି କିଛି ନା କିଛି ଘଟଣା ହୋଇଥାଏ ଯାହାଦ୍ୱାରା କଳାକାର ମାନେ ଲାଇମ ଲାଇଟ ରେ ରୁହନ୍ତି । ଏଭଳି କିଛି ଘଟଣା ମଧ୍ୟ ସାମ୍ନା କୁ ଆସିଥାଏ ଯାହାକୁ ବିଶ୍ୱାସ କରିହୁଏ ନାହିଁ ।

ପୂର୍ବରୁ ଏଭଳି ଅନେକ କିଛି ଘଟଣା ଘଟିଛି ଯାହାଦ୍ଵାରା ଦର୍ଶକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଏବଂ ସେହି ଘଟଣା ର ସତ୍ୟତା କୁ ସହଜରେ ବିଶ୍ୱାସ କରିପାରି ନାହାନ୍ତି । ସେହିପରି ଏକ ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି ଯାହା ଶୁଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେବ । ଘଟଣା ଟି ଏକ ବାପା ଓ ଝିଅ ଙ୍କ ସମ୍ବନ୍ଧରେ । ଯେଉଁଥିରେ ବାପା ନିଜ ଝିଅ କୁ ବିବାହ କରିବାକୁ ଚାହୁଁଥିଲେ ।

ଆଜ୍ଞା ହଁ ବନ୍ଧୁଗଣ, ଏହି କାହାଣୀ ଟି ହେଉଛି ପ୍ରସିଦ୍ଧ ଭଟ୍ଟ ପରିବାର ଙ୍କ । ମହେଶ ଭଟ୍ଟ ବଲିଉଡ ର ଜଣେ ସଫଳ ନିର୍ଦେଶକ ଅଟନ୍ତି । ସେ ଏହା ନିଜ ଫିଲ୍ମ ମାଧ୍ୟମରେ ସାବ୍ୟସ୍ତ ମଧ୍ୟ କରିଛନ୍ତି । ତାଙ୍କୁ ଅନେକ ଥର ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇ ସାରିଛି । କିନ୍ତୁ ଏହି ପ୍ରସିଦ୍ଧ ନିର୍ଦେଶକ ନିଜ ରଙ୍ଗିନ ମିଜାଜ୍ ଯୋଗୁଁ ପ୍ରାୟତଃ ଲାଇମ ଲାଇଟ ରେ ଚର୍ଚ୍ଚା ରେ ଆସନ୍ତି ଏବଂ ମିଡିଆ ସାମ୍ନା ରେ ଲ-ଜ୍ଜା ର ଶି-କା-ର ମଧ୍ୟ ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ହୁଏତ ମନେ ଥିବ ଯେ, ଥରେ ମ୍ୟାଗାଜିନ ରେ ମହେଶ ଭଟ୍ଟ ଓ ତାଙ୍କ ଝିଅ ପୂଜା ଭଟ୍ଟ ଙ୍କ ଏକ ଫଟୋ ଛପା ହୋଇଥିଲା । ଯେଉଁଥିରେ ମହେଶ ନିଜ ଝିଅ ଙ୍କ ଲି-ପ୍ ଲ-କ୍ କରିବାର ନଜର ରେ ଆସିଥିଲେ । ଏହି ଫଟୋ ଯେଉଁ ମୁହୂର୍ତ୍ତରେ ମିଡିଆ ସାମ୍ନା କୁ ଆସିଲା ସମଗ୍ର ବଲିଉଡ ରେ ଚହଳ ସୃଷ୍ଟି ହୋଇଥିଲା । ମହେଶ ଭଟ୍ଟ ଙ୍କୁ ଏଥିପାଇଁ ଲ-ଜ୍ଜି-ତ ହେବାକୁ ପଡିଥିଲା । ଏହି ଘ-ଟ-ଣା ଟି ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ଏଥିପାଇଁ ବି-ବା-ଦ ମଧ୍ୟ ସୃଷ୍ଟି ହୋଇଥିଲା ।

ବି-ବା-ଦ ବହୁତ ଅଧିକ ବଢ଼ି ଯାଇଥିଲା । ଏହାକୁ ସମାପ୍ତ କରିବା ପାଇଁ ମହେଶ ଭଟ୍ଟ ପ୍ରେସ କଁଫେରେନ୍ସ ଡକାଇ ଥିଲେ ଏବଂ ନିଜ ମନର କଥା କହିଥିଲେ ଯେ, ଯଦି ପୂଜା ଭଟ୍ଟ ତାଙ୍କ ଝିଅ ହୋଇ ନଥାନ୍ତେ ତେବେ ସେ ତାଙ୍କୁ ବିବାହ କରିଥାନ୍ତେ । ମହେଶ ଙ୍କ ଠାରୁ ଏହି ସମ୍ବନ୍ଧରେ ଶୁଣିବା ପରେ ଏହି ବି-ବା-ଦ ଆହୁରି ଅଧିକ ବଢ଼ି ଯାଇଥିଲା ।

ଏହି ଘଟଣା ପରେ ମହେଶ ଭଟ୍ଟ ଙ୍କ ଜୀବନ ରେ ଏଭଳି ଗଭୀର ପ୍ରଭାବ ପଡିଥିଲା ଯାହାଦ୍ୱାରା ସେ ଡିପ୍ରେସନ୍ କୁ ପଳାଇଥିଲେ । ମହେଶ ଭଟ୍ଟ ନିଜର ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ ସେ ଅନେକ ବିବାଦ ର ସାମ୍ନା କରିଛନ୍ତି ଯେଉଁ କାରଣରୁ ସେ ଡିପ୍ରେସନ ରେ ଥିଲେ । ଏହି କାରଣରୁ ସେ ଏଭଳି ବୟାନ ଦେଇଥିଲେ । ଯାହାଦ୍ୱାରା ତାଙ୍କ ଜୀବନ ରେ ଖରାପ ପ୍ରଭାବ ପଡ଼ିଥିଲା ଏବଂ ଏଥିପାଇଁ ତାଙ୍କୁ ବହୁତ କିଛି ସହ୍ୟ କରିବାକୁ ପଡ଼ିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button