ଦେଶ ବିଦେଶ
ଟ୍ରେଜେରୀ ବିଭାଗକୁ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

ନୂଆ କଏନ ପ୍ରଡକ୍ସନ ରୋକି ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ଟ୍ରେଜେରୀ ବିଭାଗକୁ ନିର୍ଦ୍ଦେଶ ଦେଲେ ଟ୍ରମ୍ପ। ତେବେ କଏନ ତିଆରି ବନ୍ଦ କରିଦିଆଗଲେ ଡଲାର ଉପରେ ମନୋବୈଜ୍ଞାନିକ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି। ମୁଦ୍ରା ବନ୍ଦ ହେଲେ ଛୋଟ ବ୍ୟବସାୟ ଓ ଭେଣ୍ଡିଂ ମେସିନ ଅପରେଟରଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ସେପଟେ ଅର୍ଥଶାସ୍ତ୍ରୀ କହୁଛନ୍ତି ଯେ ଏହାର ପ୍ରଭାବ ଆମେରିକାର ଅର୍ଥ ବ୍ୟବସ୍ଥା ଉପରେ ନିର୍ଭର କରେ।


