ଦେଶ ବିଦେଶ

15 Interesting Gk Questions- କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଓଡ଼ିଆ ର କିଛି ଢଗ ବିଷୟରେ ଆଲୋଚନା କରିବା ଯାହା ଶୁଣିବାକୁ ଏବଂ ତାହାର ଉତ୍ତର ଖୋଜିବାକୁ ଆପଣଙ୍କୁ ବହୁତ ମଜା ଆସିବ।ଏହା ସହ ଆପଣ କିଛି ନୂଆ କଥା ଶିକ୍ଷା ମଧ୍ୟ କରି ପାରିବେ। ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ।

୧. ଭାରତର ପ୍ରଥମ ରାଷ୍ଟ୍ରପତି କିଏ?
ଉତ୍ତର- ଡା. ରାଜେନ୍ଦ୍ର ପ୍ରସାଦ।

୨. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ?
ଉତ୍ତର- ପଣ୍ଡିତ ଜବାହରଲାଲ ନେହରୁ।

୩. ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା କିଏ?
ଉତ୍ତର- ରବୀନ୍ଦ୍ର ନାଥ ଟାଗୋର।

୪. ରାତିରେ ଗଛ ମୂଳରେ କାହିଁକି ଶୁଅନ୍ତି ନାହିଁ?
ଉତ୍ତର- କାରଣ ସେତେବେଳେ ଗଛ ଅଙ୍ଗାରକାମ୍ଳ ଗ୍ୟାସ ଛାଡ଼ିଥାଏ।

୫. ପ୍ରଥମେ ବିଜୁଳି ଦେଖାଯାଏ ପରେ ଘଡଘଡି ଶୁଭେ କଣ ପାଇଁ?
ଉତ୍ତର- କାରଣ ଆଲୋକ ର ବେଗ ଶବ୍ଦ ର ବେଗ ଠାରୁ ଅଧିକ।

୬. କିରାସିନି ଜଳ ରେ ଭାସେ କଣ ପାଇଁ?
ଉତ୍ତର- କାରଣ କିରାସିନି ର ସାନ୍ଦ୍ରତା ଜଳ ର ସାନ୍ଦ୍ରତା ରୁ କମ ହୋଇଥାଏ।

୭. CID ର ଫୁଲ ଫର୍ମ କଣ?
ଉତ୍ତର- Criminal investigation department.

୮. IAS ର ଫୁଲ ଫର୍ମ କଣ?
ଉତ୍ତର- Indian administrative service.

୯. BSF ର ଫୁଲ ଫର୍ମ କଣ?
ଉତ୍ତର- Border security board.

୧୦. ବିଶ୍ୱର କେଉଁ ଦେଶରେ କେବଳ ପୁରୁଷ ଅଛନ୍ତି?
ଉତ୍ତର- ୟୁରୋପ ମହାଦେଶର ଭାଟିକାନ ନଗରୀ ରେ।

୧୧.ଭାଟିକାନ ନଗରୀ ର ଲୋକ ସଂଖ୍ୟା କେତେ?
ଉତ୍ତର- ଏକ ହଜାର।

୧୨. କେଉଁ ଦେଶରେ ରାତିରେ ଚାଷ କରାଯାଏ?
ଉତ୍ତର- ନରୱେ।

୧୩. କେଉଁ ପରିବା ରେ ସବୁ ପ୍ରକାର ର ଭିଟାମିନ ରହିଥାଏ?
ଉତ୍ତର- ଅମୃତଭଣ୍ଡା।

୧୪. ପୃଥିବୀ ରେ ସମୁଦାୟ କେତୋଟି ମହାଦେଶ ଅଛି?
ଉତ୍ତର- ୭ଟି।

୧୫. କେଉଁ ଫଳ ର ମଞ୍ଜି କିମ୍ବା ଚୋପା ନାହିଁ?
ଉତ୍ତର- ତୁତ୍ କୋଳି (Mulberry)।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button