ବିଚାର

ରୁଟି ମଧ୍ୟ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି?

ସୁଖି ଜୀବନର ଇଚ୍ଛା ସବୁ ବ୍ୟକ୍ତିଙ୍କର ଥାଏ। ଅନେକ ଥର ଏମିତି ହୁଏ ଯେ ଆମ ପାଖରେ ସବୁ କିଛି ଥାଇ ମଧ୍ୟ ଆମେ ଖୁସିରେ ରହିପାରନ୍ତି ନାହିଁ। ଯଦି ଆପଣଙ୍କ ସହିତ କିଛି ଏମିତି ହେଉଛି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣକଙ୍କ ଭାଗ୍ୟ ଚମକି ଉଠିବ। ସବୁଦିନ ଘରେ ପ୍ରସ୍ତତ ହେଉଥିବା ରୁଟି ନା କେବଳ ଆପଣଙ୍କ ପେଟ ଭରିଥାଏ ବରଂ ଆପଣଙ୍କ ଭାଗ୍ୟ ଚମକାଇବାରେ ମଧ୍ୟ ବହୁତ ସାହାଯ୍ୟକାରୀ ହୋଇଥାଏ। ଆସନ୍ତୁ ଜାଣିବା ରୁଟିର ସେହି ଉପାୟ ବିଷୟରେ।

-ରୋଷେଇ ଘରେ ପ୍ରଥମ ରୁଟି ପ୍ରସ୍ତୁତ କରିବା ପରେ ସେଥିରେ ଘିଅ ଲଗାଇ ଦିଅନ୍ତୁ ଏବଂ ଏହା ଉପରେ ଗୁଡ ରଖି ଦିଅନ୍ତୁ। ଏହାପରେ ସେହି ରୁଟିକୁ ଚାରି ଭାଗ କରିଦିଅନ୍ତୁ। ଏହାପରେ ଗୋଟିଏ ଭାଗ ଗାଈକୁ ଖାଇବାକୁ ଦିଅନ୍ତୁ, ଦ୍ବିତୀୟ ଭାଗଟି କୁକୁରୁ, ତୃତୀୟ ଭାଗ କାଉ ଏବଂ ଚତୁର୍ଥ ଭାଗ ଭିକାରୀକୁ ଦିଅନ୍ତୁ। ଏହି ଉପାୟକୁ କରିବା ଦ୍ବାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ଆପଣ ସୁନ୍ଦର ଜୀବନ ଜିଇଁବାକୁ ଲାଗିବେ।

roti-ଯଦି ଆପଣ ଆପଣଙ୍କ ଜୀବନରେ ରାହୁ-କେତୁ ଏବଂ ଶନିଙ୍କ କାରଣରୁ ଚିନ୍ତିତରେ ଅଛନ୍ତି ତେବେ ଏହି ଉପାୟ ଆପଣଙ୍କ ପାଇଁ ରାମବାଣ ପ୍ରମାଣିତ ହୋଇପାରେ। ଶନିବାର ଦିନ ଶେଷ ରୁଟି ବନାଇବା ପରେ ସେଥିରେ ସୋରିଷ ତେଲ ଲଗାଇ ଘର ପାଖରେ ବୁଲୁଥିବା କଳା କୁକୁରକୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟା ଶେଷ ହୋଇଯିବ।

-ଆମେ ଏହା ପିଲାବେଳୁ ଶୁଣିଛନ୍ତି ଘରକୁ ଆସିଥିବା ଅତିଥି ଭଗବାନଙ୍କ ସହିତ ସମାନ ଅଟନ୍ତି। ଆପଣଙ୍କ ଘରକୁ ଅତିଥି ଆସିଲେ ତାଙ୍କୁ ନିଜ ହାତରେ ରୁଟି ବନାଇ ଖାଇବାକୁ ଦିଅନ୍ତୁ ଏହାଦ୍ବାରା ଆପଣଙ୍କ ଘରେ ଧନ ଆସିବ।

-ଯଦି ଆପଣ ଏହି ସବୁ ଉପାୟକୁ କରିବା ପରେ ମଧ୍ୟ ସମସ୍ୟା ରହିୁଥାଏ ତେବେ ରୁଟି ବନାଇ ତାହାର ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ। ଏହାପରେ ସେଥିରେ ଚିନି ମିଶାଇ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ, ଏହାଦ୍ବାରା ଆପଣଙ୍କୁ ତୁରନ୍ତ ଲାଭ ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button