ଦେଶ ବିଦେଶ

ଭାରତର 17 ଜଣ ଦାନବୀର, ଯିଏ କରୋନା ମହାମାରୀ ସମୟରେ ଗରିବଙ୍କ ସାହାର୍ଯ୍ୟ ପାଇଁ ସବୁଠୁ ଅଧିକ ଦାନ ଦେଇ ବନିଲେ ଦେଶର ସଚ୍ଚା ହୀରୋ

କୋରୋନାର ଦିତୀୟ ଲହର ଏତେ ଭୟଙ୍କର ହେବାରେ ଲାଗିଛି ଯେ ଲୋକଙ୍କ ମନରେ ଭୟର ଆତଙ୍କ ଦେଖା ଯାଉଛି । କିନ୍ତୁ ରାଜ୍ୟରେ ଆର୍ଥିକ ପରିସ୍ଥିତି ଏତେ ଖରାପ ହୋଇଛି ଯେ ତାହାକୁ ରୋକିବା ସରକାରଙ୍କ ହାତରେ ନାହି । ସେଥି ପାଇଁ ଆମ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଷ୍ଟାର ମାନଙ୍କୁ ଆର୍ଥିକ ସାହାଜ୍ଯ କରିବା ପାଇଁ ଅନୁରୋଧ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଷ୍ଟାରମାନେ କିଏ ଅଟନ୍ତି ।

୧- ” ଗୁରୁ ରନ୍ଧାୱା” : ଭାରତର ନମ୍ବର ୱାନ ଗାୟକ ଗୁରୁ ରନ୍ଧାୱା ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ୨- “ନିତିନ” : ସାଉଥ ଇଣ୍ଡଷ୍ଟ୍ରିର ଅଭିନେତା ନିତିନ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

୩- “ମନୀଷ ପାଲ” : ଅଭିନେତା ଓ ଆଙ୍କର ମନୀଷ ପାଲ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

୪- “ଅଜଙ୍କ୍ଯା ରାହାନି” : ଭାରତୀୟ କ୍ରିକେଟର ଖେଳାଳି ଅଜଙ୍କ୍ଯା ରାହାନି ଲୋକଙ୍କୁ ସାହାଜ୍ଯ କରିବା ପାଇଁ ଟଙ୍କା ଲକ୍ଷ ତାଙ୍କ ଦାନ କରିଛନ୍ତି ।

୫- ” ସୁରେଶ ରାଣା” : ଭାରତୀୟ କ୍ରିକେଟର ପପୁଲାର ଖେଳାଳି ସୁରେଶ ରାଣା ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୫୨ ଲକ୍ଷ ଟଙ୍କା ଦାନ କରିଛନ୍ତି ।

୬- “କପିଲ ଶର୍ମା” : ଭାରତର ନମ୍ବର ୱାନ କମେଡିଆନ କପିଲ ଶର୍ମା ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

୭- “ବରୁଣ ଧୱନ” : ସୁପରସ୍ତାର ଅଭିନେତା ବରୁଣ ଧୱନ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୫୫ ଲକ୍ଷ ଟଙ୍କା ଦାନ କରିଛନ୍ତି ।

୮-“ରୀତିକ ରୋଷନ” : ବଲିଉଡର ଅଭିନେତା ରୀତିକ ରୋଶନ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

୯-“ଟାଇଗର ଶ୍ରଫ” : ବଲିଉଡର ଅଭିନେତା ଟାଇଗର ଶ୍ରଫ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

୧୦- “ଗୌତମ ଗମ୍ଭୀର” : ଦିଲ୍ଲୀର ବିଜେପି ସାଂସଦର ସଦସ୍ୟ ଗୌତମ ଗମ୍ଭୀର ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୧କୋଟି ଟଙ୍କା ଦାନ କରିଛନ୍ତି ।

୧୧-“ଶିଲ୍ପା ସେଠୀ”: ବଲିଉଡର ଅଭିନେତ୍ରୀ ଶିଲ୍ପା ସେଠୀ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୨୧ ଲକ୍ଷ  ଟଙ୍କା ଦାନ କରିଛନ୍ତି ।

୧୨-” କାର୍ତ୍ତିକ ଆରିୟନ” : ବଲିଉଡର ଚକଲେଟ ହୀରୋ କାର୍ତ୍ତିକ ଆରିୟନ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୧କୋଟି ଟଙ୍କା ଦାନ କରିଛନ୍ତି ।

୧୩-” ଅକ୍ଷୟ କୁମାର” : ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୨୫କୋଟି ଟଙ୍କା ଦାନ କରିଛନ୍ତି ।

୧୪- “ବିରାଟ କୋହଲି” : ଭାରତୀୟ କ୍ରିକେଟର କପ୍ତାନ ବିରାଟ କୋହଲି ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୩କୋଟି ଟଙ୍କା ଦାନ କରିଛନ୍ତି ।

୧୫-” ବାବା ରାମଦେବ” : ପତଞ୍ଜଳି କମ୍ପାନୀର ମାଲିକ ବାବା ରାମଦେବ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୨୫କୋଟି ଟଙ୍କା ଦାନ କରିଛନ୍ତି ।

୧୬-“ମୁକେଶ ଅମ୍ବାନୀ” : ଦୁନିଆର ସବୁଠାରୁ ଧନୀ ମଣିଷ ମୁକେଶ ଅମ୍ବାନୀ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୫୧୦କୋଟି ଟଙ୍କା ଦାନ କରିଛନ୍ତି ।

୧୭- “ଅଲଲୁ ଅର୍ଜୁନ” : ନର୍ଥ ଇଣ୍ଡିଆର ସୁପରଷ୍ଟାର ଅଲଲୁ ଅର୍ଜୁନ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ୨୫ଲକ୍ଷ ଟଙ୍କା ଦାନ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button