ଜୀବନଶୈଳୀ

ଏହି ସହଜ ଉପାୟ ଦ୍ବାରା ଏବେ କୌଣସି ବି ବୟସରେ ବଢ଼ାଇପାରିବେ ଆପଣଙ୍କ ଉଚ୍ଚତା !

ଏକ ଭଲ ବ୍ୟକ୍ତିତ୍ବ ପାଇଁ ଭଲ ଉଚ୍ଚତା ହେବା ବହୁତ ଆବଶ୍ୟକ। କମ୍ ଉଚ୍ଚତା କାରଣରୁ ମହିଳା ଏବଂ ପୁରୁଷଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଯଦି ଆପଣଙ୍କୁ ଲାଗୁଥାଏ ଯେ ୧୮ ବର୍ଷ ପରେ ଉଚ୍ଚତା ବଢ଼ିବା ଅସମ୍ଭବ, ତେବେ ଏମିତି ଭାବିବା ବିଲକୁଲ ଭୁଲ ଅଟେ। ଆଜ୍ଞା ହଁ ଉଚ୍ଚତା ବଢ଼ାଇବା ପାଇଁ କୌଣସି ବୟସ ନଥାଏ। ଏହି ସହଜ ଉପାୟ ଦ୍ବାରା ଏବେ କୌଣସି ବି ବୟସରେ ବଢ଼ିବାରେ ଆପଣଙ୍କ ଉଚ୍ଚତା। ଏଥିପାଇଁ ଆପଣଙ୍କୁ ସବୁଦିନ କରିବାକୁ ହେବ ଏହି ୫ କାମ।

-ପ୍ରାକ୍ରୁତିକ ରୂପରେ ଉଚ୍ଚତା ବଢ଼ାଇବା ପାଇଁ ଯୋଗ ବହୁତ ସାହାଯ୍ୟକାରୀ ପ୍ରମାଣିତ ହୁଏ। ଏମିତି ଅନେକ ଯୋଗାସନ ଅଛି ଯାହା ଶରୀରର ଉଚ୍ଚତା ବଢ଼ାଇବା ହର୍ମୋନ୍ସ ତିଆରି କରିଥାଏ। ତାଡସନ ଏବଂ ସୂର‌୍ୟ୍ୟନମସ୍କାର ଆସନ ଉଚ୍ଚତା ବଢ଼ାଇବା ପାଇଁ ସବୁଠୁ ଅଧିକ ସାହାଯ୍ୟ କରିଥାଏ।

-ଉଚ୍ଚତା ବଢ଼ାଇବା ପାଇଁ ରଡ ପୁଲିଙ୍ଗ ଏକ୍ସରସାଇଜ ବହୁତ ଆବଶ୍ୟକ ଅଟେ। ରଡରେ ଓହଳି ପୂରା ଶରୀରରକୁ ରିଲାକ୍ସ ଛାଡନ୍ତୁ। ଏହି ପଜିସନରେ ପ୍ରାୟ ୧୦ ସେକେଣ୍ଡ ରୁହନ୍ତୁ। ଏହାପରେ ହାତକୁ ସାମାନ୍ୟ ବିଶ୍ରାମ ଦିଅନ୍ତଚ ଏବଂ ପୁଣି ଓହଳି ହୁଅନ୍ତୁ। ଏମିତି ଅତି କମରେ ୬ ଥର କରନ୍ତୁ।

-ଉଚ୍ଚତା ବଢ଼ାଇବା ପାଇଁ ଖେଳ-କୁଦକୁ ବହୁତ ମହତ୍ତ୍ବ ଦିଆଯାଇଛି। ଏହା ଦ୍ବାରା ନା କେବଳ ଆପଣ ସୁସ୍ଥ ରହିବେ ବରଂ ଆପଣଙ୍କ ଉଚ୍ଚତାରେ ମଧ୍ୟ ବହୁତ ଫରକ ପଡିଥାଏ।

-ଫଳ, ସବୁଜ ପନିପରିବା, ଦୁଧ ଏବଂ ଖୁଆରେ ବହୁତ ଭଲ ପ୍ରୋଟିନ ଥାଏ। ଏହାଦ୍ବାରା ଶରୀରରେ ମେଟାବଲିଜିମ ଏବଂ ରକ୍ତ ସଞ୍ଚାଳନ ଭଲ ହୋଇଥାଏ, ଯାହା ଦ୍ବାରା ଗ୍ରୋଥ୍ ହରମୋନ ବୁଷ୍ଟ ହୋଇଥାଏ।

-ପର‌୍ୟ୍ୟାନ୍ତ ପରିମାଣର ନିଦ ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ। ଏହାପାଇଁ ତକିଆକୁ ମୁଣ୍ଡରେ ନୁହେଁ ଆଣ୍ଠୁ ତଳେ ରଖନ୍ତୁ। ଏହି ପଜିସନ ଗଣ୍ଠିକୁ ମଜବୁତ କରିବା ସହିତ ଷ୍ଟ୍ରେଚ୍ ମଧ୍ୟ କରିବ। ଏହାଛଡା ଏହି ପଜିସନରେ ଶୋଇବା ଦ୍ବାରା ପିଠି ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button