ଜୀବନଶୈଳୀ

ନିଜ ବାପା ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ଝିଅ, କହିଲା ‘ମା’ ଆଗରେ ସବୁଦିନ ବାପା ମତେ ଜବରଦସ୍ତି…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ତାଙ୍କ ସହିତ ଫିଜିକାଲି ସମ୍ପର୍କ ରଖି ଆସିଛନ୍ତି । ଏହି ବାବଦରେ ସେ ନିଜ ଘରେ ସମସ୍ତଙ୍କୁ ଜଣାଇଲେ । ସାମାଜିକ ପ୍ରତିଷ୍ଠା ନିମନ୍ତେ ଚୁପ ରହି ଆସୁଥିଲେ ଯୁବତୀ । ଯୁବତୀ ଜଣଙ୍କ ନିଜ ମା’ ଙ୍କୁ ଏହି ବାବଦରେ ଜଣାଇବାରୁ ତାଙ୍କ ମା’ କହିଲେ ଯେ ଏହା ଘର କଥା ଏଣୁ ଚୁପ ହେଇଯା କାହାକୁ କିଛି କହନା । ମାତ୍ର ଯୁବତୀ ଜଣଙ୍କ ମହିଳା ଥାନାରେ ସେପ୍ଟେମ୍ବର ୭ ତାରିଖ ରେ ସେ ଏଫୟାର ଦେଇଥିଲେ । ମାତ୍ର ଯେ ହେତୁ ତାଙ୍କର ଏଠାରେ କିଛି ରେସିଡେଣ୍ଟ ନାହିଁ ।

ଏଣୁ ସେମାନେ ପଟ୍ଟାମୁଣ୍ଡାଇ କୁ ଟ୍ରାନ୍ସଫର କରିଦେଲେ । ଅଭିଯୋଗ ଏହା ଥିଲା ଯେ ଯୁବତୀ ଙ୍କ ବାପା ତାଙ୍କ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଆସୁଛନ୍ତି । ମାତ୍ର ଥାନାରେ କହିଥିଲେ ଯେ ତୁମର କିଛି ରେସିଡେଣ୍ଟ ନାହାଁନ୍ତି ଯେହେତୁ ତୁମ୍ଭେ ମାନେ ପଟ୍ଟା ମୁଣ୍ଡାଇ ରେ ରହୁଛ ଏଣୁ ପଟ୍ଟା ମୁଣ୍ଡାଇ ଥାନା କୁ ଟ୍ରାନ୍ସଫର କରିଦେଇଥିଲେ । ମାତ୍ର ପଟ୍ଟମୁଣ୍ଡାଇ ଥାନାରେ ଯୁବତୀ ଙ୍କ ପରିବାର ସହିତ ଥାନା ଅଧିକାରୀ ବସି ତାଙ୍କ ଷ୍ଟେଟମେଣ୍ଟ ବଦଳାଇବାକୁ କହିଲେ ।

ମାତ୍ର ଯୁବତୀ ଜଣଙ୍କ ତାଙ୍କ ଷ୍ଟେଟମେଣ୍ଟ ବଦଳାଇ ନଥିଲେ । ଏହାପରେ ସେମାନେ ସେଠାରେ ଗୋଟିଏ ରାତି ଗୋଟିଏ ଦିନ ରଖିଲେ ମେଡିକାଲ ଟେଷ୍ଟ କରିଲେ ଏବଂ ସେଠାରେ ବହୁତ ହଇରାଣ କରିଛନ୍ତି ତଥା ବହୁତ କଷ୍ଟ ମଧ୍ୟ ହୋଇଛି ଯୁବତୀ ଙ୍କୁ । ପୋଲିସ ଅଧୀନରେ ରାତିରେ ରହିବା ପରେ ପରଦିନ ସକାଳେ ପୋଲିସ ୨୦୦ ଟଙ୍କା ଦେଇ ତାଙ୍କୁ ଭୁବନେଶ୍ଵର କୁ ପଠାଇ ଦେଲେ ।

ଏହାପରେ ମହିଳା ଥାନା ଙ୍କୁ ଡାକିଥିଲେ କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନାହିଁ । ଯୁବତୀ ଙ୍କ ବାପା ଆଳି ଥାନା ରେ ଡ୍ରାଇଭର ଅଛନ୍ତି  । ତାଙ୍କ ବାପା ଙ୍କ ନାମ ଦିବାକର ଦାସ ଅଟେ ଏବଂ ତାଙ୍କୁ ୫୨ ବର୍ଷ ବୟସ । ଯୁବତୀ ଙ୍କ ବୟସ ୨୭ ଅଟେ । ତେବେ ବାପା ହୋଇ ଝିଅ ସହିତ କିଭଳି ସମ୍ବନ୍ଧ ସ୍ଥାପନା କରି ପାରିଲେ ।

ବାପା ବିବେକ ହିନ ହୋଇଗଲେ ମାତ୍ର ଜନ୍ମ କରିଥିବା ମା’ କିଭଳି ଏହା ସହି ଚୁପ ରହିବାକୁ କହୁଥିଲା ? ଝିଅ ର ବାପା ୨୦୧୮ ରୁ ଏହିଭଳି ସମ୍ବନ୍ଧ ରଖି ଆସିଛନ୍ତି, ମାତ୍ର ଅତିରିକ୍ତ ହେବାରୁ ସେ ଘର ଛାଡି ଆସିଲେ । ଯୁବତୀ ଜଣଙ୍କ ବର୍ତ୍ତମାନ ନ୍ୟାୟ ଅପେକ୍ଷାରେ ତେବେ ଦେଖାଯାଉ ତାଙ୍କୁ କେବେ ନ୍ୟାୟ ମିଳୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button